ଏଭଳି ଲୋକ ଦାନ କଲେ କିଛି ଫଳ ମିଳେ ନାହିଁ !
ମଣିଷ ଜନ୍ମ ବହୁତ କ-ଷ୍ଟ କରି ମିଳିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ତେବେ ଏହି ଜୀବନକୁ ଅମୂଲ୍ୟ ବନେଇବା ମଣିଷର ବଡ କର୍ତ୍ତବ୍ୟ ହୋଇଥାଏ । କଣ ଆପଣ ଜାଣିଛନ୍ତି ଶାସ୍ତ୍ର ଅନୁଯ|ୟୀ କେତେ ୟୋ-ନି-ରେ ଜନ୍ମ ହେଲା ପରେ ମଣିଷ ଜନ୍ମ ମିଳିଥାଏ, ଏହି ଜନ୍ମରେ ଯିଏ ପୂଣ୍ୟ କରିଥାଏ ତାଙ୍କୁ ମୋ-କ୍ଷ୍ୟ ମିଳିଥାଏ ଅର୍ଥାତ ପରମା-ତ୍ମା ସହ ଆ-ତ୍ମା-ର ମିଳନ ହୋଇଥାଏ । ତେବେ ପରମା-ତ୍ମା ସହ ଆ-ତ୍ମାର ମିଳନ କେବଳ ସେତେବେଳେ ସମ୍ଭବ ଯେତେବେଳେ ମଣିଷ ନିଜ ଜୀବନରେ କିଛି ପା-ପ କରିନଥାଏ ।
ଆଉ କେବଳ ଅନ୍ୟ ପାଇଁ ନିଜ ଜୀବନ ବିଷୟରେ କିଛି ଚି-ନ୍ତା କରିନଥାଏ । ତେବେ ଶାସ୍ତ୍ର ଅନୁଯାୟୀ ଯିଏ ନି-ସ୍ଵା-ର୍ଥ ଭାବନାରେ କର୍ମ କରିଥାଏ ତାକୁ ଭଗବାନ ମିଳିଥାନ୍ତି । ଦାନ କରିବା ବହୁତ ଶୁଭ କାମ ହୋଇଥାଏ, ତେବେ ଦାନ କରୁଥିବା ବ୍ୟକ୍ତିକୁ ଦାତା କୁହା ଯାଇଥାଏ ଯାହା ବହୁତ ବଡ ଶବ୍ଦ ହୋଇଥାଏ ।
ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଯେତେ ଦାନ କଲେ ମଧ୍ୟ ମହାପା-ପୀ ହୋଇଥାନ୍ତି ଆଉ ତାଙ୍କ ଦାନ ସବୁ ବ୍ୟର୍ଥ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଏ ପୂଣ୍ୟ କରିଥାନ୍ତି ଆଉ କିଏ ଦାନ କରିକି ବି ମହାପାପୀ ହୋଇଥାନ୍ତି ।
1. ଅହଂକାର
- ଶାସ୍ତ୍ର ଅନୁଯାୟୀ କୁହାଯାଇଛି ଯେ ଭଗବାନ ସବୁ ଗ୍ରହଣ କରି ପାରିବେ ଅହଂକାର ନୁହେଁ |
- ତେବେ ଯେଉଁ ବ୍ୟକ୍ତି ନିଜ ମନରେ ଅହଂକାର ଭାବନା ନେଇ ଦାନ କରିଥାଏ ସେ କେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବେ ନାହିଁ |
- କିଛି ଦିନ ଭିତରେ ତାଙ୍କ ସବୁ କିଛି ସମାପ୍ତ ହୋଇଯିବ, ତେବେ ଯାହା କରିବେ ଅହଂକାର କରିବେ ନାହିଁ ।
2. ହିନ
- ଶାସ୍ତ୍ର ଅନୁଯୟୀ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଅନ୍ୟମାନଙ୍କୁ ନିଜ ଠାରୁ ହିନ ଭାବି ତାଙ୍କୁ କିଛି ଦାନ କରିଥାନ୍ତି ସେହି ଦାନର କିଛି ଅର୍ଥ ନଥାଏ ।
- ଏହି ଭଳି ଦାନର କିଛି ପୂଣ୍ୟ ନଥାଏ, ଏହି ଭଳି ବ୍ୟକ୍ତି ପା-ପୀ ହୋଇଥାନ୍ତି । ତେବେ କେବେ କାହାକୁ ନିଜ ଠାରୁ ହିନ ଭାବି କିଛି ବି କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଶୁଭକାରୀ ନୁହଁ ।
3. ମୂର୍ଖ, ଚୋରା ବା ଠକଙ୍କଠୁ ଦାନ ନେବା
