ଏହି ଜିନିଷ ଯିଏ ଯେତେ ମା-ଗି-ଲେ ମଧ୍ୟ ଦିଅନ୍ତୁ ନାହିଁ
ଜୀବନରେ ଆମେ ନିଜ ସମ୍ପର୍କୀୟ ବା ଜଣାଶୁଣା ଲୋକଙ୍କ ସହିତ ବହୁତ କିଛି କଥା ଆଦାନ ପ୍ରଦାନ କରିଥାଉ । କଣ ଆପଣ ଜାଣିଛନ୍ତି ଏହା କରିବା ଦ୍ୱାରା ଆପଣ ନିଜର କ୍ଷ-ତି କରୁଛନ୍ତି ବୋଲି । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଯଦି ଅନ୍ୟ ବ୍ୟକ୍ତିଙ୍କ ସହିତ ଜିନିଷ ଆଦାନ ପ୍ରଦାନ କରିଥାନ୍ତି ବା ଉ-ଧା-ର ଦେଇଥାନ୍ତି, ତାହେଲେ ନକ-ରାତ୍ମ-କ ଶକ୍ତି ଆପଣଙ୍କ ମଧ୍ୟରେ ପ୍ରବେଶ କରିବ । ଯାହାଫଳରେ ଆପଣଙ୍କର ଦୁର୍ଭାଗ୍ୟ ସ୍ଥିତି ଆରମ୍ଭ ହୋଇ ଯାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ସବୁ ଜିନିଷ ଉ-ଧା-ର ରେ ଦେବା ଅନୁଚିତ |
ଟଙ୍କା ଉଧାର
- ଟଙ୍କା ଏପରି ଏକ ଜିନିଷ ଯାହା ସବୁଠାରୁ ବେଶୀ ଉଧାର କରାଯାଇଥାଏ । କୌଣସି ଅ-ଭା-ବୀ ଲୋକଙ୍କୁ ସାହାଯ୍ୟ କରିବା ଖରାପ ନୁହେଁ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ କାହାକୁ ଟଙ୍କା ଉ-ଧା-ର ଦେବା ଅନୁଚିତ ।
- ଗୁରୁବାର ଦିନ କେବେବି କୌଣସି ବ୍ୟକ୍ତି କାହାକୁ ଉଧାର ଦିଅନ୍ତୁ ନାହିଁ ଗୁରୁବାର ଦିନ ଉଧାର ଦେବା ଏବଂ ଉଧାର ନେବା ଉଚିତ୍ ହୋଇନଥାଏ ।
- ଯଦି ଆପଣ ନିଜର ସ୍ତ୍ରୀ ପାଖରେ କିଛି ଟଙ୍କା ରଖିଛନ୍ତି ତେବେ ତାହାକୁ କେବେ ମଧ୍ୟ କାହାରିକୁ ଉଦ୍ଧାର ଦିଅନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ କୋପ କରିଥାନ୍ତି । ଏବଂ ଆପଣଙ୍କୁ ଅର୍ଥ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।
- ଏକାଦଶୀ ଦିନ କେବେବି ଭୁଲ ରେ ମଧ୍ୟ କୌଣସି ବ୍ୟକ୍ତି ଙ୍କୁ ପଇସା ଦାନ କରନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ ଘରେ ବାସ କରିବେ ନାହିଁ ଏବଂ ଘରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହେବ।
ଘଣ୍ଟା
- ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା ପ୍ରତ୍ୟେକ ବ୍ୟକ୍ତିଙ୍କର ଭଲ ବା ଖରାପ ସମୟର ପ୍ରତୀକ ହୋଇଥାଏ ।
