ସୁଦଶା ବ୍ରତ ଦିନ ନିଶ୍ଚୟ କରନ୍ତୁ ଏହି ଉପାୟ
ମାତା ଲକ୍ଷ୍ମୀ ହେଉଛନ୍ତି ସୌଭାଗ୍ୟର ଦେବୀ । ସେ ପ୍ରସନ୍ନ ହେଲେ ଆପଣଙ୍କ ଘର ପୁରୀ ଜୀବ ଧାନ ଧାନ୍ୟରେ ସେ ପ୍ରସନ୍ନ ହେଲେ ଆପଣ କେବେବି ନିଜକୁ ଦୁଃଖରେ ପାଇବେ ନାହିଁ । ମାତାଙ୍କ ପ୍ରିୟ ବାର ହେଉଛି ଗୁରୁବାର । ଶୁକ୍ଲ ପକ୍ଷରେ ଯଦି ଗୁରୁବାର ପଡେ ତେବେ ଏହା ହେଉଛି ଶୁଦ୍ଧସା ବ୍ରତ । ଏହି ବ୍ରତଟି ମାଙ୍କର ଅତି ପ୍ରିୟ ଅଟେ । କେହି ଯଦି ଏହାକୁ ନିୟମରେ କରେ ସେ ଜୀବନରେ ଧନ ଧାନ୍ୟ ପାଇ ଥାଏ । ତେବେ ଆପଣ ଯଦି ଚାହାନ୍ତି ମାତାଙ୍କ ବିଶେଷ କୃପା ଚାହାନ୍ତି ତେବେ କରନ୍ତୁ ଏହି କାମ । ଦେଖିବେ ଆପଣଙ୍କ ଜୀବନ ବଦଳି ଜୀବ ।
ଏହି ବ୍ରତରେ ସକାଳୁ ଉଠି ନିଜ ନିତ୍ୟକର୍ମ ପୂଜା ଆରାଧନା ସାରି ମାଙ୍କ ନାମରେ ଏକ ଶ୍ଵେତ ବ୍ରତ ଆଣି ତାହାକୁ ହଳଦୀ ପାଣିରେ ବୁଡେଇ ସେଥିରେ ଦଶ ନାମ ଧରି ତାହାକୁ ହାତରେ ବାନ୍ଧି ରଖନ୍ତି ଆସନ୍ତା ବର୍ଷ ପାଇଁ ।
କେତେ ଜଣ ବିଦେଶରେ ରହିଛନ୍ତି ସେମାନଙ୍କ ପାଇଁ ଏହା ସମ୍ଭବ ନୁହେଁ ସେମାନେ ସବୁ ଜିନିଷ ପାଇ ପାରିବେନି ତେବେ ଆପଣ ଯଦି ଚାକିରି କରୁଛନ୍ତି ତାହା ମଧ୍ୟ ଟିକେ ଅସୁବିଧା ମାତ୍ର ମନ ଖରାପ କରନ୍ତୁ ନାହିଁ । ନିଜର ସକ୍ଷମ ଅନୁସାରେ ଆପଣ ମାନେ ନିଜର ପୂଜା କରି ପାରିବେ । ଏହି ପୂଜାରେ ସବୁ ୧୦ଟି କରି ଭୋଗ ହୁଏ । ଆପଣ ନିଜର ଆଚରଣ ଓ ଉପାୟ କରି ମାତାଙ୍କ ପ୍ରସନ୍ନ ହୋଇ ରହିବେ ।
ତେବେ ଆସନ୍ତୁ ଜାଣିବା କ'ଣ କ'ଣ କରିବା ।
- ସୂର୍ଯ୍ୟ ଉଦୟ ହେବା ଆଗରୁ ସେଜ ଛାଡିବେ ।
- ଘରେ ଅସାନ୍ତି ହେବାକୁ ଦିଅନ୍ତୁ ନାହିଁ । ନିଯେ କରିଥିବା ଭୋଗକୁ ନିଜ ପରିବାର ସହ ମିଶି ସେବନ କରନ୍ତୁ । ବାହାର ଲୋକଙ୍କୁ ଏହା ଭୁଲରେ ବି ଦେବେ ନାହିଁ ।
- ପ୍ରାତଃ ମୁହୂର୍ତରେ ଯଦି ଆପଣ ପୂଜା କରିବେ ଓ ନାଲି ଶାଢୀ କିମ୍ବା ହଳଦୀ ଶାଢୀ ପିନ୍ଧିବେ । ସିନ୍ଦୁର କି ଆଳିତା ପିନ୍ଧିବା ଭୁଲିବେ ନାହିଁ । ଅରୁଆ ଚାଉଳରେ ବଟା ହୋଇଥିବା ଆଣରେ ଚିତା ପକାଇବେ ।
- ଧ୍ୟାନ ରଖିବେ ୧୦ଟି ପଦ୍ମ ଫୁଲର ଚିତ୍ର ନିଶ୍ଚୟ କରିବେ । ଏହା ଛଡା ଆପଣ କରିଥିବା ଚିତା ଉପରେ କେହି ନ ଚଢନ୍ତୁ ଧ୍ୟାନ ଦେବେ । ମାତାଙ୍କ ପାଦ ଚିହ୍ନ ଆଙ୍କିବାକୁ ଭୁଲିବେ ନାହିଁ । ପାଦ ଚିହ୍ନରେ ଗୋବର ଓ ଫୁଲ ଦେଇ ଦେବେ କେବେବି ଏହାକୁ ଖାଲି ଛାଡିବେନି ।
- ଏହା ଛଡା କଳସ ପାଇଁ ୧୦ଟି ପତ୍ର ଥିବା ଆମ୍ବ ଡାଳ ଆଣିବେ ଓ ଏହା ଉପରେ ଆପଣ ପଇଡ ରଖିବେ ଯଦି ପଇଡ ନ ମିଳେ ତେବେ ଗୁଆ ବି ରାଖି ପାରିବେ ।
- ଏହା ବ୍ୟତୀତ ଆପଣ ଆଉ ଏକ କଳସ କୁ ନେଇ ଦୁଆର ପାଖେ ରଖିବେ ଏହା ତଳେ କିଛି ଅରୁଆ ଚାଉଳ ଦେବେ ।
- ଏବେ ପଞ୍ଚାମୃତ କରି ଘରକୁ ଓ ପୂଜା ସ୍ଥାନକୁ ସୁଧ କରିବେ ।
- ଏତିକି କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଦୟା କରିବେ ।
0 Comments
Do you have any doubts or suggestions? Ask them here in the comments!