ଏମାନଙ୍କୁ ଦାନ ନ ଦେଇ ଖାଲି ହାତରେ ବିଦା କରନ୍ତୁ ନାହିଁ I

ଏମାନଙ୍କୁ ଦାନ ନ ଦେଇ ଖାଲି ହାତରେ ବିଦା କରନ୍ତୁ   ନାହିଁ

ଶାସ୍ତ୍ର ଅନୁସାରେ ଲୋକଙ୍କୁ ଦାନ କରିବା ଶୁଭ ବୋଲି ଧରାଯାଏ । ଯେପରିକି ମା’, ବାପା, ଗୁରୁ, ସାଙ୍ଗ, ବିନମ୍ର, ପରୋପକାର କରୁଥିବା ଲୋକ, ଅନାଥ ଭଳି ଲୋକଙ୍କୁ ଦାନ କରାଯିବା ଆବଶ୍ୟକ । ଏହି ଲୋକମାନଙ୍କୁ ଦାନ କଲେ ଆପଣଙ୍କ ଆଗାମୀ ଭବିଷ୍ୟକ ସୁଖମୟ ହୋଇଥାଏ ।  

  1. ଯେଉଁ ଲୋକ ଉଷୁନା ଧାନ, ଲୁହା, ସୁନାରୁପା, ରନ୍ଧା ଅନ୍ନ ଚୋରି କରିଥାଏ, ଏହି ଜନ୍ମରେ ତାର ମୃତ୍ୟୁ ସମୟରେ ସେ ବହୁତ କଷ୍ଟ ପାଇଥାଏ । ଏହାସହିତ ପରଜନ୍ମରେ ଯେଉଁ ଜନ୍ମ ନେଇ ଜନ୍ମ ହେବ, ସେ ଅନ୍ୟମାନଙ୍କ ଦ୍ଵାରା ପ୍ରତାରିତ ହେବ ।
  2. ଯେଉଁ ଲୋକ ଶୂଦ୍ର, ବେଶ୍ୟା ଏବଂ ବ୍ରାହ୍ମଣଙ୍କର ଧନ ଚୋରି କରିଥାଏ, ସେ ଆୟୁଷ ଥାଇ ମଧ୍ୟ ମୃତ୍ୟୁବରଣ କରିଥାଏ । ସେ ପରଜନ୍ମରେ ନୀଚ ଯୋନିରେ ଜନ୍ମ ଗ୍ରହଣ କରିଥାଏ ।
  3.  ଯେଉଁ ଲୋକ ଅନ୍ୟଲୋକର ବହି ଚୋରି କରିଥାଏ, ତାଙ୍କ ପାଖରେ କେବେବି ବିଦ୍ୟା ରହେ ନାହିଁ |
  4. ଗୁଡ଼, ଅଟା, ତମ୍ବା ଆଦି ଦାନ କରିବା ଅନୁଚିତ । ଘରେ ଅମଙ୍ଗଳ ହେଇଥାଏ ଏବଂ ପରିବାର ସଦସ୍ୟଙ୍କ ଦେହ ଖରାପ ହେଇଥାଏ ।

କିନ୍ତୁ   ମୂର୍ଖ, ଅନ୍ୟାୟ କରୁଥିବା ଲୋକ, ଜୁଆ ଖେଳୁଥିବା ଲୋକ, ଚୋର ଇତ୍ୟାଦି ଲୋକମାନଙ୍କୁ ଦାନ ଦେବା ଉଚିତ ନୁହେଁ । ଏହିମାନଙ୍କୁ ଦାନ ଦେଲେ ଆପଣଙ୍କ କିଛି ଉପକାର ନ ହେବା ସହ ଅମଙ୍ଗଳ ହୋଇଥାଏ । ଏହି ମାନଙ୍କୁ ଦାନ କଲେ ଦାନ ସବୁ ବ୍ୟର୍ଥରେ ଯାଇଥାଏ ।

