ରାଶି ଅନୁଯାୟୀ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ଜପ

ରାଶି ଅନୁଯାୟୀ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ଜପ

ସୂର୍ଯ୍ୟ ଦେବତା ହେଉଛନ୍ତି ଅସୀମ ଶକ୍ତି ସ୍ରୋତ । ସେଥିପାଇଁ ରବିବାର ଦିନ ୧୦୮ ଥର ସୂର୍ଯ୍ୟମନ୍ତ୍ର ଜପିବା ଦ୍ୱାରା ଜୀବନରେ ଲାଭପ୍ରାପ୍ତି ହୋଇଥାଏ । ଏହାସହିତ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ କୃପା ଲାଭ ପାଇଁ କେଉଁ ମନ୍ତ୍ର ଜପ କରିବା ଉଚିତ୍ ।

ରାଶି ଅନୁଯାୟୀ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ଜପ :-

  1. ମେଷ ରାଶି :- ଓଁ ଐଂ ହ୍ରୀଂ ଶଶାଙ୍କାୟ ନମଃ
  2. ବୃଷ ରାଶି : - ଓଁ ଐଂ ହ୍ରୀଂ ସୋମାୟ ନମଃ
  3. ମିଥୁନ ରାଶି : - ଓଁ ଐଂ ହ୍ରୀଂ ମୃଗାଙ୍କାୟ ନମଃ
  4. କର୍କଟ ରାଶି :- ଓଁ ଐଂ ହ୍ରୀଂ ଚନ୍ଦ୍ରମାୟ ନମଃ
  5. ସିଂହ ରାଶି :- ଓଁ ହ୍ରୀଂ ଐଂ ହ୍ରୀଂ ହିମାଂଶୁ ଶେଖରାୟ ନମଃ
  6. କନ୍ୟା ରାଶି :- ଓଁ ଐଂ ହ୍ରୀଂ ବିଧୁ ଦେବାୟ ନମଃ
  7. ତୁଳା ରାଶି :- ଓଁ ଐଂ ହ୍ରୀଂ ଶଶାଲାଞ୍ଛନାୟ ନମଃ
  8. ବିଛା ରାଶି :- ଓଁ ଐଂ ହ୍ରୀଂ ଶୀତରଶ୍ମୀ ଦେବାୟ ନମଃ 
  9. ଧନୁ ରାଶି :- ଓଁ ଐଂ ହ୍ରୀଂ ରୋହିଣୀନାଥାୟ ନମଃ
  10. ମକର ରାଶି :- ଓଁ ଐଂ ହ୍ରୀଂ ନିଶାକରାୟ ନମଃ
  11. କୁମ୍ଭ ରାଶି :- ଓଁ ହ୍ରୀଂ ଐଂ ହ୍ରୀଂ ଇନ୍ଦୁଦେବାୟ ନମଃ
  12. ମୀନ ରାଶି :- ଓଁ ହ୍ରୀଂ ଐଂ ହ୍ରୀଂ ଚନ୍ଦ୍ରମାୟନମଃ

ସୂର୍ଯ୍ୟଙ୍କ ପୂଜାରେ ଗାୟତ୍ରୀ ମନ୍ତ୍ର ସହ ଏହି ମନ୍ତ୍ରଗୁଡ଼ିକର ମଧ୍ୟ ପ୍ରୟୋଗ କରାଯାଇଥାଏ

୧. ସୂର୍ଯ୍ୟ ବୈଦିକ ମନ୍ତ୍ର :- 

  • ଓଁ ଆକୃଷ୍ଣେନ ରଜସା ବର୍ତ୍ତମାନୋ ନିବେଶୟନ୍ନମୃତଂ ମର୍ତ୍ତ୍ୟଞ୍ଚ । ହିରଣ୍ୟେନ ସବିତା ରଥେନ ଦେବୋ ୟାତି ଭୁବନାନି ପଶ୍ୟନ ।

୨. ସୂର୍ଯ୍ୟଙ୍କ ନିମନ୍ତେ​ ତାନ୍ତ୍ରୋକ୍ତ ମନ୍ତ୍ର :-

  • ଓଁ ଘୃଣିଃ ସୂର୍ଯ୍ୟାଦିତ୍ୟୋମ,ଓଁ ଘୃଣିଃ ସୂର୍ଯ୍ୟ ଆଦିତ୍ୟ ଶ୍ରୀ ,ଓଁ ହ୍ରାଁ ହ୍ରୀଁ ହୈାଁ ସଃ ସୂର୍ଯ୍ୟାୟଃ ନମଃ , ଓଁ ହ୍ରୀଁ ହ୍ରୀଁ  ସୂର୍ଯ୍ୟାୟଃ ନମଃ ।

