ଶୀତଦିନେ ପାଦର ଯତ୍ନ ଲାଗି ଘରେ ତିଆରି କରନ୍ତୁ ସ୍କ୍ରବ୍‌

ଶୀତଦିନେ ପାଦର ଯତ୍ନ ଲାଗି ଘରେ ତିଆରି କରନ୍ତୁ ସ୍କ୍ରବ୍‌

ପାଦ ଫାଟିବା ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଏକ ସାଧାରଣ ରୋଗ ।ଏହା ସାଧାରଣତଃ ଶୀତ ଦିନେ ହୋଇଥାଏ  କିନ୍ତୁ କିଛି ଲୋକଙ୍କର ସବୁ ଋତୁରେ ହୋଇଥାଏ। ପାଦର ଯତ୍ନ ପାଇଂ ଘରୋଇ ଉପଚାର |

1. ଭେସଲିନ ଜେଲି, କର୍ପୂର ଓ ଘିଆକୁଆଁରୀ ଜେଲ୍

ପ୍ରସ୍ତୁତ କରିବା ଓ ଉପଯୋଗ କରିବା ବିଧି –

  1. ଏଥିପାଇଁ ଆପଣଙ୍କୁ ସବୁଠାରୁ ପ୍ରଥମେ ଟିକିଏ କର୍ପୂର ନିଅନ୍ତୁ, ଗୁଣ୍ଡ କରି ଦିଅନ୍ତୁ ଏବଂ ପରେ ଗୋଟିଏ ଚାମୁଚ ଭେସଲିନ ପେଟ୍ରୋଲିୟମ ଜେଲି ନେଇ ଏହାକୁ ମିଶାଇ ଦିଅନ୍ତୁ । ଏହା ସହିତ ଏଥିରେ ଗୋଟିଏ ଚାମୁଚ ଏଲୋବେରା ଜେଲ୍ ମଧ୍ୟ ମିଶାଇ ଦିଅନ୍ତୁ ।
  2. କୌଣସି ଗୋଟିଏ ଛୋଟ ଥାଳିରେ ଟିକିଏ ପାଣି ନେଇ ସେଥିରେ ୨ ଚାମୁଚ ଲୁଣ ଓ ଗୋଟିଏ ଲେମ୍ବୁ ପାଣିରେ ଚିପୁଡ଼ି ଦିଅନ୍ତୁ ଏବଂ ପରେ ଏହାକୁ ନିଜ ପାଦରେ ୧୫ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ ।
  3. ପାଣିରୁ ପାଦ ବାହାରକୁ ବାହାର କରିବା ପରେ ତାହାକୁ ଭଲ ଭାବରେ ପୋଛି ଦିଅନ୍ତୁ ଏବଂ ଉପରେ କୁହାଯାଇଥିବା ଲେପକୁ ଫାଟିଥିବା ଗୋଇଠିରେ ଭଲ ଭାବରେ ଲଗାଇ ଦିଅନ୍ତୁ । ପରେ ମୋଜା ପିନ୍ଧନ୍ତୁ ଓ ରାତିସାରା ପିନ୍ଧି ରହନ୍ତୁ । ବନ୍ଧୁଗଣ ଏହି ଉପାୟକୁ ଆପଣ ଶୋଇବା ପୂର୍ବରୁ ପ୍ରୟୋଗ କରନ୍ତୁ । ଏହା ସବୁଠାରୁ ଅଧିକ ପ୍ରଭାବକାରୀ ଉପାୟ ଅଟେ ।

2. ଝୁଣା

ଶଳା ଝୁଣାକୁ ଗୁଣ୍ଡ କରି ଘିଅ ସହ ମିଶାଇ ଫାଟିଥିବା ଜାଗାରେ ୫-୧୦ ମରାନ୍ତୁ । ଦିନକୁ ୨-୩ ଥର ଏମିତି କଲେ ପଢା ଫଟା ପାଇଁ ଭଲ କାମ ଦିଏ ।

3. ଆମ୍ବ ପତ୍ର

କିଛି ଆମ୍ବ ପତ୍ରକୁ ବାଟି ରସ ସଂଗ୍ରହ କରନ୍ତୁ | ଶୋଇବା ପୂର୍ବରୁ ଏହି ରସକୁ ପାଦ ଫାଟି ଥିବା ଜାଗାରେ ମାଲିସ କରି ଆମ୍ବ ପତ୍ରକୁ ପଟି କରି ତାଉପରେ ବାନ୍ଧି ଦିଅନ୍ତୁ | ସକାଳୁ ଏହାକୁ ବାହାର କରି ଟିକେ ଗରମ ପାଣିରେ ଧୋଇ ଦିଅନ୍ତୁ |

