ନଫୁସକତା ଦୂର କରିଥାଏ ଅଳେଇଚ

ନଫୁସକତା ଦୂର କରିଥାଏ ଅଳେଇଚ


ଆଜିକା ସମୟରେ ଲୋକେ ନିଜର କିଛି ଖରାପ ଅଭ୍ୟାସକୁ ନେଇ ଓ ଖରାପ ଖାଦ୍ୟପେୟକୁ ନେଇ ନାନା ଶାରୀରିକ କମଜୋରୀର ଶିକାର ହେଇଥାନ୍ତି I ଶାରୀରିକ କମଜୋରୀରେ ଲୋକଙ୍କର ଶରୀର ଦୂର୍ବଳ ହେଇଯାଇଥାଏ I ଯାହା ଦ୍ୱାରା ନିଜ ପାର୍ଟନରଙ୍କ ସହ ଶାରୀରିକ ସମ୍ବନ୍ଧ ରଖିପାରନ୍ତି ନାହିଁ I

କିଛି ଲୋକେ ଅଧିକ ସମୟ ଶାରୀରିକ ସମ୍ବନ୍ଧ ରଖିବାକୁ ଔଷଧ ମଧ୍ୟ ସେବନ କରିଥାନ୍ତି I କିନ୍ତୁ ଏହି ଔଷଧ ସେବନ ଦ୍ୱାରା ମାତ୍ର କିଛି ସମୟ ପାଁଇ ଶାରୀରିକ କ୍ଷମତା ବୃଦ୍ଧି ପାଇଥାଏ I ତେଣୁ କିଛି ଏପରି ଘରୋଇ ଉପାୟ ବିଷୟ ରେ କହିବାକୁ ଯାଉଛୁ ଯାହାର ବ୍ୟବହାର ରେ ଶାରୀରିକ ଶକ୍ତି ସର୍ବଦା ବୃଦ୍ଧି ପାଇଥାଏ I

  1. ଏହି ସବୁଜ ଅଳେଇଚ ପୁରୁଷଙ୍କର ଶୂକ୍ରାଣୁ ବୃଦ୍ଧି କରିଥାଏ I ପୁରୁଷଙ୍କର ଶାରୀରିକ ଶକ୍ତି ବୃଦ୍ଧି କରିଥାଏ I
  2. ଯଦି ଆପଣ ଶାରୀରିକ କମଜୋରୀ ଦୂର କରିବାକୁ ଚାହୁଁଛନ୍ତି ତେବେ ରାତିରେ ଏକ ଗ୍ଲାସ କ୍ଷୀରରେ 3 ଗୋଟି ସବୁଜ ଅଳେଇଚ ଖାଇପାରିବେ I ଏହା ଦ୍ୱାରା ଶରୀର ରେ କ୍ୟାଲସିୟମ ମଧ୍ୟ ବୃଦ୍ଧି ହେଇଥାଏ I ପ୍ରତ୍ୟହ ଅଳେଇଚ ଖାଇଲେ ପୁରୁଷମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।
  3. ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ ଅତି କମରେ 2 ଟି ଅଳେଇଚ ଖାଇବା ଉଚିତ୍। ନିୟମିତ ଭାବେ ଅଳେଇଚ ଖାଇ ପୁରୁଷମାନଙ୍କ ମଧ୍ୟରେ ଶକ୍ତିହୀନତା ଦୂର ହୁଏ।କାରଣ ଅଳେଇଚ ଯୌନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଆପଣ ଏହାକୁ ପାଣି କିମ୍ବା କ୍ଷୀର ସହିତ ନେଇପାରିବେ।

ନଫୁସକତା

  1. ଶୋଇବା ଆଗରୁ ରାତିରେ ଅଳେଇଚ ସେବନ କରିଲେ ପୁରୁଷମାନଙ୍କର ନପୁଂସକତା ଧୀରେ ଧୀରେ ହ୍ରାସ ପାଇଥାଏ। ଏହାକୁ ଗରମ ପାଣି ବା ଦୁଧ ସହିତ ପିଇଲେ ଭଲ। 
  2. ଆପଣଙ୍କ ନପୁଂସକତା ଦୂର କରିବା ପାଇଁ ଆପଣ ପ୍ରାୟ ୧୦୦-୧୫୦ ଗ୍ରାମ ଅଳେଇଚ ଗୁଣ୍ଡ କରି ତାକୁ ସକାଳୁ ତଥା ସନ୍ଧ୍ୟାରେ ୫-୧୦ ଗ୍ରାମ କ୍ଷୀରରେ ଗୋଳେଇ ପିଅନ୍ତୁ ଯାହାଦ୍ୱାରା କି ଆପଣଙ୍କ ନପୁଂସକତା ଦୂର ହେଇଯିବ।
  3. ଅଳେଇଚ ମଞ୍ଜି ଚୂର୍ଣ୍ଣ ଓ ଶ୍ୱେତ ମୁଶଳୀ ଚୂର୍ଣ୍ଣକୁ ମିଶ୍ରୀ ଚୂର୍ଣ୍ଣରେ ମିଶାଇ ସେଥିରୁ ୨-୩ ଗ୍ରାମ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ନିୟମିତ ସେବନ କଲେ ବିଶେଷ ଲାଭ ମିଳିଥାଏ । 
  4. ଅଳେଇଚ ଏପରି ଟନିକର କାମ କରିଥାଏ ଯାହା କାମୋତ୍ତେଜନାକୁ ବଢାଇଥାଏ । ଅଳେଇଚ ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ପୁରୁଷଙ୍କ ନପୁଂସକତା ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାକୁ ଖାଇବା ପାଇଁ କ୍ଷୀରରେ ଇଲାଇଚି ପକାଇ ଫୁଟାନ୍ତୁ, ସଠିକ୍ ଫୁଟିବା ପରେ ଏଥିରେ କିଛି ମହୁ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ସମୟରେ ଏହାକୁ ଖାଆନ୍ତୁ ।

Post a Comment

0 Comments