କର୍ମଜୀବି ମହିଳାମାନଙ୍କ ପାଇଁ କିଛି ଘରୋଇ ଉପଚାର
Image Source - 123RF
କର୍ମଜୀବି ମହିଳା ମାନେ ନିଜ ପାଇଁ ସେତେଟା ସମୟ ବାହାର କରିପାରିନଥାନ୍ତି । ଘର ଓ ଅଫିସରୁ ସମୟ ବାହାର କରି ନିଜ ପାଇଁ ସମୟ ଦେବାକୁ ସେମାନଙ୍କର ଆଉ ଧର୍ଯ୍ୟ ନଥାଏ । କିନ୍ତୁ ଅଫିସରୁ ଆସିଲା ପରେ ସବୁ ଘର କାମ ଶେଷ କରିବା ପରେ ହୁଏତ ରାତିରେ କିଛିଟା ସମୟ ବାହାର କରି ସେମାନେ ନିଜ ପାଇଁ ଦେଇ ପାରିବେ । ନିଜ ମୁହଁ ନିଜ ବ୍ୟକ୍ତିତ୍ୱର ପରିପ୍ରକାଶ କରୁଥିବାରୁ ଏହାର ଧ୍ୟାନ ରଖିବା ନିହାତି ଆବଶ୍ୟକ ।
୧.ଅଫିସରୁ ଫେରିବା ପରେ ଆପଣ ନଖ ଉଷୁମ ପାଣିରେ ନିଜ ତ୍ୱଚାର ଭଲ ଭାବେ ସଫା କରିଦିଅନ୍ତୁ । ଗାଧେଇବା ସମୟରେ ବାଥରୁମରେ ସ୍ଲୋ ମ୍ୟୁଜିକ ଶୁଣନ୍ତୁ । ଉଷ୍ମ ପାଣିରେ ଗାଧେଇବା ଦ୍ୱାରା ଆପଣଙ୍କ ତ୍ୱଚାର ରନ୍ଦ୍ର ଗୁଡିକ ଖୋଲି ଯାଇଥାଏ । ଫଳରେ ଆପଣଙ୍କ ତ୍ୱଚା ଭଲ ଭାବେ ନିଶ୍ଵାସ ନେଇ ପାରିଥାଏ । ଏହା ବାଦ ଆପଣ ନଖ ଉଷୁମ ପାଣିରେ ଫାଳେ ଲେମ୍ଭୁ ଚିପୁଡ଼ି ନିଜ କହୁଣୀ, ଆଣ୍ଠୁ, ବେକ,ପାଦ ପରି ସ୍ଥାନ ମାନଙ୍କୁ ଭଲ ଭାବେ ସଫା କରିପାରିବେ ।
Image Source - Beautiful Hamesha Blog






0 Comments
Do you have any doubts or suggestions? Ask them here in the comments!