କିଛି ଫୁଲ ଓ ଫଳର ଔଷଧୀୟ ଗୁଣ
ଆମର ଆଖ ପାଖରେ, ଅର୍ଥାତ ଆମ ପୃଥିବିରେ ଏମିତି କିଛି ଫୁଲ ଏବଂ ଫଳ ରହିଛି ଯାହାର ଧାର୍ମିକ ମହତ୍ତ୍ୱ ରହିବା ସହ ଔଷଧୀୟ ଗୁଣ ମଧ୍ଯ ରହିଛି ଯାହାକି ଆମ ଶରୀର ବିଭିନ୍ନ ରୋଗକୁ ଭଲ କରାଇଥାଏ | ଏହା ହେଉଛି ଭଗବାନ ଶିବଙ୍କର ପ୍ରିୟ ଫଳ, ତାହା ସହ ବିଭିନ୍ନ ରୋଗ ଭଲ କରି ପାରୁଥିବା ଔଷଧ ମଧ୍ଯ । "ଧୂତୁରା ଫଳ" ଠିକ ଏହିଭଳି ଏକଫଳ ଯାହାକି ହିନ୍ଦୁ ମାନଙ୍କର ଭଗବାନ ମହାଦେବ ଶିବଙ୍କ ପାଖରେ ଲଗାଯାଇଥାଏ |
କଣ ଆପଣ ଜାଣନ୍ତି କି ଏହା ଭଗବାନଙ୍କ ପାଖରେ ଲାଗିବା ସହ ଏହା ଆମ ପାଇଁ ବହୁତ ଉପକାରୀ ହୋଇଥାଏ | ଏଥିରୁ ବହୁତ ଆୟୁର୍ବେଦୀ ଔଷଧ ପ୍ରସ୍ତୁତ କରାଯାଇଥାଏ । ଆୟୁର୍ବେଦୀରେ ଏହାକୁ ବିଷ ଭାବରେ ବ୍ୟବହାର କରାଯାଏ କାରଣ ଏହି ଫଳଟି ରେ ସାମାନ୍ୟ ବିଷ ରହିଥାଏ । ଏହାର ବହୁତ କମ୍ ପରିମାଣ ରେ ବ୍ୟବହାର କଲେ ଆମ ଶରୀରର ବହୁତ ରୋଗ ଭଲ ହୋଇପାରିବ । ଆସନ୍ତୁ ଜାଣିବା ଏହା ଆମ ପାଇଁ କେମିତି ଉପକାରୀ ହୋଇଥାଏ |
ଚୁଟି ଝଡିବାରୁ ରକ୍ଷା କରେ :-
କେଶ ମଣିଷର ସୋନ୍ଦର୍ଯ୍ୟ ବଢାଇଥାଏ | କିଛି ନା କିଛି କାରଣ ଯୋଗୁଁ ସମସ୍ତଙ୍କର ଚୁଟି ଝଡିଥାଏ, ତେଣୁ ଆପଣ ଏହି ଧୁତୁରା ଗଛର ଫଳକୁ ଆଣି ଏହାର ମଞ୍ଜି କୁ ଭଲ ଭାବରେ ଶୁଖାଇ ଏଥିରୁ ତେଲ ପ୍ରସ୍ତୁତ କରି ମୁଣ୍ତରେ ଲଗାଇଲେ ଚୁଟି ଝଡିବାରୁ ରକ୍ଷା ମିଳିଥାଏ ।
ଗଣ୍ଠି ବିନ୍ଧାରୁ ମୁକ୍ତି :-
ଏହି ଧୁତୁରା ଗଛର ପତ୍ରକୁ ଏକ କନା ସାହାଯ୍ୟରେ ଭଲ ଭାବରେ ପେଷ୍ଟ କରି ବିନ୍ଧା ହେଉଥିବା ସ୍ଥାନରେ ଲଗାନ୍ତୁ । ଏହା ଲଗାଇବା ଦ୍ବାରା ଆପଣଙ୍କର ଯନ୍ତ୍ରଣାରୁ ଉପସମ ମିଳିଥାଏ |
କଟା ଘାକୁ ଭଲ କରେ :-
ଏହି ଧୁତୁରା ଗଛର ପତ୍ର, କାଣ୍ତ, ଚେର ସବୁକୁ ହାଲକା ହାତରେ ଦଳି ଏକ କପଡା ସାହାଯ୍ୟରେ କଟା ସ୍ଥାନରେ ଲଗାନ୍ତୁ । ଏହା ଲଗାଇବା ଦ୍ବାରା ଆପଣଙ୍କର କ୍ଷତ ସ୍ଥାନ ବହୁତ ଶିଘ୍ର ପୂରଣ ହୋଇଥାଏ ।
ସାବଧାନ :-
ଏହି ଧୁତୁରା ଗଛ ବିଷ ଯୁକ୍ତ ହୋଇଥାଏ ତେଣୁ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ, ତେଣୁ ଏହାକୁ ଅଳ୍ପମାତ୍ରାରେ ବ୍ୟବହାର କରନ୍ତୁ ।