4. ଅଣ୍ଡା କେଶର

ଗୋଟେ ଅଣ୍ଡା ନେଇ ସେଇଥିରୁ ଅଣ୍ଡା କେଶରକୁ ଅଲଗା କରନ୍ତୁ |କେଶରକୁ ଟିକେ ଫେଣ୍ଟି ଫାଟିଥିବା ଜାଗାରେ ମାଲିସ କରନ୍ତୁ |୫ ମିନଟପରେ ଲେମ୍ବୁ ଚୋପରେ କିଛିଇ ଲୁଣ ଲଗାଇ ଏଥିରେ ମାଲିସ କରନ୍ତୁ |କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ |

5. ଭିନେଗାର

ଭିନେଗାରରେ କିଛି ଦହି ମିଶାଇ ପାଦ ଫାଟିଥିବା ଜାଗାରେ ମାଲିସ କରନ୍ତୁ |୧୦ ମିନଟ ପରେ ଧୋଇ ଦିଅନ୍ତୁ |ଏହା ପାଦଫଟା କୁ ଦୂର କରିବା ସହ ପାଦକୁ ନରମ ରଖେ |

6. ବେକିଂଗ ସୋଢା ଏବଂ ସେଓ ରସ

ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଗୋଟିଏ କପ ସେଓ ରସ ମିଶାଇ ପଦାକୁ ଡୁବାଇ ରଖନ୍ତୁ |୧୫ ମିନଟ ପରେ ପଦାକୁ ବାହାରକରି ଗୋଟିଏ ଶୁଖିଲା ଟାୟେଲରେ ଭଲଭାବେ ପୋଛି ଦିଅନ୍ତୁ | ୧୫ ମିନଟ ପରେ ପୁଣିଥରେ ପତ୍ରରେ ପାଣିନେଇ ୪-୫ ଚାମଚ ବେକିଙ୍ଗ ସୋଢା ମିଶାଇ ୫ ମିନଟ ପାଇଁ ଡୁବାଇ ରଖନ୍ତୁ |ତାପରେ ବାହାରକରି  ପଢାକୁ ଭଲଭାବେ ପୋଛି ଦିଅନ୍ତୁ |ଏହା ଆପଣଙ୍କ ପଦାକୁ ପଦଫଟା, ଜୀବାଣୁ ଏବଂ କଣନଖାରୁ ଉପଶମ ଦେବ|

7. କୋଲଗେଟ୍ ପେଷ୍ଟ

ପ୍ରଥମେ ଏକ ପାତ୍ର ନିଅ ଏବଂ ସେଥିରେ ଅଧା ଚାମଚ କୋଲଗେଟ୍ ରଖ | ଏହା ପରେ, ଏଥିରେ 1 ଇଭିଏମ୍ କ୍ୟାପସୁଲ୍ ରଖନ୍ତୁ ଏବଂ ତା’ପରେ ଏହି ଦୁଇଟିକୁ ଭଲ ଭାବରେ ମିଶାନ୍ତୁ | ଏହିପରି, ଆପଣଙ୍କର ଗୋଟିଏ ପେଷ୍ଟ ପ୍ରସ୍ତୁତ | ବର୍ତ୍ତମାନ ଆପଣଙ୍କୁ ଏହି ପେଷ୍ଟକୁ ପ୍ରତିଦିନ ଶୋଇବା ପୂର୍ବରୁ ଛିଣ୍ଡାଯାଇଥିବା ଗୋଡରେ ଲଗାଇବାକୁ ପଡିବ ଏବଂ ସକାଳେ ଉଠିବା ପରେ ପାଦକୁ ବିଶୁଦ୍ଧ ପାଣିରେ ଧୋଇ ଦିଅନ୍ତୁ | ନିୟମିତ ଏହା କରିବା ଦ୍ଵାରା ଆପଣଙ୍କ ଗୋଡ ଛିଣ୍ଡିବନି |

ପାଦ ଯନ୍ତ୍ରଣା

  1. କିଛି ଲେମ୍ବୁ ରସକୁ ପାଣିରେ ମିଶାଇ ୧୦-୧୫ ମିନଟ ପାଇଁ ପଦାକୁ ଡୁବାଇ ରଖନ୍ତୁ |ଏହା ପଦରୁ ଜୀବାଣୁ ଦୁରକରେ |
  2. କିଛି ଲୁଣ କୁ ପାଣିରେ ମିଶାଇ ସେଥିରେ ପଦାକୁ ୧୦ ମିନଟ ପାଇଁ ଡୁବାଇ ରଖନ୍ତୁ |ଏହା ପଦରୁ ଯନ୍ତ୍ରଣା ଏବଂ ପାଦ ଜଳା  ଦୂର କରେ |

Post a Comment

0 Comments