ଏମାନଂକୁ ଖାଲି ହାତ ରେ ବିଦା କରନ୍ତୁ ନାହିଁ

କୌଣସି ଗରିବ ବ୍ୟକ୍ତିଙ୍କର ସହାୟତା କରିବା ପାଁଇ ଲୋକେ କିଛି ନା କିଛି ଦାନ କରିଥାନ୍ତି I ଦାନ କରିବା ଏକ ଶ୍ରେଷ୍ଠ କାର୍ଯ୍ୟ ଅଟେ I କିନ୍ତୁ ଏହି ଦାନ ନିସ୍ଵାର୍ଥପର ଭାବନା ରେ କରିବା ଉଚିତ I ଯଦି ଆପଣ ସ୍ୱାର୍ଥ ରଖି କାହାରି କୁ କିଛି ଦାନ କରିଥାନ୍ତି ତେବେ ସେହି ଦାନ ର କିଛି ମହତ୍ୱ ରହି ନ ଥାଏ I ଯଦି ଆପଣ ଙ୍କ ଘରକୁ ଆସୁଛନ୍ତି ତେବେ ତାଙ୍କୁ ଖାଲି ହାତ ରେ ବିଦା କରନ୍ତୁ ନାହିଁ I ଏପରି କରିବା ଦ୍ୱାରା ଭଗବାନ କ୍ରୋଧିତ ହେଇଥାନ୍ତି I 

ଭିକାରି

ଗ୍ରଂଥ ରେ ଏହା ଉଲ୍ଳେଖ ମଧ୍ୟ ରହିଥାଏ ନର ଦେହେ ନାରାୟଣ I ତେଣୁ କୌଣସି ବି ଭିକାରି କୁ ନିଜ ର ସାମର୍ଯ୍ୟା ଅନୁସାରେ ଦାନ କରନ୍ତୁ I ଏହା ଦ୍ୱାରା ଭଗବାନ ଙ୍କ ର ବିଶେଷ କୃପା ପ୍ରାପ୍ତି ହେଇଥାଏ I

କିନ୍ନର

ଜୋତିଷ ଶାସ୍ତ୍ର ରେ କିନ୍ନରଙ୍କୁ ବୁଧ ଗ୍ରହଙ୍କ ର ପ୍ରତୀକ ବୋଲି କୁହାଯାଇଥାଏ I କିନ୍ନର ଯେତେବେଳେ ଆପଣଙ୍କ ଦୁଆରକୁ ଆସିବେ କେବେ ହେଲେ ଖାଲି ହାତରେ ବିଦା କରିବେ ନାହିଁ I କିନ୍ନରଙ୍କର କରିଥିବା ଆଶ୍ରିବାଦ ଦ୍ୱାରା ଆପଣ ଜୀବନରେ ସୁଫଳ ପ୍ରାପ୍ତି କରିବେ I

ବିକଳାଙ୍ଗ

ଯଦି କୌଣସି ଅନ୍ଧ , ଭୋକିଲା ଓ ବିକଳାଙ୍ଗ ଲୋକ ଆପଣ ଙ୍କୁ କିଛି ମାଗୁଛି ତେବେ ତାଙ୍କୁ ମନା କରନ୍ତୁ ନାହିଁ I ଏହା କୁ ଶନି ଓ ରାହୁ ଙ୍କ ର କାରକ ବୋଲି କୁହାଯାଇଥାଏ I ଏପରି ବ୍ୟକ୍ତି ଙ୍କୁ ଦାନ କରିବା ଦ୍ୱାରା ଆପଣ ଅନେକ ପୁର୍ଣ୍ୟ ଉପାର୍ଜନ କରିଥାନ୍ତି I

ସାଧୁ ସଂଥ 

କୌଣସି ସାଧୁ ସଂଥ ଙ୍କୁ ମଧ୍ୟ ଘରୁ ଖାଲି ହାତ ରେ ବିଦାୟ କରନ୍ତୁ ନାହିଁ I ତାଙ୍କୁ ତାଙ୍କ ର କିଛି ଆବଶ୍ୟକୀୟ ବସ୍ତୁ ନିଜ ର ସକ୍ଷମ ଅନୁସାରେ ପ୍ରଦାନ କରନ୍ତୁ I ଦେଖିବେ ଆପଣଙ୍କର କୁଣ୍ଡଳୀରେ ଶୁଭ ଯୋଗ ଆରମ୍ଭ ହେବ I

Post a Comment

0 Comments