ଭଗବାନ ଶିବଙ୍କ କୃପା ଲାଭ ପାଇଁ ଶ୍ରାବଣ ମାସରେ ପିନ୍ଧନ୍ତୁ ଏହି ରୁଦ୍ରାକ୍ଷ

ଭଗବାନ ଶିବଙ୍କ କୃପା ଲାଭ ପାଇଁ ଶ୍ରାବଣ ମାସରେ ପିନ୍ଧନ୍ତୁ ଏହି ରୁଦ୍ରାକ୍ଷ



ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ସଚ୍ଚା ଶ୍ରଦ୍ଧାପୁର୍ବକ ଭଗବାନ ଶିବଙ୍କର ପୁଜା ଆରାଧନା କରିଥାଏ , ତାର ସବୁ ମନୋକାମନା ପୁରା ହୋଇଯାଏ , ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ ମହତ୍ତ୍ୱପୁର୍ଣ୍ଣ ମାନାଯାଇଛି , ପୁରା ବର୍ଷ ଏହି ମାସରେ ଶିବଭକ୍ତ ବହୁତ ଅପେକ୍ଷାରେ ରୁହନ୍ତି । ଆପଣଙ୍କୁ କହିଦେବୁ କି ଶ୍ରାବଣ ମାସରେ କିଛି ସାଧାରଣ ଉପାୟ କରିଦେଲେ ବ୍ୟକ୍ତିର ଜୀବନରେ ସବୁ ଅସୁବିଧା ଦୁର ହୋଇଯାଏ , ଧର୍ମ ଓ ଜ୍ୟୋତିଷ୍ୟଶାସ୍ତ୍ରର ଅନୁସାରେ ରୁଦ୍ରାକ୍ଷ ଭଗବାନ ଶିବଙ୍କର ଲୁହରୁ ତିଆରି ହୋଇଛି, ଓ ନିଜେ ଭଗବାନ ଶିବ ରୁଦ୍ରାକ୍ଷ ମାଳା ଧାରଣ କରନ୍ତି, ଓ ଯେଉଁ ଭକ୍ତ ରୁଦ୍ରାକ୍ଷ ପିନ୍ଦନ୍ତି, ତାଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ସର୍ବଦା ରହିଥାଏ ।

ଏମିତି କୁହାଯାଏ କି ରୁଦ୍ରାକ୍ଷ ପିନ୍ଧିଲେ ସକରାତ୍ମକ ଉର୍ଜା ପ୍ରାପ୍ତି ହୋଇଥାଏ, ରୁଦ୍ରାକ୍ଷ ଏକ ମୁଖୀରୁ ନେଇକରି ୧୪ ମୁଖୀ ପର୍ଯ୍ୟନ୍ତ ହୋଇଥାଏ , ଓ ସବୁ ରୁଦ୍ରାକ୍ଷ ଅଲଗା ଅଲଗା ଦେବୀ ଦେବତାଙ୍କ ରୁପ ବୋଲି ଜଣାଯାଏ , ଆଜି ଆମେ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା କ'ଣ କ'ଣ ଫାଇଦା ମିଳିଥାଏ ।

