ରାକ୍ଷୀ ପୂର୍ଣ୍ଣିମା ଦିନ ଭୂଲ ରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ ।

 ରାକ୍ଷୀ ପୂର୍ଣ୍ଣିମା ଦିନ ଭୂଲରେ ମଧ୍ୟ କରନ୍ତୁ  ନାହିଁ ଏହି କାର୍ଯ୍ୟ

ପ୍ରତେକ ଭାଇ ଓ ଭଉଣୀ ମାନଙ୍କର ଏକ ବିଶେଷ ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭଉଣୀ ତାର ନିଜର ସୁରକ୍ଷା କାମନା କରି ତା ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇଥାଏ । ଏହି ପର୍ବ ପ୍ରତେକ ମାସ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ । ଏହି ପୂର୍ଣ୍ଣିମା କୁ ଗଂମ୍ଭା ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଭୂଲ ରେ ହେଉ କି ଜଣତାରେ ହେଉ ଏହି ଦିନ ଯଦି କିଛି ଭୁଲ ହୋଇଯାଏ ତେବେ ଏହା ଆମ ଜୀବନରେ ବହୁତ ପ୍ରଭାବ ପକେଇଥାଏ । ଯାହାକି ଭାଇ ଭଉଣୀର ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଯାହାକି ଭାଇ ଭଉଣୀର ସଂପର୍କକୁ ଦୂରେଇ ଦେଇଥାଏ । ଏବଂ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ । ଯାହା ଦ୍ଵାରା ଆମକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ଏହି ଦିନ ଯେଉଁ ଭୂଲ କରିବା ଉଚିତ ନୁହେଁ ।ତେଣୁ ଏହି ସବୁ ଛୋଟ ଛୋଟ ଭୁଲ ଠାରୁ ଦୂରେଇ ରୁହନ୍ତୁ ।