- ଅନ୍ୟମାନଙ୍କ ଠାରୁ ଘଣ୍ଟା ମାଗି ପିନ୍ଧିବା ଦ୍ୱାରା ତାଙ୍କର ସକା-ରାତ୍ମ-କ ଏବଂ ନକା-ରାତ୍ମ-କ ଶକ୍ତି ଆମ ଭିତରେ ପ୍ରବେଶ କରି ଥାଏ ।
- ସେଥିପାଇଁ କେବେ ଅନ୍ୟମାନଙ୍କ ଠାରୁ ଘଣ୍ଟା ମାଗି ପିନ୍ଧନ୍ତୁ ନାହିଁ।
- ଆପଣ ଯଦି କାହାକୁ ଘଣ୍ଟା ଉପହାରରେ ଦେଉଛନ୍ତି ତାହେଲେ ଆପଣ ନିଜର ଭଲ ସମୟ ତଥା ଖରାପ ସମୟ ବି ଉପହାରରେ ଦେଉଛନ୍ତି । ତେଣୁ ଏହା ଉପହାରରେ ଦେବା ଠାରୁ ଦୂରେଇ ରୁହନ୍ତୁ ।
ରୁମାଲ
- କେତେକ ଲୋକଙ୍କର ଅଭ୍ୟାସ ରହିଥାଏ ଯେ ସେମାନେ ଅନ୍ୟମାନଙ୍କ ରୁମାଲ ସେୟାର କରିଥାନ୍ତି । ଏପରି କରିବାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହା-ନିକା-ରକ ସାବ୍ୟସ୍ତ ହୋଇଥାଏ ।
- କହିବାକୁ ଗଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କର ଧନ ହା-ନିର ଆ-ଶ-ଙ୍କା ରହିଥାଏ । ଏଥିପାଇଁ ଆପଣଙ୍କ ରୁମାଲ କାହାକୁ ଦିଅନ୍ତୁ ନାହିଁ।
- କିମ୍ବା ଆପଣ ଅନ୍ୟମାନଙ୍କ ଠାରୁ କେବେହେଲେ ରୁମାଲ ନିଅନ୍ତୁ ନାହିଁ।
କଲମ
- ପେନ ଭଳି ଜିନିଷ ଲୋକେ ନିଜ ସହିତ ନେବାକୁ ଭୁଲି ଯାଇଥାନ୍ତି । ଏଭଳି ପରିସ୍ଥିତିରେ ଲୋକେ ଅନ୍ୟମାନଙ୍କ ପାଖରୁ କଲମ ମାଗିଥାନ୍ତି ।
- କଲମ ମାଗିବା ଖରାପ ନୁହେଁ କିନ୍ତୁ କଲମ ମାଗି ସାରି ନ ଫେରାଇଲେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁ ଖୀନ ହେବାକୁ ପଡ଼ିଥାଏ ।
- ଏହାଦ୍ୱାରା ଆପଣଙ୍କୁ ଆ-ର୍ଥି-କ ସମସ୍ୟାର ସମ୍ମୁ ଖୀନ ହେବାକୁ ପଡିପାରେ ।
ଗହଣା ବା ‘ଆଭୂଷଣ’
- ସୁନ୍ଦର ସୁନ୍ଦର ଗହଣା ପିନ୍ଧିବା ଦ୍ୱାରା ପ୍ରତେକ ମହିଳା ମା ଲକ୍ଷ୍ମୀ ଙ୍କ ପ୍ରତିବିମ୍ବ ପରି ଦେଖାଯାଇଥାନ୍ତି ।
- ଘରର ଲକ୍ଷ୍ମୀ ଘରର ସ୍ତ୍ରୀ ମାନଙ୍କୁ କୁହାଯାଇଥାଏ ତେଣୁ କେବେ ମଧ୍ୟ ନିଜ ସ୍ତ୍ରୀ ର ଗହଣା ଆଊ କାହାରିକୁ ଦିଅନ୍ତୁ ନାହିଁ ।
- ଏହା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ଚାଲିଯାଇଥାଆନ୍ତି ଏବଂ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିବ ।