ଶାସ୍ତ୍ର ଅନୁଯାୟୀ ଯେଉଁ ଲୋକ ଗରିବ ଲୋକଙ୍କ ଅଧିକାର ହଡପ କରି ତାଙ୍କ ଧନରେ ରାଜ କରିଥାନ୍ତି ସେହି ଭଳି ଲୋକଙ୍କ ହାତରୁ କରାଯାଇଥିବା ଦାନ କାହାର କଲ୍ୟାଣ କରି ନଥାଏ, ତେବେ ଏହି ଭଳି ଦାନର କିଛି ଅର୍ଥ ନଥାଏ ।
4. ଅଯୋଗ୍ୟ ବ୍ୟକ୍ତିଙ୍କୁ ଦାନ ଦେବା
- ଯେଉଁ ମାନେ ମୂର୍ଖ, ଚୋରା ବା ଠକ ପ୍ରକୃତିର ହୋଇଥିବେ ସେମାନଙ୍କୁ ଦାନ କରିବା ଅନୁଚିତ ।
- ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଦାତାକୁ ଏହା ମଧ୍ୟ ଦେଖିବା ଉଚିତ ଯେ ଦାନ ପାଉଥିବା ବ୍ୟକ୍ତି ଭଲ ନା ଖରାପ କାହିଁକି ନା ଅଯୋଗ୍ୟ ବ୍ୟକ୍ତିଙ୍କୁ ଦାନ କଲେ ଆପଣଙ୍କୁ ପାପ ଲାଗିଥାଏ ।
- ଯଦି ଆପଣ ଜଣେ ମ-ଦୁ-ଆ, ଜୁ-ଆ-ଡ଼ି-କୁ ଦାନ କରିବେ ତେବେ ସେ ମ-ଦ ପିବ ନଚେତ ଜୁ-ଆ ଖେଳିବ ଯାହା ପରେ ତାକୁତ ପା-ପ ଲାଗିବ କିନ୍ତୁ ସେହି ପା-ପର ଭାଗିଦାର ଆପଣ ମଧ୍ୟ ହୋଇବେ ।
5. ପାଇବା ଆଶାରେ ଦାନ କରିଥାନ୍ତି
- ଯଦି ଆମେ କିଛି ପାଇବା ଆଶାରେ ଦାନ କରିଥାନ୍ତି ତେବେ ତାହା ବ୍ୟାପାର ହୋଇଯାଏ ଓ ସେଥିରୁ କିଛି ଲାଭ ମିଳିନଥାଏ |
- ଗାଈକୁ ମହା ଦାନ ବୋଲି ଉଲ୍ଲେଖ ରହିଛି । କୌଣସି ବ୍ୟକ୍ତିଙ୍କୁ ଗାଈ, ଭୂମି, ତେଲ, ସ୍ଵର୍ଣ, ଘିଅ ବସ୍ତ୍ର, ଗୁଡ଼ ଆଦି ଦାନ କରିବାକୁ ମହାନ ଦାନ କୁହାଯାଏ ।
- କୌଣସି ବ୍ୟକ୍ତିଙ୍କୁ ବିନା କୌଣସି ସ୍ୱାର୍ଥରେ ଦାନ କରିବା ଉଚିତ। ଯଦି ଦାନ ପଛରେ କୌଣସି ସ୍ୱାର୍ଥ ବା ପାଇବାର ଆଶା ରହିଥାଏ ତେବେ ଏହି ଦାନର କିଛି ମହତ୍ତ୍ୱ ନଥାଏ ।
6. ଧନ ସଞ୍ଚୟ କରି ରଖିଛନ୍ତି
- ଯଦି ଆପଣ କିଛି ଧନ ସଞ୍ଚୟ କରି ରଖିଛନ୍ତି ତେବେ ତାଙ୍କୁ ଦାନ କରନ୍ତୁ ନାହିଁ। ଦାନ କରିବା ସମୟରେ ଆପଣଙ୍କର ମନ ନିର୍ମଳ ରହିବା ଉଚିତ ।
- ମନରେ କୌଣସି ଦ୍ଵନ୍ଦ, ଦେଶ ଭାବନାକୁ ନେଇ ଦାନ କରିଲେ ଏହା ଶୁଭ ଫଳ ମିଳିନଥାଏ ।
7. ଡ଼ରରେ କୌଣସି ଜିନିଷ ଦାନ କରୁଛନ୍ତି
ଯେକୌଣସି ଡ଼ରରେ କୌଣସି ଜିନିଷ ଦାନ କରୁଛନ୍ତି ତେବେ ଦାନର ମହତ୍ତ୍ୱ କିଛି ରହି ନଥାଏ । ଏହା ଦାନର ମହାନତା ନୁହେଁ ।
8. ଅନ୍ୟ କାହାରି ଧନ ଦାନ ବା କରଜ ନେଇ ଦାନ
- ଆପଣ ଦାନରେ ସର୍ବଦା ଧନ ସମ୍ପତ୍ତି ଏବଂ ଦ୍ରବ୍ୟ ଦାନ କରିବେ ।
- ଆପଣ ଯଦି ଅନ୍ୟ କାହାରି ଧନକୁ ନିଜ ପାଖରେ ରଖିଛନ୍ତି ତେବେ ଏହାକୁ କଦାପି ଦାନ କରନ୍ତୁ ନାହିଁ।
- କୌଣସି ବ୍ୟକ୍ତିଙ୍କୁ କେବେ ହେଲେ କରଜ ନେଇ ଦାନ କରିବା ଉଚିତ ନୁହେଁ । ଏହା ଶାସ୍ତ୍ରରେ ଉଲ୍ଲେଖ ନାହିଁ ।

.jpg)
0 Comments
Do you have any doubts or suggestions? Ask them here in the comments!