ଏହି ଅଭ୍ୟାସ ଯୋଗୁଁ ମହିଳାମାନେ ଦୁଃଖରେ ରୁହନ୍ତି
Image Source - Russians Brides
ସୁଖରେ କିମ୍ବା ଦୁଃଖରେ ରହିବା କିଛି କଥା ନିଜ ହାତରେ ବି ଥାଏ | ଅନେକ ଥର ଲୋକ ବହୁତ ଛୋଟ ଓ ଅଯଥା କାରଣରେ ଦୁଃଖୀ ହୋଇଯାଆନ୍ତି | ଏମିତି କଥା ଯାହାକି ଦୁଃଖର କାରଣ ଯାହା ନିଜର ଭୁଲ ଚିନ୍ତାଧାରାରୁ ହିଁ ହୋଇଥାଏ |
ତିଳ କୁ ତାଳ ବନାଉଥିବା :-
କିଛି ମହିଳାଙ୍କର ଅଭ୍ୟାସ ଥାଏ ଯେ ସେ ସାମାନ୍ୟ କଥାକୁ ବି ବଡ଼ ବନେଇ ଦିଅନ୍ତି । ତାଙ୍କୁ ଛୋଟ ଛୋଟ କଥାରେ ବି ପ୍ରବ୍ଲେମ ହୋଇଥାଏ । ଏହି ମାନଙ୍କୁ ଦେଖିଲେ ଏମିତି ଲାଗେ ଯେ ତାଙ୍କୁ କେବଳ ଲଢେଇ କଜିଆ କରିବା ପାଇଁ କୌଣସି ଏକ ବାହାନା ଦରକାର ଅଟେ | ଏମାନେ ପ୍ରତ୍ୟେକ କଥାକୁ ବଢ଼େଇ ଚଢାଇ ଓ ଚିଲ୍ଲାଇ କରି ଅନ୍ୟ ପାଖରେ ରଖିଥାନ୍ତି । ଏହି କାରଣ ଯୋଗୁଁ ତାଙ୍କ ଘରେ ଅଧିକ ଲଢେଇ ଝଗଡା ହୋଇ ଥାଏ ଓ ସାମ୍ନା ବାଲା ର ମୁଣ୍ତ ଖରାପ ହୋଇଥାଏ | ଆଉ ଏଥିପାଇଁ ଏହି ଅଭ୍ୟାସ ଦୁଃଖର କାରଣ ହୋଇଯାଇଥାଏ ।
ଟଙ୍କା ଲୋଭୀ :-




1 Comments
Bhala tips achi.
ReplyDeleteDo you have any doubts or suggestions? Ask them here in the comments!