୩. ସୂର୍ଯ୍ୟ ନାମ ମନ୍ତ୍ର :-

  • ଓଁ  ଘୃଣିଃ ସୂର୍ଯ୍ୟାୟଃ ନମଃ ।

୪. ସୂର୍ଯ୍ୟଙ୍କ ପୈାରାଣିକ ମନ୍ତ୍ର :-

  • ଜପାକୁସୁମ ସଙ୍କାଶଂ କାଶ୍ୟପେୟମ୍ ମହାଦ୍ୟୁତିମ୍। ତମୋରିଂ ସର୍ବପାପଘ୍ନଂ ପ୍ରଣତୋସ୍ମି ଦିବାକରମ୍ ।

୫. ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର :-

  •  ଓଁ ଆଦିତ୍ୟନାଥ ବିଦମହେ ଦିବାକରାୟ ଧୀମହି ତନ୍ନଃ ସୂର୍ଯ୍ୟ ପ୍ରଚୋଦୟାତ୍ ।

୬. ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ମନ୍ତ୍ରକୁ ୧୦୮ ଥର ଜପ କରିବା ଆବଶ୍ୟକ :-

  1. ଓଁ ହୃଁ ହୀଁ ସଃ ସୂର୍ଯ୍ୟାୟଃ ନମଃ ।
  2. " ଏହି ସୂର୍ଯ୍ୟ ସହସ୍ତ୍ରାଶୋଂ ତେଜୋରାଶେ ଜଗତ୍ପତେ ।
                               ଅନୁକମ୍ପାୟ ମାଂ ଭକ୍ତ୍ୟ| ଗୃହଣାଧ୍ୟ ଦିବାକର  | "

ହୃଦ ରୋଗ,ଚକ୍ଷୁ ରୋଗ,ପୋଲିଓ ଏବଂ କୁଷ୍ଠ ରୋଗ ତଥା ସବୁ ପ୍ରକାର ଅସାଧ୍ୟ ରୋଗ ଦୂର କରିବା ନିମନ୍ତେ ସୂର୍ଯ୍ୟ ଦେବତାଙ୍କ ଏହି ମନ୍ତ୍ରକୁ ଜପ କରିବା ଉଚିତ୍।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର  ଉଚ୍ଚାରଣ କରନ୍ତୁ

1.ପ୍ରିତିଦିନ ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯ୍ୟାୟ ନମଃ, ଓଁ ଆଦିତ୍ୟାୟ ନମଃ,          ଓଁ ଭାସ୍କରାୟ ନମଃ ମନ୍ତ୍ରର ଜପ କରନ୍ତୁ ।

2.  ଓଁ ଭାସ୍କରାୟ ଚ ମହାଂତେଜୀୟ  ଧୀମହି  ତନ୍ନ ସୂର୍ଯ୍ୟ  ପ୍ରଚୋଦୟାତ |

3.  ଓଁ ନମୋ ଶ୍ରୀ ସୂର୍ଯ୍ୟାୟ ସହସ୍ର କିରଣ।ୟ ସିଦ୍ଧି ସିଦ୍ଧି କରାୟ  ମନ ବାଂଛିତ ପୁରାୟ କଷ୍ଟ° ଚୁରାୟ°  ଚୁରାୟ° ଓଁ                ଦ୍ରିି° ସୂର୍ଯ୍ୟାୟ ନମୋ8 |

4.  ସୂର୍ଯ୍ୟଦେବଙ୍କ ସରଳ ମନ୍ତ୍ର ହେଉଛି ‘ଓଁ ଘୃଣିଂ ସୂର୍ଯ୍ୟଃ ଆଦିତ୍ୟଃ’ କୁ ୧୦୮ ଥର ଜପନ୍ତୁ ।

5.  ଓଂ ହ୍ର।° ମିତ୍ରାୟ ନମଃ | ଓଂ ହ୍ରୀ° ରବୟେ ନମଃ |

         ହ୍ରୁ° ସୂର୍ଯାୟ ନମଃ | ଓଂ ହ୍ରେ° ଭାନବେ ନମଃ |

            ଓଂ ହୌଂ ଖଗାୟ ନମଃ| ଓଂ ହ୍ର8 ପୃଷ୍ପେ ନମଃ |

                       ଓଁ ହ୍ରାଂ ହିଂ ହ୍ରୌ ସଃ ମନ୍ତ୍ର ଜପନ୍ତୁ |

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର  ଜପ କଲେ ସୂର୍ଯ୍ୟଦେବ ଶାନ୍ତି ହୋଇଥାନ୍ତି ବଳ, ବୁଦ୍ଧି, ବିଦ୍ୟା ଏବଂ ଏଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଏ ଓ ବିଭିନ୍ନ ସମସ୍ୟା ଦୂର ହୋଇଥାଏ |

Post a Comment

0 Comments