କରୋନାର ତୃତୀୟ ଲହରରୁ ନିଜ ପିଲାଙ୍କୁ କେମିତି ବଞ୍ଚେଇବେ
କ-ରୋ-ନା ପୁରା ଭାରତ ବର୍ଷରେ ବିକରାଳ ରୂପ ନେଇଛି ବର୍ତ୍ତମାନ ଲୋକଙ୍କ ସଂ-କ୍ର-ମ-ଣ ସଂଖ୍ୟା ଦିନକୁ ଦିନ ବଢି ବଢି ଯାଉଛି । ତେବେ ଛୁଆଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଉପରେ ବିଶେଷ ଧ୍ୟାନ ଦବା ଆବଶ୍ୟକ ହୋଇଯାଇଛି । ତେବେ କେବଳ ଦ୍ଵିତୀୟ ଲହର ଦୁଇ ମାସ ପରେ ଆମେରିକାରେ ତୃତୀୟ ଲହର ଆସିଥିଲା । କୁହାଯାଉଛି ଯେ ତାଠାରୁ ବି ଖରାପ ଅବସ୍ଥା ଭାରତର ହବାକୁ ଯାଉଛି ତେବେ ତୃତୀୟ ଲହର କେତେ ଭ-ୟ-ଙ୍କର ହବ ଏହାର ଭାବନା ମଧ୍ୟ କେହି କରି ପାରୁ ନାହାନ୍ତି ।
କରୋନା ସାରା ଦେଶରେ କାୟା ବିସ୍ତାର କରୁଛି । ବିଶେଷ କରି ଏହି ମହାମାରୀ ସମୟଟି ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ଛୋଟ ପିଲାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟରେ ନିଜର ଇମ୍ୟୁନିଟି ବଢାଇବା ଅତ୍ୟନ୍ତ ଆବଶ୍ୟକ । ସୁସ୍ଥ ଓ ସହଜ ଜୀବନଶୈଳୀ ନିମନ୍ତେ ପ୍ରତ୍ୟେକଙ୍କର ରୋଗପ୍ରତିରୋଧକ ଶକ୍ତି ଭଲ ରହିବା ଆବଶ୍ୟକ । ମା’ ମାନେ ପିଲାଙ୍କ ଶକ୍ତି ବଢାଇବା ନିମନ୍ତେ ଏବେଠାରୁ କେତୋଟି ନିୟମ ପାଳନ କରିବା ଉଚିତ୍ ।
- ତେବେ ଏମିତିକା ସ୍ଥିତିରେ ଛୁଆଙ୍କ ପ୍ରତି ମା ବାପାଙ୍କୁ ସଜାଗ ରହିବା ବହୁତ ଆବଶ୍ୟକ ରହିଛି । ଡକ୍ଟର ମାନଙ୍କ କହିବା ଅନୁଯାଇ ମା ବାପାଙ୍କୁ ନିଜ ଛୁଆଙ୍କୁ ଭରପୁର ପୋଷଣ ଖାଦ୍ଯ ଖାଇବାକୁ ଦବା ଉଚିତ କାହିଁକିନା ସ୍ଵସ୍ଥ ଛୁଆଙ୍କ ଉପରେ କ-ରୋ-ନା ସଂ-କ୍ର-ମ-ଣ କିଛି କାମ ଦେଇନଥାଏ ଆଉ ହେଲେ ମଧ୍ୟ କିଛି ବିଶେଷ ହାନି କରିନଥାଏ |
- କିନ୍ତୁ ଯେଉଁ ପିଲାଙ୍କ ଜଙ୍କ ଫୁଡ ଖାଇବାର ଅଭ୍ଯାସ ଅଛି ବା ଛୁଆ କୁପୋସନ ଶି-କା-ର ଅଛନ୍ତି ତାଙ୍କ ପାଇଁ କ-ରୋ-ନା ବହୁତ ଘାତକ ସିଦ୍ଧ ହୋଇପାରେ ।
- ମା ବାପା ଛୁଆଙ୍କ ପାଇଁ ବହୁତ ଚିନ୍ତିତ ହୋଇଥାନ୍ତି ତେବେ କିଛି ବି ହେଲେ ଛୁଆଙ୍କୁ ନେଇ ଡକ୍ଟର ପାଖକୁ ପହଞ୍ଚି ଯାଉଛନ୍ତି ଯାହା ସମୟ ପାଇଁ ଭଲ ନାହିଁ କାହିଁକିନା ଆପଣ ନିଜ ଛୁଆଙ୍କୁ ବାହାର ଦୁନିଆରୁ ଯେତେ ବଞ୍ଚାଇ ରଖିବେ ଆପଣଙ୍କ ପାଇଁ ସେତେ ଭଲ ହବ ଯଦି ଆପଣଙ୍କୁ ଛୁଆଙ୍କ ଭିତରେ କୌଣସି ପ୍ରକାର ଲକ୍ଷଣ ଦେଖା ଯାଉଛି ତେବେ ଆପଣଙ୍କୁ ଟେଲି କଂସଲ୍ତେଂସୀ ଦ୍ଵାରା ଡକ୍ଟରକୁ ଛୁଆଙ୍କ ସବୁ ଲକ୍ଷଣ ବିଷୟରେ କହିବା ଉଚିତ ଡକ୍ଟର ସେହି ଅନୁଯାଇ ଆପଣଙ୍କୁ ଉପାୟ କହିବେ ଯଦି ଆପଣଙ୍କ ଡକ୍ଟର ଛୁଆକୁ ହସ୍ପିଟଲରେ ଏଡମିଟ କରିବାକୁ କହୁଛନ୍ତି ତେବେ ନିଜ ଛୁଆଙ୍କୁ ଆଣନ୍ତୁ ନଚେତ ଛୁଆଙ୍କର ଘରେ ଧ୍ୟାନ ରଖନ୍ତୁ ସେଇଟା ସବୁଠାରୁ ଭଲ ହୋଇଥାଏ ।
- ତେବେ ଡକ୍ଟର ମାନଙ୍କ କହିବା ଅନୁଯାଇ କିଛି ଛୁଆଙ୍କ କ-ରୋ-ନା ସଋ ଆସିଲା ବେଳେ ଇନଫ୍ଲାମେସନ ସମସ୍ୟା ହୋଇଥାଏ ଯାହା ଦ୍ଵାରା ଛୁଆଙ୍କ ଜିଭ, ପାଟି, ଆଖି ସବୁ ନାଲି ପଡିଥାଏ ଆଉ ଛୁଆକୁ ନିଶ୍ଵାସ ନବାରେ ବହୁତ ଅସୁବିଧା ହୋଇଥାଏ ତେବେ ଆପଣଙ୍କୁ ଏହି ସମୟରେ ଛୁଆଙ୍କୁ ଆଇସିୟୁରେ ଏଡମିଟ କରିବା ଆବଶ୍ୟକ ନଚେତ ବହୁତ ଗମ୍ଭୀର ସମସ୍ୟା ହୋଇପାରେ । ତେବେ ନିଜ ଇଛା ଅନୁଯାଇ କାମ କରନ୍ତୁ ନାହିଁ ଛୁଆଙ୍କ ଜୀବନ କଥା ସେଥିପାଇଁ ଡକ୍ଟର କଥା ମାନିକି ଚାଲନ୍ତୁ ଆପଣଙ୍କ ପାଇଁ ଭଲ ରହିବ ।
ଶିଶୁମାନଙ୍କ ଶରୀରରେ ଦେଖାଦେଉଥିବା କରୋନା ଲକ୍ଷଣ-
ଡାକ୍ତରମାନଙ୍କ କହିବା ଅନୁଯାୟୀ, ଶିଶୁମାନଙ୍କ ଦେହରେ କରୋନାର ଅଜବ ଲକ୍ଷଣ ଦେଖା ଦେଉଛି। ବହୁ ଶିଶୁଙ୍କ ଶରୀରରେ ତ୍ଵଚା ସମ୍ବନ୍ଧିତ ରୋଗ ହେଉଛି।
- ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁ ପିଲାମାନେ କରୋନା ସଂକ୍ରମିତ ସେମାନଙ୍କୁ ହାଲକା ଜ୍ଵର, ଥଣ୍ଡା, କାଶ, ଥକ୍କା ଲାଗିବା, ନିଃଶ୍ଵାସ ନେବାରେ ଅସୁବିଧା ହେବା, ସ୍ଵାଦ ହରାଇବା, ମାଂଶପେଶୀ ପୀଡା ହେବା, ଭଳି ଲକ୍ଷଣ ଦେଖାଦେଉଛି।
- କିଛି ପିଲାମାନଙ୍କର ପେଟ ସମସ୍ୟା ଦେଖାଦେଉଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପିଲାମାନଙ୍କ ଶରୀରରେ ମଲ୍ଟି ଇମ୍ପ୍ଲିମେଣ୍ଟାରୀ ସିଣ୍ଡ୍ରମ ନାମକ ଏକ ନୂଆ ସିଣ୍ଡ୍ରମ ଦେଖିବାକୁ ମିଳୁଛି। ଏହା ଦ୍ଵାରା ଶିଶୁମାନଙ୍କ ଶରୀରରେ ତ୍ଵଚା ସମସ୍ୟା, ପେଟ ସମସ୍ୟା, ବାନ୍ତି ହେବା, ହୃଦ ସ୍ପନ୍ଦନ ବଢିବା, ଆଖି ନାଲି ପଡିବା, ଓଠ ଶୁଖିଯିବା, ମୁଣ୍ଡ ବ୍ୟଥା ଭଳି ଲକ୍ଷଣ ଦେଖାଯାଉଛି।
ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବଢାଇବାର ଉପାୟ ବା ତୃତୀୟ ଲହରରୁ କେମିତି ପିଲାଙ୍କୁ ବଞ୍ଚାଇବେ :-
କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ପିଲାଙ୍କର ଇମ୍ୟୁନିଟି ମଜବୁତ ହେବା ବହୁତ ଜରୁରୀ । ଯଦି ଶରୀରର ଇମୁ୍ୟୃନିଟ୍ ଦୃଢ଼ ହୁଏ ତେବେ ରୋଗ ହେବନି ।
- ଦୈନିକ ଅଳ୍ପ ସମୟ ହେଉ ପଛେ, ପିଲାଙ୍କ ସହ ଖେଳନ୍ତୁ । ବ୍ୟାୟାମ ଓ ଯୋଗର ଉପଯୋଗିତା ବୁଝାଇବା ସହ ୫-୭ ମିନିଟ୍ ପିଲାଙ୍କ ସହ ମିଶି ଆପଣ ମଧ୍ୟ ଯୋଗ କରିବା ଉଚିତ୍ । ଏହା ଦ୍ୱାରା ସେମାନଙ୍କର ଆଗ୍ରହ ବଢ଼ିଥାଏ ।
– ଏଥିପାଇଁ ଆପଣ ପିଲାଙ୍କୁ ମଲ୍ଟି ଭିଟାମିନ ଖାଇବାକୁ ଦିଅନ୍ତୁ ।
- ଘର ତିଆରି ଖାଦ୍ୟ ପିଲାଙ୍କୁ ନିୟମିତ ଖାଇବାକୁ ଦିଅନ୍ତୁ । ବାହାର ରେସ୍ତୋରାଁ ଖାଦ୍ୟ ପାଟି ସୁଆଦ ଲାଗିଲେ ମଧ୍ୟ ସେସବୁ ସ୍ୱାସ୍ଥ୍ୟ ନିମନ୍ତେ ହିତକାରୀ ନୁହେଁ । ମାସକୁ ଥରୁଟିଏ ସେମାନଙ୍କୁ ଫାଷ୍ଟଫୁଡ, ନୁଡୁଲ୍ସ, ମୋମୋ ଇତ୍ୟାଦି ଦେଇପାରନ୍ତି ।
– ପିଲାଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଖୁଆନ୍ତୁ । ଫଳ, ପରିବା ଓ ଫ୍ରୁଟ୍ ଜୁସ୍ ଭରପୁର ଖୁଆନ୍ତୁ ।
- ପାଣି ପିଇବା ଦ୍ୱାରା ଶରୀରରେ ହେଉଥିବା ଉତ୍ତମ ପରିବର୍ତ୍ତନ ସମ୍ପର୍କରେ ସେମାନଙ୍କୁ ବୁଝାନ୍ତୁ । ପ୍ରତି ୧ ଘଣ୍ଟାରେ ଥରେ ପିଲାଙ୍କୁ ପାଣି ପିଇବାକୁ ମନେପକାଇ ଦେବା ଉଚିତ୍ ।
– ଗରମ ବେଳେ ପିଲାଙ୍କୁ ଲେମ୍ବୁ ପାଣି, ଫ୍ରୁଟ୍ ଜୁସ୍ ଆଦି ପିଇବାକୁ ଦିଅନ୍ତୁ ।
- ପିଲାମାନେ ଦୈନିକ ୯ ଘଣ୍ଟା ଶୋଇବା ଜରୁରୀ । ଏହା ସେମାନଙ୍କ ମସ୍ତିଷ୍କକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ ।
– ପିଲାଙ୍କୁ କିଛି ସମୟ ପାଇଁ ଖରାରେ ବସିବାକୁ କୁହନ୍ତୁ । ତାଙ୍କ ଖାଦ୍ୟରେ ଅଣ୍ଡା ଜରୁର ସାମିଲ କରନ୍ତୁ ।
– ପିଲାଙ୍କ ଖାଇବା ପିଇବା ଯଦି ଠିକ୍ ରହେ ତାଙ୍କୁ ରୋଗ ହେବା ଆଶଙ୍କା କମିଯିବ ।
– ଏହାଛଡ଼ା ସାମାଜିକ ଦୂରତା, ମାସ୍କ ଲଗାଇବା, ସାନିଟାଇଜ ଉପରେ ଗୁରୁତ୍ୱ ଦିଅନ୍ତୁ ।
ଧନ୍ୟବାଦ
– ପିଲାଙ୍କ ଖାଇବା ପିଇବା ଯଦି ଠିକ୍ ରହେ ତାଙ୍କୁ ରୋଗ ହେବା ଆଶଙ୍କା କମିଯିବ ।
– ଏହାଛଡ଼ା ସାମାଜିକ ଦୂରତା, ମାସ୍କ ଲଗାଇବା, ସାନିଟାଇଜ ଉପରେ ଗୁରୁତ୍ୱ ଦିଅନ୍ତୁ ।


0 Comments
Do you have any doubts or suggestions? Ask them here in the comments!