ଭେଣ୍ଡି ଖାଇବା ପରେ ଭୁଲରେ ବି ଏହି ଜିନିଷ ଖାଆନ୍ତୁ ନାହିଁ
ଆପଣ ମାନେ ଜାଣି ଥିବେ ଆମକୁ ହେଲ୍ଦି ରହିବା ପାଇଁ ଡକ୍ତର ବହୁତ ପରିମାଣ ରେ ଗ୍ରୀନ ଭେଜିଟେବୁଲ ଖାଇବା ପାଇଁ କହିଥାନ୍ତି । ସେହି ମଧ୍ୟରୁ ଭେଣ୍ଡି ବହୁତ ମହତ୍ୱ ପୂର୍ଣ୍ଣ ହୋଇଥାଏ । ଆପଣ ମାନଙ୍କୁ ସେହି ସବୁ ଜିନିଷ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବୁ ଯାହାକୁ ଭେଣ୍ଡି ଖାଇବା ପରେ କେବେ ବି ଖାଇବାର ନାହିଁ ।
ତେବେ ଆସନ୍ତୁ ଜାଣିବା
ତେବେ ଭେଣ୍ଡି ଖାଇବା ପରେ ଦୁଇଟି ଏପରି କିଛି ଜିନିଷ ଅଛି ଯାହାକୁ ଖାଇବା ଆମ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ଅଟେ । ତେବେ ଆସନ୍ତୁ ଭେଣ୍ଡି ଖାଇବା ଦ୍ୱାରା କଣ ଲାଭ ମିଳିଥାଏ ଏବଂ ଭେଣ୍ଡି ଖାଇବା ପରେ କେଉଁ ଜିନିଷ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ଚାଲନ୍ତୁ ଜାଣିନେବା ।
ସେହି ଦୁଇଟି ଜିନିଷ ହେଉଛି କଲରା ଏବଂ ମୂଳା
- ଭେଣ୍ଡିର ସେବନ କରିବା ପରେ ଆପଣ ମାନେ କଲରା ର ସେବନ କରନ୍ତୁ ନାହିଁ । କାରଣ ଏହା ଦୁଇଟି ଏକା ସଂଙ୍ଗେ ଖାଇବା ପରେ ଆମ ଶରୀର ରେ ଏହା ବିଷ ହୋଇଥାଏ । ତେବେ ଏହା ଦ୍ୱାରା ଆପଣ ମାନଙ୍କ ଦେହ ସଂମ୍ପର୍ଣ୍ଣ ଭାବେ ଖରାପ୍ ହୋଇପାରେ । ତଥା ଆପଣ ମାନଙ୍କ ମୃତ୍ୟୁ ବି ହୋଇପାରେ ।
- ମୂଳା ଖାଇବା ଦ୍ୱାରା ଶରୀର ରେ ଧଳା ଦାଗ ହୋଇଯାଇଥାଏ । ଆପଣ ମାନେ ଭେଣ୍ଡି ର ସେବନ କରି କେବେ ବି ମୂଳା ର ସେବନ କରିବାର ନାହିଁ । ଏହା ଗୋଟିଏ ପ୍ରକାରର ଇନଫେକ୍ସନର ରୂପ ଆପଣ ମାନଙ୍କ ପାଇଁ ହୋଇଥାଏ । ପରେ ସେମାନଙ୍କ ଚେହେରା ରେ ବହୁତ ଭୟଙ୍କର ଭାବେ ଦାଗ ଦେଖିବା ପାଇଁ ମିଳେ । ଅର୍ଥାତ୍ ଆପଣ ମାନଙ୍କୁ ଏହା ଦ୍ୱାରା ସ୍କିନ୍ ଡିଜିଜ୍ ବି ହୋଇ ପାରେ ।

.jpg)
0 Comments
Do you have any doubts or suggestions? Ask them here in the comments!