7ଟି ବାର ଓ 12ଟି ମାସରେ ମହିଳା ଋତୁମତି ହେଲେ କ'ଣ ହୋଇଥାଏ
ତେବେ ସପ୍ତାହରେ ଥିବା 7 ଟି ବାର ରେ କୌଣସି ବି ଦିନ ମହିଳା ଋତୁମତି ହେଲେ କ'ଣ ହୋଇଥାଏ ତାହା ମଧ୍ୟ ଏହି ଲେଖା ମାଧ୍ୟମ ରେ ଜାଣି ରଖନ୍ତୁ ।
ରବିବାର
ଯେଉଁ କନ୍ୟା ରବିବାର ଦିନ ପ୍ରଥମ ଋତୁମତୀ ହୁଏ ତେବେ ତାକୁ ଜୀବନରେ ବହୁତ ପ୍ରକାରର କଷ୍ଟ ସହିବାକୁ ପଡିଥାଏ ।ସେହିପରି ମହିଳା ରାଗିଣୀ ,ବିଧବା ଜୀବନ ଜାପନ କରେ ।
ସୋମବାର
ସୋମବାର ଦିନ ଯେଉଁ କନ୍ୟା ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟା ଭଲ ସ୍ତ୍ରୀ , ପ୍ରତିବ୍ରତା, ସୁଶୀଳା, ପତିର ଅତିପ୍ରିୟ ଓ ଶୁଖିନି ହୋଇଥାଏ ।
ମଙ୍ଗଳବାର
ମଙ୍ଗଳାବର ଦିନ ଯେଉଁ କନ୍ଯାର ପ୍ରଥମ ଋତୁମତି ହୋଇଥାଏ ସେ ସବୁବେଳେ ଝଗଡା କରିଥାଏ । ଏପରି ମହିଳା କୁଳଟା ହେବା ସହ ପ୍ରକୃତି ଖରାପ,ଚରିତ୍ରହୀନା ହୋଇଥାଏ ।
ବୁଧବାର
ବୁଧବାରଦିନ ଏପରି ହୋଇଥିଲେ ମହିଳା ରାଣୀପରି ଜୀବନ ଅତିବାହିତ କରିଥାଏ । ସୁଖୀ , ସୌଭାଗ୍ୟବତୀ ହୋଇଥାଏ ।
ଗୁରୁବାର
ଗୁରୁବାରଦିନ ଏପରି ହେଲେ ମହିଳାଙ୍କର ସ୍ୱାମୀ ସୁନ୍ଦର ହୋଇଥାଏ ଓ ସେହି ମହିଳା ଲଷ୍ମୀବାନ, ଧନୀ, ନାରୀ ସନ୍ତାନଯୁକ୍ତା ହେଇଥାନ୍ତି।
ଶୁକ୍ରବାର
ଶୁକ୍ରବାରଦିନ ଏପରି ହୋଇଥିଲେ ମହିଳା ପୁତ୍ରବତୀ , ଦୀର୍ଘାୟୁ ପୁତ୍ର ପ୍ରାପ୍ତି ହୁଏ ଏବଂ ସନ୍ତାନ ସୁଖ ମଧ୍ୟ ମିଳିଥାଏ ।
ଶନିବାର
ଶନିବାରଦିନ ଏପରି ହୋଇଥାଏ ମହିଳା ବନ୍ଧ୍ୟାଦୋଷ ଲାଗିଥାଏ ଏବଂ ସନ୍ତାନ ପ୍ରାପ୍ତି ୟୋଗ ମଧ୍ୟ ନ ଥାଏ ।
ସେହିଭଳି ଯଦି ମାସ ହିସାବରେ କହିବୁ ତେବେ କ'ଣ ପ୍ରଭାବ ପଡିଥାଏ |
- କନ୍ୟା ବୈଶାଖ ମାସରେ ପ୍ରଥମ ଋତୁମତି ହୋଇଥାଏ ତେବେ ସବୁବେଳେ ଖୁସିରେ ଥାଏ ।
- ଜ୍ୟୋଷ୍ଠ ମାସରେ ହୋଇଥିଲେ ବିଧବା ଯୋଗ ଥାଏ ।
- ଆଷାଢ ମାସରେ ହୋଇଥିଲେ ଭାଗ୍ୟଶାଳୀ ହୋଇଥାଏ ।
- ଶ୍ରାବଣ ମାସରେ ହୋଇଥିଲେ ଦୁଖି ଓ କଷ୍ଟ ପାଏ ।
- ଭାଦ୍ରବ ମାସରେ ହୋଇଥିଲେ ରୋଗୀ ହୋଇଥାଏ ।
- ଆଶ୍ଵିନ ମାସରେ ହେଲେ ମୃତ ଶିଶୁ ଓ ଦୁଖୀ ହୋଇଥାଏ ।
- କାର୍ତ୍ତିକ ମାସରେ ହୋଇଥିଲେ ପରିବାରକୁ ଭାଙ୍ଗି ଦିଏ ।
- ମାର୍ଗଶୀର ମାସରେ ହୋଇଥିଲେ ଧାର୍ମିକ ହୋଇଥାଏ ।
- ପୌଷ ମାସରେ ହୋଇଥିଲେ ସୁନ୍ଦର ଶରୀର ପ୍ରାପ୍ତ କରିଥାଏ ।
- ମାଘ ମାସରେ ହୋଇଥିଲେ ପତୀବ୍ରତା ହୋଇଥାଏ ।
- ଫାଲ୍ଗୁନ ମାସରେ ହୋଇଥିଲେ ଅଧିକ ଆୟୁ ମିଳିଥାଏ ।
- ଚୈତ୍ର ମାସରେ ହୋଇଥିଲେ କାମବାସନା ପ୍ରତି ଅଧିକ ଆକୃଷ୍ଟ ଥାଏ ।
ତେଣୁ ଆପଣମାନେ ଏହିଥିରୁ ଜାଣିପାରିବେ ଆପଣଙ୍କ ଋତୁମତି ହେବା ପରେ ଆପଣଙ୍କ ସହିତ କେଉଁ ସମସ୍ୟା ରହୁଛି ।ଏହା ଅନେକାଂଶରେ ସତ ପ୍ରମାଣିତ ହୋଇଛି।
0 Comments
Do you have any doubts or suggestions? Ask them here in the comments!