  1. ଯଦି ଆପଣ କେଉଁ କ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବାକୁ ଚାହଁନ୍ତି ତେବେ ଆପଣଙ୍କୁ ଏକ ମୁଖୀରୁ ନେଇକରି ୧୪ ମୁକ୍ଷୀ ରୁଦ୍ରାକ୍ଷ ପର୍ଯ୍ୟନ୍ତ ସବୁ ରୁଦ୍ରାକ୍ଷ ମାଳାକୁ ପିନ୍ଧିପାରିବେ, ଏମିତି କରିଲେ ଶିବଙ୍କର କୃପା ଦୃଷ୍ଟି ରହିବ, ଓ ଆପଣ ନିଜ କାର୍ଯ୍ୟକ୍ଷେତ୍ରରେ ଲଗାତାର ସଫଳତା ହାସିଲ୍ କରିପାରିବେ ।
  2. ତେବେ ଏହାପାଇଁ ଆପଣଙ୍କୁ କଡା ପରିଶ୍ରମ କରିବା ସହ ଏକମୁଖୀ ରୁଦ୍ରାକ୍ଷ ଧାରଣ କରିଦିଅନ୍ତୁ, ଏକ ମୁଖୀ ରୁଦ୍ରାକ୍ଷ ଅସୁବିଧାର ସମୟରେ ବାହାରିବାର ସାହାଯ୍ୟ କରେ, ଆପଣ ଗଣେଷଙ୍କ ରୁଦ୍ରାକ୍ଷ ଧାରାଣ୍ କରିପାରିବେ , ଗଣେଷଙ୍କ ରୁଦ୍ରାକ୍ଷ ବୁଦ୍ଧିମତାଓ ଏକାଗ୍ରତା ବଢାଇଥାଏ, ଯେଉଁ ଲୋକ ବିଦ୍ୟାର୍ଥି ଅଛନ୍ତି ତାଙ୍କ ପାଇଁ ଏହି ରୁଦ୍ରାକ୍ଷ ବହୁତ ଭଲ ପ୍ରମାଣିତ ହେବ ।
  3. ଯଦି କେଉଁ ବ୍ୟକ୍ତି ନିଜ ଜୀବନରେ ଯୋଡି ହୋଇଥିବା ଅସୁବିଧାର ସାମ୍ନା କରୁଛି ତେବେ ଏମିତି ସ୍ଥିତିରେ ରୁଦ୍ରାକ୍ଷ ପିନ୍ଧିବା ବହୁତ ଫାଇଦାଦାୟକ ହୋଇଥାଏ, ରୁଦ୍ରାକ୍ଷରେ ନାନାପ୍ରକାରର ଗ୍ରହ ଦୋଷ ଦୁର କରିଥାଏ, ଦାରିଦ୍ରତା ଦୁର କରିବାପାଇଁ ଗୌରି ଶଙ୍କରଙ୍କ ରୁଦ୍ରାକ୍ଷ ଧାରଣ କରନ୍ତୁ, ଏହା କରଜ, ଦାରିଦ୍ରତାରୁ ମୁକ୍ତି ଦେଇକରି ବ୍ୟକ୍ତିକୁ ଧନବାନ ବନାଇଥାଏ ।
  4. ଏହି ମାସରେ ରୁଦ୍ରାକ୍ଷ ଧାରଣ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଥାଏ। ଏହା ଆପଣଙ୍କୁ ଅନେକ ଗ୍ରହଦୋଷରୁ ମୁକ୍ତି ଦେବା ସହିତ ମନକୁ ଶାନ୍ତି ପ୍ରଦାନ କରିଥାଏ। ଶୁଭଫଳ ପ୍ରାପ୍ତି ପାଇଁ ଏହି ମାସରେ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।
  5. ଭଗବାନ ଶିବଙ୍କୁ ସୋମବାର ଶ୍ରାବଣରେ ରୁଦ୍ରବିଷେକ କରନ୍ତି, ତେବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ସମାପ୍ତ ହୁଏ | ତୁମେ ରୁଦ୍ରବିଷେକ କରିବା ପରେ, ରୁଦ୍ରଶାକ ଉତ୍ସ ପଢନ୍ତୁ | ଏହା ଆପଣଙ୍କୁ ଇଚ୍ଛା କରୁଥିବା ଆଶୀର୍ବାଦ ଦେବ |
  6. ଏହି ମାସରେ ରୁଦ୍ରାକ୍ଷ ଧାରଣ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଥାଏ। ଏହା ଆପଣଙ୍କୁ ଅନେକ ଗ୍ରହଦୋଷରୁ ମୁକ୍ତି ଦେବା ସହିତ ମନକୁ ଶାନ୍ତି ପ୍ରଦାନ କରିଥାଏ। ଶୁଭଫଳ ପ୍ରାପ୍ତି ପାଇଁ ଏହି ମାସରେ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।
  7. ଭଗବାନ ଶିବଙ୍କୁ ସୋମବାର ଶ୍ରାବଣରେ ରୁଦ୍ରବିଷେକ କରନ୍ତି, ତେବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ସମାପ୍ତ ହୁଏ | ତୁମେ ରୁଦ୍ରବିଷେକ କରିବା ପରେ, ରୁଦ୍ରଶାକ ଉତ୍ସ ପଢନ୍ତୁ | ଏହା ଆପଣଙ୍କୁ ଇଚ୍ଛା କରୁଥିବା ଆଶୀର୍ବାଦ ଦେବ |

