କେଉଁ ତିଥିରେ ହେଲେ କ'ଣ ପ୍ରଭାବ ପଡିଥାଏ
ପ୍ରତିପଦ
ଯଦି କୌଣସି କନ୍ୟା ପ୍ରଥମ ଋତୁମତି ପ୍ରତିପଦ ତିଥିରେ ହେଉଛି ସେହି କନ୍ୟା ସର୍ବଦା ଅସୁସ୍ଥ ରହିଥାଏ । ଯଦି କନ୍ୟା ପ୍ରତିପଦ ତିଥିରେ ପ୍ରଥମ ଋତୁମତୀ ହୁଏ ତେବେ ସେ ଚିର ରୋଗିଣୀ ହୋଇଥାଏ ଓ ଖୁବ ଶୀଘ୍ର ସେ କାଳଗ୍ରସ୍ତ ହୋଇଥାଏ ।
ଦ୍ଵିତୀୟ
ଯେଉଁ କନ୍ୟା ଦ୍ଵିତୀୟା ତିଥିରେ ପ୍ରଥମ ଋତୁମତି ହୋଇଥାଏ ତେବେ ସେହି କନ୍ୟା ସବୁବେଳେ ଦୁଖରେ ଥାଏ ବା ଉଦାସିନ ଜୀବନ ଯାପନ କରେ ଓ ତାହାର ସ୍ମରଣ ଶକ୍ତି ବି ହ୍ରାସ ପାଇଥାଏ ।
ତୃତାୟା
ଯେଉଁ କନ୍ୟା ତୃତାୟା ତିଥିରେ ପ୍ରଥମ ଋତୁମତି ହୁଏ ସେହିଁ କନ୍ୟା ପୁତ୍ରହୀନା ବା ବନ୍ଧ୍ୟା ହୋଇଥାଏ ବା ସେହି କନ୍ୟା ପୁତ୍ର ସୁଖ ଲାଭ କରି ପାରେ ନାହିଁ ।
ଚତୁର୍ଥୀ
କନ୍ୟା ଚତୁର୍ଥୀ ତିଥିରେ ପ୍ରଥମ ଋତୁମତୀ ହେଲେ ତାର ଗର୍ଭ ନଷ୍ଟ ହେବା ର ବହୁତ ସମ୍ଭାବନା ରହିଥାଏ କିମ୍ବା ପିଲାଟି ଜନ୍ମ ପରେ ମୃତୁ ବରଣ କରିଥାଏ ଏବଂ ବନ୍ଧ୍ୟା ଦୋଷ ଲାଗିଥାଏ ।
ପଞ୍ଚମୀ
ଯେଉଁ କନ୍ୟା ପଞ୍ଚମୀ ତିଥିରେ ପ୍ରଥମ ଋତୁମତି ହୁଏ ସେହିଁ କନ୍ୟା ଅଳ୍ପ ଆୟୁସ ହୋଇଥାଏ ଓ ତାହାର ଜୀବନ କଷ୍ଟଦାୟକ ବି ହୋଇଥାଏ ।
ଷଷ୍ଠୀ
ଯେଉଁ କନ୍ୟା ଷଷ୍ଠୀ ତିଥିରେ ପ୍ରଥମ ଋତୁମତି ହୁଏ ସେହିଁ କନ୍ୟାର ଜନ୍ମ ଏବଂ ଜୀବନ ଅସଫଳ ହୋଇଥାଏ ଚିରରୋଗୀଣି ହୋଇ ଜୀବନ ଯାପନ କରିଥାଏ ।
ସପ୍ତମୀ
କନ୍ୟା ଯଦି ସପ୍ତମୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ସେ ରାଗି ସ୍ଵଭାବର ହୋଇଥାଏ | ଯେଉଁ କନ୍ୟା ସପ୍ତମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ତାକୁ ବନ୍ଧ୍ୟା ଦୋଷ ଲାଗିଥାଏ ।
ଅଷ୍ଟମୀ
କନ୍ୟା ଯଦି ଅଷ୍ଟମୀ ତିଥିରେ ପ୍ରଥମ ଋତୁମତୀ ହୁଏ ତା ହେଲେ ସେ ସଦା ସୁଖିନି ଏବଂ ଐଶର୍ଯ୍ୟ ଶାଳୀନି ହୋଇଥାଏ ।
ନବମୀ
ଯେଉଁ କନ୍ୟା ନବମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା ସୁଖ ଭାଗୀନି ହୋଇଥାଏ । ଏବଂ ଦୀର୍ଘ ଜୀବନ ସୁଖ ଭୋଗ କରିଥାଏ ନିରୋଗୀ ଏବଂ ସଦା ସୁହାଗିନୀ ହୋଇଥାଏ ।
ଦଶମୀ
କନ୍ୟା ଯଦି ଦଶମୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ତାର ସନ୍ତାନ ହାନି ହେବାର ସମ୍ଭାବନା ରହିଥାଏ । ଯେଉଁ କନ୍ୟା ଦଶମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା କୁଳଟା ହୁଏ ଏବଂ ରାକ୍ଷାସି ପ୍ରକୃତିର ହୋଇଥାଏ ।
ଏକାଦଶୀ
ଯଦି ଏକାଦଶୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ସେହି କନ୍ୟା କୂଳ ଘାତିନି ଏବଂ ଖରାପ ପ୍ରକୃତିର ହୋଇଥାଏ ।
ଦ୍ଵାଦଶୀ
କନ୍ୟା ଯଦି ଦ୍ଵାଦଶୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ସେ ଧାର୍ମିକ, ଧର୍ମଶିଳା ହୋଇଥାଏ ।
ତ୍ରୟୋଦଶୀ
ତ୍ରୟୋଦଶୀ ତିଥିରେ ସ୍ଵାମୀ ପ୍ରିୟ ହୋଇଥାଏ ଏବଂ ସେହି କନ୍ୟା ପତିପରାୟଣ ଓ ସଧବା ହୋଇଥାଏ।
ଚତୁଦର୍ଶୀ
ଚତୁଦର୍ଶୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟା ଆଜୀବନ ଦୁଃଖରେ ରହିଥାଏଓ ଲକ୍ଷ୍ମୀ ପାଖରେ ରୁହନ୍ତି ନାହିଁ ।
ପୂର୍ଣ୍ଣିମା
ଯେଉଁ କନ୍ୟା ପୂର୍ଣ୍ଣମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା ଭାଗ୍ୟବତୀ ଏବଂ ପତିବ୍ରତା ହୋଇଥାଏ ଏବଂ ଲକ୍ଷ୍ମୀ ଯୁକ୍ତା ହୋଇ ଏହି ମହିଳା ମାନେ ଅନେକ ସମ୍ମାନ ପାଇଥାନ୍ତି ।
ଯେଉଁ କନ୍ୟା ପୂର୍ଣ୍ଣମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟା ଧନୀ, ପୁତ୍ରମତି ଓ ଭାଗ୍ୟଶାଳୀ ଓ ଗୁଣବତୀ ହୋଇଥାଏ। କନ୍ୟା ଯେଉଁ ଘରକୁ ଯାଇଥାନ୍ତି ସେହି ଘର ସୁଖ ସମୃଦ୍ଧିରେ ଭରିଯାଇଥାଏ ।
ଅମାବାସ୍ୟା
ଯେଉଁକନ୍ୟା ଅମାବାସ୍ୟା ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟା ଗର୍ବୀ, ଚୋରଣୀ, ଖରାପ ସ୍ୱଭାବ, ଅପ୍ରିୟ ଭାଷିଣୀ ଓ ରୋଗିଣୀ ପ୍ରକୃତିର ହୋଇଥାଏ ।
ତେଣୁ ଆପଣମାନେ ଏହିଥିରୁ ଜାଣିପାରିବେ ଆପଣଙ୍କ ଋତୁମତି ହେବା ପରେ ଆପଣଙ୍କ ସହିତ କେଉଁ ସମସ୍ୟା ରହୁଛି ।ଏହା ଅନେକାଂଶରେ ସତ ପ୍ରମାଣିତ ହୋଇଛି।
0 Comments
Do you have any doubts or suggestions? Ask them here in the comments!