- ଖାସ କରି ବିବାହିତା ମହିଳା ମାନେ ନିଜ ମଙ୍ଗଳସୁତ୍ର, ପାଉଁଜି,ଗୋଡ଼ମୁଦି ଏବଂ ଚୁଡ଼ି ଅନ୍ୟ କାହାକୁ ଦାନ କରିବା ଉଚିତ ନୁହେଁ ।
ବେଲଣା ଏବଂ ତାୱା
- ମା ଲକ୍ଷ୍ମୀ ବୈଭବ ପ୍ରଦାନ କରୁଥିବା ମମତାର ପ୍ରତୀକ ଅଟନ୍ତି । ସାଥିରେ ସେ ଅନ୍ନପୂର୍ଣ୍ଣା ମଧ୍ୟ ଅଟନ୍ତି । ତେଣୁ ଆମେ ଅନ୍ନ ଗ୍ରହଣ କରିବା ପୂର୍ବରୁ ମା ଲକ୍ଷ୍ମୀ ଙ୍କୁ ସ୍ମରଣ କରିଥାଉ ।
- ନିଜ ରୋଷେଇ ଘରର ବେଲଣା ଏବଂ ତାୱା କାହାରିକୁ ଭୁଲରେ ଦିଅନ୍ତୁ ନାହିଁକାରଣ ଏଥିରେ ଘରର ଖାଦ୍ୟ ମାତା ଲକ୍ଷ୍ମୀ ଙ୍କ ନାମରେ ତିଆରି ହୋଇଥାଏ ।
- ଏହି ଜିନିଷ ଦେବା ଦ୍ୱାରା ଆପଣଙ୍କ ଭାଗ୍ୟ ମଧ୍ୟ ଏହା ସହିତ ଚାଲିଯାଇଥାଏ । ଏବଂ ଆପଣଙ୍କୁ ଦୁର୍ଭାଗ୍ୟ ର ସାମ୍ନା କରିବାକୁ ପଡ଼ିଥାଏ ।
ଗଣେଶଙ୍କ ମୂର୍ତ୍ତିଏବଂ ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି
- ଏହି ମୂର୍ତ୍ତି ଦାନ କରିବା ଦ୍ୱାରା ଆମେ ଆମ ନିଜ ଘରର ମୂର୍ତ୍ତି ଅଥବା ମାତା ଲକ୍ଷ୍ମୀଙ୍କର ପ୍ରଭାବକୁ ଆଉ ଜଣକ ହାତକୁ ଦାନ କରିଥାଉ ।
- ଗଣେଶଙ୍କ ମୂର୍ତ୍ତୀ ଦାନ କରିବା ପାପ ହେଇଥାଏ ।
- ଏହାଦ୍ୱାରା କେବଳ ନେବା ବ୍ୟକ୍ତି ନୁହଁ ବରଂ ଦେବା ବ୍ୟକ୍ତି ବି କ୍ଷତିରେ ପଡିଥାଏ ।
- ଆଉ ତାଙ୍କ ଘରୁ ସବୁ ସକାରାତ୍ମକ ଶକ୍ତି ସମାପ୍ତ ହେଇ ଯାଇଥାଏ ।
- ଆହୁରି ମଧ୍ୟ ଲକ୍ଷ୍ମୀ-ଗଣେଶ ମୁଦ୍ରା କାହାକୁ ଉପହାର ସ୍ୱରୂପ କିମ୍ବା ଦାନ କରନ୍ତୁ ନାହିଁ।
ଧାରୁଆ ବସ୍ତୁ
- ଧାରୁଆ ବସ୍ତୁ ସମ୍ପର୍କରେ କଷ୍ଟ ଆଉ ପାଚେରୀ ଆଣିଥାଏ । ତେଣୁ ଧାରୁଆ ବସ୍ତୁ ଦେବାରୁ ବଞ୍ଚନ୍ତୁ |
- କୈଣସି ଧାରୁଆ ଜିନିଷ ଯେପରି କି ଛୁରି , ପନିଖି , କଟୁରି , କଇଛି ପରି ଜିନିଷ ଦାନ କରନ୍ତୁ ନାହିଁ ଏହି ସବୁ ଦିନିଷ ଦାନ କରିବା ଦ୍ୱାରା ଆପଣଙ୍କ ଘରେ ସବୁ ବେ୍ଳେ ଦୁଃଖ ଲାଗି ରହିଥାଏ ।

%20(1).jpg)
0 Comments
Do you have any doubts or suggestions? Ask them here in the comments!