ମହାଦେବଙ୍କ ମସ୍ତକରେ ସୁଶୀତଳ ଶ୍ରାବଣ ଜଳ ଲାଗି ପାଇଁ ବିଭିନ୍ନ ଶୈବପୀଠକୁ ଛୁଟେ ଭକ୍ତଙ୍କ ସୁଅ | ଧର୍ମଶାସ୍ତ୍ର ମତରେ “ନମସ୍କାରେ ପ୍ରିୟ ଭାନୁ, ଜଳାଧାରେ ପ୍ରିୟ ଶିବ” | ତେଣୁ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବା ବଦଳରେ ଶିବଙ୍କ ମସ୍ତକରେ ଜଳାଭିଷେକରେ ସେ ତୃପ୍ତ ହୁଅନ୍ତି | ଶିବଙ୍କ ମସ୍ତକର ଜଳଲାଗି କରାଯିବାର ପ୍ରଥା ବୈଦିକ ଯୁଗରୁ ହିଁ ପ୍ରଚଳିତ | ଶିବପୂଜା ବିଧିରେ ରୁଦ୍ରଦେବଙ୍କ ଅଭିଷେକ ପାଇଁ ସ୍ୱତନ୍ତ୍ର ମନ୍ତ୍ର ରହିଥିବା ପରିଦୃଷ୍ଟ ହୁଏ | ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳାଭିଷେକ କରିବା ଲାଗି ନିର୍ଦ୍ଦିଷ୍ଟ ନିୟମ ରହିଛି | ଏଗୁଡିକୁ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ |

୧ – ଶଙ୍କର ଭଗବାନଙ୍କର ଅର୍ଚ୍ଚନା ପାଇଁ ଏହା ପୂର୍ବରୁ ପ୍ରଥମେ ମନ୍ତ୍ର ବା ଜଳସ୍ନାନ କରି ଶୁଦ୍ଧ ବସ୍ତ୍ର ପିନ୍ଧିବାକୁ ହୋଇଥାଏ |
୨ – ଆର୍ଦ୍ର ବସନରେ ଶିବ ପୂଜନ ଶାସ୍ତ୍ର ନିଷିଦ୍ଧ |
୩ – କାୟା ଓ ବସ୍ତ୍ରକୁ ପବିତ୍ର କରି ନୂତନ ଯଜ୍ଞୋପବୀତ ଧାରଣପୂର୍ବକ ପ୍ରଥମେ ଦ୍ୱାରପାଳଙ୍କୁ ପୁଜା କରିବାକୁ ହୁଏ |
୪ – ରୁଦ୍ରଙ୍କ ଅଭିଷେକ ଲାଗି ଗାଈ ‌‍କ୍ଷୀର, ଶୁଦ୍ଧ ସୁବାସିତ ଜଳ ଓ ପଇଡ ପାଣି ଅାବଶ୍ୟକ ହୁଏ |
୫ – ଦୂଷୀତ ଜଳରେ ରୁଦ୍ର ଅଭିଷେକ କରିବା ଉଚିତ ନୁହେଁ |
୬ – ରୁଦ୍ରାଭିଷେକ ପଦ୍ଧତି ଅନୁଯାୟୀ ଶିବଙ୍କ ମସ୍ତକରେ ଷଡ ଅଙ୍ଗୁଳ ଉଚ୍ଚତାରୁ ଜଳ ଲାଗି ବିଧେୟ |

Post a Comment

0 Comments