ଦୀପାବଳି ଦିନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ

  


୧. ଷ୍ଟିଲ ବା ଲୁହାର କୋଣସି ବସ୍ତୁ ବା ବାସନ ଦୀପାବଳି ଦିନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ହେବ ଯଦି ଏହାକୁ ଦୋକାନରୁ କିଣି କି ଆଣି ପାରିବେ ଏହାକୁ ଶୁଭ ହୋଇଥାଏ |

୨. ଦୀପାବଳି ଦିନ କିଛି ଲୋକ ନିଜ ଲୋକ ମାନଙ୍କୁ କପଡାଉପହାର ଦେଇଥାନ୍ତି । କିନ୍ତୁ କପଡା ଦେବା ସମୟରେ ଏହିକଥାର ଧ୍ୟାନ ରଖିବେ କି କପଡା ସିଲ୍କ ହୋଇ ନଥିବା ଦରକାର । ସିଲ୍କ ର କପଡା ଦୀପାବଳି ଦିନ କାହାକୁ ଦେବା ଦ୍ୱାରା  ସାମ୍ନା ବାଲା ବ୍ୟକ୍ତି ପାଇଁ ଅଶୁଭ ମନାଯାଏ ।

୩. ଗଣେଶ ଓ ଲକ୍ଷ୍ମୀ ଙ୍କ ମୂର୍ତ୍ତୀ_ ଦୀପାବଳି ଦିନ ଏହି ଦୁଇ ଦେବୀ ଦେବତାଙ୍କର ଖାସ ଦିନ ହୋଇଥାଏ | ଏମିତି ଯଦି ଆପଣ ଦୀପାବଳି ଦିନ କାହାକୁ ଗଣେଶ ଭଗବାନ ଓ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତୀ ଦେବେ ତେବେ ଆପଣଙ୍କ ଘରୁ ଲକ୍ଷ୍ମୀ ତାଙ୍କ ଘରକୁ ଚାଲିଯିବେ |

୪. ଦୀପାବଳି ଦିନ ସୁନା ବା ରୁପାର ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ | କିନ୍ତୁ ଯେବେ ଏହି ସୁନା ରୁପା ଆପଣ ଅନ୍ୟକୁ ଦେଇଦେବେ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଯିବ ଓ ଘରେ ଧନର ଅଭାବ ହେବ | ସେଥିପାଇଁ ଆପଣ ଏମିତି ଜିନିଷ ଦୀପାବଳି ଦିନ କାହାକୁ ଦେବେ ନାହିଁ ।

୫. ଦୀପାବଳି ଦିନ ତେଲ କିଣନ୍ତୁ ନାହିଁ କି ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ସେଥିପାଇଁ ଏହାକୁ ଆଗରୁ କିଣି ଘରେ ରଖନ୍ତୁ । ବନ୍ଧୁଗଣ ଦୀପାବଳି ଦିନ ତେଲ ଦେବା ର ଅର୍ଥ ସିଧା ସିଧା ମା ଲକ୍ଷ୍ମୀ ଙ୍କୁ ରୁଷ୍ଟ କରିବା । ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ ।

୬. ରୁମାଲ- ବନ୍ଧୁଗଣ ରୁମାଲ କୁ ସମସ୍ତେ ନିଜ ପାଇଁ ବ୍ୟବହାର କରିଥାନ୍ତି । ଏମିତି ମନାଯାଏ କି ରୁମାଲ କୁ ଅନ୍ୟ କାହାକୁ ଉପହାରରେ ଦେବା ଅଶୁଭ ହୋଇଥାଏ । ଏହା ଦ୍ୱାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି । ସେଥିପାଇଁ ଦୀପାବଳି ଦିନ ହେଉ ବା ଅନ୍ୟ ଦିନ ରୁମାଲ ଉପହାରରେ ଦିଅନ୍ତୁ ନାହିଁ ।


 


୭. କଳା ରଙଂ _ ବନ୍ଧୁଗଣ କଳା ରଙ୍ଗ ଦୀପାବଳି ପାଇଁ ଅଶୁଭ

ହୋଇଥାଏ | ସେଥଵପାଇଁ ଦୀପାବଳି ଦିନ କଳା ରଙ୍ଗର

କୌଣସି ବି ବସ୍ତୁ ନା ନିଜ ପାଇଁ କିଣନ୍ତୁ ନାହିଁ କାହାକୁ


ଉପହାର ସ୍ବରୂପ ଦିଅନ୍ତୁ । ଏହା ଦ୍ରାରା ମା ଲକ୍ଷ୍ମୀ ରୁଷ୍ଣ ହୋଇ

ପାରନ୍ତି ।


୩=ାଣା କଲନ ଆପଣଙ୍କ ଆମର ଘୋସ ଟି ଲଲ ଲାଗିଥିବ ।

 


Post a Comment

0 Comments