-କେତେକ ଥର ଦୋକାନରେ ଗ୍ରାହକଙ୍କ ଆସିବା ସଂଖ୍ୟା ବହୁତ କମିଯାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମାଟିର ଚାରିଟି ଅଲଗା ଅଲଗା ପାତ୍ରରେ କଳା ତେଲ, ସାଗୁ ଦାନା, ସବୁଜ ମୁଗ ଏବଂ ହଳଦିଆ ସୋରିଷ ଭରିକି ରଖିଦିଅନ୍ତୁ । ଏହି ଚାରିଟି ପାତ୍ରକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଦୋକାନରେ ରଖିଦିଅନ୍ତୁ । ଏହାପରେ ନଦୀରେ ଭଷାଇ ଦିଅନ୍ତୁ ।
-ଦୋକାନର ଉନ୍ନତି ପାଇଁ ଗୋଟିଏ ଉପାୟ କରାଯାଏ। ତାହା ହେଉଛି ଏକ ଲୁହାର କଣ୍ଟାରେ କଳା ସୂତାରେ ସାତଟି ଅଖଣ୍ଡିତ ଲଙ୍କା ଏବଂ ବିନା ଦାଗ ହୋଇଥିବା ଲେମ୍ବୁ ବାନ୍ଧି ଦିଅନ୍ତୁ। ଏହାକୁ ଶନିବାର କିମ୍ବା ମଙ୍ଗମବାରରେ ଦୋକାନରେ ଝୁଲାନ୍ତୁ।
-ଦୋକାନରେ ଶ୍ରୀକୁବେର ଯନ୍ତ୍ର ସ୍ଥାପିତ କରିବା ଦ୍ୱାରା ମଧ୍ୟ ଲାଭ ହୋଇଥାଏ। ଏହାକୁ ଶୁକ୍ଳ ପକ୍ଷରେ ସ୍ଥାପନା କରିବା ଉଚିତ। ଏହା ଦ୍ୱାରା ବ୍ୟବସାୟରେ କ୍ଷତି ହୋଇନଥାଏ ବୋଲି କୁହାଯାଏ।
-7ଟି କଉଡ଼ି ଆଣି କେଶର ଗୋଳାଇ ହଳଦିଆ କପଡ଼ାରେ ବାନ୍ଧି କ୍ୟାସବକ୍ସରେ ରଖନ୍ତୁ |
ଧନ୍ୟବାଦ
1 Comments
Nice Blog..
ReplyDeleteThanks for sharing..
we have list of Best Water Bottle Manufacturer in Mumbai
Eco Friendly Stationery Kits
Personalized Water Bottles
Do you have any doubts or suggestions? Ask them here in the comments!