  1.  ରାକ୍ଷୀ ପୁର୍ଣିମାରେ ଭଦ୍ରା କାଳ ଓ ରହୁ କାଳରେ ରାକ୍ଷୀ ବାନ୍ଧିବା ଅନୁଚିତ ହୋଇଥାଏ । 
  2. ପ୍ରାୟତଃ ରାକ୍ଷୀ କିଣି ବଜାରରୁ ଆଣିବା ଭିତରେ ତାହା ଛିଣ୍ଡି ଯାଇଥାଏ । ପୁଣି ଆମେ ଏହାକୁ ଯୋଡି କରି ଠିକ କରିଦେଇଥାଉ । ଜ୍ୟୋତିଷଙ୍କ ଅନୁସାରେ ଯଦି କୌଣସି ରାକ୍ଷୀ ଖଣ୍ଡିତ ହୋଇଯାଇଥାଏ ବା ଛିଣ୍ଡି ଯାଏ ତେବେ ଏହାର ପ୍ରୟୋଗ ବର୍ଜିତ ହୋଇଥାଏ । ତେବେ ଏହି ରାକ୍ଷୀ କାହା ହାତରେ ବାନ୍ଧିବା ଉଚିତ ହୋଇନଥାଏ ।
  3. ପ୍ଲାଷ୍ଟିକ ରାକ୍ଷୀ ଜମାବି ବନ୍ଧନତୁ ନହିଁ, ପ୍ଲାଷ୍ଟିକ ରାକ୍ଷୀ କେତୁର ପଦାର୍ଥ ବୋଲି କୁହାଯାଇଥାଏ । ଏହା ଦୁର୍ନାମକୁ ବଢାଇ ଥାଏ । ତେବେ ଏହାକୁ ପିନ୍ଧାଇବା ଉଚିତ ହୋଇନଥାଏ । 
  4. ଏହା ସହିତ ରାକ୍ଷୀ କିଣିଲା ପରେ ଏହି କଥାର ଧ୍ୟାନ ରଖିବେକୀ କୌଣସି ଧାରୁଆ ବା ତୀକ୍ଷଣ ଜିନିଷରେ ତିଆରି ହୋଇନଥିବ । ଶୁଭ ମଉକାରେ ଏହି ଜିନିଷ ଅଶୁଭ ଫଳ ଆଣି ଦେଇଥାଏ । 
  5. ଜ୍ୟୋତିଷଙ୍କ ଅନୁସାରେ ଭାଇ ମଧ୍ୟ କୌଣସି ଧାରୁଆ ଜିନିଷର ଉପହାର ଦେବା ଉଚିତ ନୁହେଁ । ଯେମିତିକି ଛୁରୀ ସେଟ, ମିକସି, ଫୋଟୋ ଫ୍ରେମ , ଆଇନା, ଏହା ସହିତ ଭଉଣୀକୁ ରୁମାଲ, ବା ଚପଲ ଭଳି ଜିନିଷ ଉପହାର ଦେବା ଉଚିତ ନୁହେଁ । ଏହି ସବୁ ଜିନିଷ ଉପହାର ଦେଲେ ଫାଟ ସୃଷ୍ଟି ହୋଇଥାଏ ।
  6. କଥା ବାର୍ତ୍ତା କହି ପାରୁନଥିବା ଯିବ ଜନ୍ତୁକୁ ଗୋଇଠା ମାରିବା ଦ୍ଵାରା ଧନ ର ଅଭାବ ରହିବା ଦ୍ଵାରା ଘରେ ନକର୍ତ୍ମକ ଉର୍ଜାର ପ୍ରଭାବ ରହେ । ତେଣୁ ଭୁଲ ରେ ମଧ୍ୟ ଗୋଇଠା ମାରନ୍ତୁ ନାହିଁ। ବିଶେଷ କରି ଗୋରୁ ଗାଈ ମାନଙ୍କୁ ଆଘାତ କରନ୍ତୁ ନାହିଁ କି ଗୋଇଠା ମାରନ୍ତୁ ନାହିଁ । କାରଣ ପ୍ରତେକ ଜିନିଷରେ ଭଗବାନ ବିଷ୍ଣୁ ବାସ କରନ୍ତି । ଏବଂ ଏହି ଦିନ ଗୋମାତାଙ୍କୁ ପୂଜା କରାଯାଇଥାଏ ।
  7. ଏହି ଦିନ କୌଣସି ବ୍ୟକ୍ତି କିମ୍ଵା ଗୁରୁଜନ ମାନଙ୍କ ର ଅପମାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧ କରି ଥାଆନ୍ତି । ଏହାର ଫଳ ସମ୍ପୂର୍ଣ୍ଣ ପରିବାରକୁ ଭୋଗ କରିବାକୁ ପଡ଼ିଥାଏ ।
  8. ଘରକୁ ଆସିଥିବା ଅତିଥି ମାନଙ୍କର ଅପମାନ କରନ୍ତି ନାହିଁ । ଅତିଥି ଭଗବାନ ତୁଲ୍ୟ ହୋଇଥାନ୍ତି ତେଣୁ ଘରକୁ ଆସିଥିବା ଅତିଥିଙ୍କ କେବେହେଲେ ଅପମାନ କରନ୍ତୁ ନାହିଁ । ଯାହା ଦ୍ଵାରା ଘରେ ଅମଙ୍ଗଳ ହୋଇଥାଏ । 
  9. ବିଶ୍ୱାଘାତ କୌଣସି ପାପ ଠାରୁ ମଧ୍ୟ କମ ନୁହେଁ । ଆମେ ଯେବେ ବି କୌଣସି ବ୍ୟକ୍ତିଙ୍କ ସହିତ ଧୋକା ଦେଇଥାଉ ତେବେ ତାହାର ବିଶ୍ୱାସ ଆମ ଉପରୁ ଉଠି ଯାଇଥାଏ । ସେଥିପାଇଁ ଧୋକା ଦେବାକୁ ଶାସ୍ତ୍ରରେ ହିନ କାର୍ଯ୍ୟ ବୋଲି କୁହା ଯାଉଛି । ଏହାର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ । ତେଣୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଭୂଲ କରନ୍ତୁ ନାହିଁ ।
  10. ଘରର ମୁଖ୍ୟ ଦ୍ଵାରା ରେ ଝାଡୁ ରଖନ୍ତୁ ନାହିଁ । ଘରେ ଝାଡୁ ଏକ ବ୍ୟବହାରିକ ଜିନିଷ ଯାହାକି ନକାରାତ୍ମକ ଉର୍ଜାକୁ ନଷ୍ଟ କରିଦେଇଥାଏ । ତେଣୁ ଯଦି ଆପଣ ଏହାକୁ ଘର ର ମୁଖ୍ୟ ଦ୍ଵାରରେ ଏହାକୁ ରଖନ୍ତି ତେବେ ଏହ ନକାର୍ତ୍ମକା ଉର୍ଜା ସୃଷ୍ଟି କରିଥାଏ । ଓ ଏହା ସହିତ ବିପଦ ମାଡି ଆସିବ ତେଣୁ ଆପଣ ଝାଡୁକୁ ଏମିତି ସ୍ଥାନରେ ରଖିବା ଉଚିତ ଯେମିତି ଏହା ଉପରେ କାହାର ନଜର ପଡିନଥିବ । କାରଣ ଝାଡୁ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ ।

Post a Comment

0 Comments