ଯଦି ଏହି ଫୁଲ ଗଛ ଆପଣଙ୍କ ବାଡ଼ିରେ ଅଛି କିମ୍ବା କୌଣସି ସ୍ଥାନରେ ଆପଣ ଏହି ଫୁଲକୁ ଦେଖିଥାନ୍ତି ଏହାର ମହତ୍ତ୍ୱ ଅଧିକ ରହିଥାଏ। ଏହାକୁ ସଦାଶିବ ଫୁଲ କୁହାଯାଏ। ଏହା ଆପଣଙ୍କର ଦେହ ପାଇଁ ବହୁତ ଭଲ ହୋଇଥାଏ। ଏହି ଗଛ ଆମ କେଶକୁ କଳା କରିଥାଏ ଓ ଚେହେରାକୁ ଚମକାଇଥାଏ। ଏହା ଶରୀରକୁ ଭଲ ରଖିବା ପାଇଁ ମଧ୍ଯ ଅନେକ ସାହାଯ୍ୟ କରିଥାଏ। ଏହି ଫୁଲ ଆପଣଙ୍କୁ ସର୍ବଦା ଯବାନ ରଖିଥାଏ। ଏହାକୁ ସଦାବିହାରି ଫୁଲ ମଧ୍ଯ କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହି ଫୁଲର ଚମତ୍କାରିତା ଗୁଣ ବିଷୟରେ |
ମଧୁମେହ ବା ଡାଇବେଟିସ ଯେମିତି ଆପଣ ଜାଣିଥିବେ ଆଜିକାଲି ସମସ୍ତଙ୍କୁ ଏହି ରୋଗ ହେଉଛି । ଏହି ଫୁଲ ମଧୁମେହ ଲୋକଙ୍କ ପାଇଁ ସଂଜୀବନି ଭଳି କାମ କରିଥାଏ। ଏଥିପାଇଁ ଆପଣଙ୍କୁ ସଦାବିହାରି ଗଛର ତିନିଟି ବା ଚାରିଟି ପତ୍ରକୁ ଚୋବାଇ ତାର ରସକୁ ସୋସି ନିଅନ୍ତୁ ଓ ଏହା ପରେ ଅଳ୍ପ ପାଣି ପିନିଅନ୍ତୁ। ଏହିପରି ଲଗାତର ୭-୮ ଦିନ କରିବା ଦ୍ୱାରା ଆପଣଙ୍କର ଡାଇବେଟିସ କଣ୍ଟ୍ରୋଲ ହୋଇଯାଇଥାଏ।
ଏହାର ଫୁଲକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ ଏହା ପରେ ସେହି ଫୁଲକୁ କାଢି ପାଣିକି ପିଅନ୍ତୁ। ଦେଖିବେ ଆପଣଙ୍କୁ ୧୦ ଦିନରେ ଏହାର ଫାଇଦା ମିଳିବ।
କାଛୁକୁଣ୍ଡିଆ ହେଉଛି ଏହି ଫୁଲ ଚିଣ୍ତାଇବା ପରେ ଯେଉଁ କ୍ଷୀର ବାହାରିବ ତାହାକୁ ସେହି କାଛୁକୁଣ୍ଡିଆ ସ୍ଥାନରେ ଲଗାନ୍ତୁ । ଦେଖିବେ ଆପଣଙ୍କର ସମସ୍ତ କାଛୁକୁଣ୍ଡିଆ ଦୂର ହୋଇଯିବ।
ବ୍ରଣ- ଯଦି ଆପଣଙ୍କର ମୁହଁରେ ବ୍ରଣ ହେଉଛି ତେବେ ଏହି ଗଛର ଫୁଲକୁ ବାଟି ଏହାକୁ ଦିନକୁ ଦୁଇଥର ବ୍ରଣ ସ୍ଥାନରେ ଲଗାନ୍ତୁ ଦେଖିବେ ସମସ୍ତ ବ୍ରଣ ଭଲ ହୋଇଯିବ।
କେଶ କଳା କରିବା- ଯଦି ଏହି ଗଛର ଫୁଲକୁ ପ୍ରତିଦିନ ସକାଳେ ଚୋବାଇ ଖାଇବେ ଏହା ଆପଣଙ୍କର କେଶକୁ ଲମ୍ବା ସମୟ ପର୍ଯ୍ୟନ୍ତ କଳା ରଖିଥାଏ।
ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ-ଯଦି ଆପଣଙ୍କର ରୋଗପ୍ରତିରୋଧକ ଶକ୍ତି କମ ଥାଏ।ତେବେ ପ୍ରତି ଦିନ ସକାଳେ ଏହାର ଫୁଲକୁ ଚୋବାଇ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ଓ ଏହା ଆପଣଙ୍କୁ ସବୁ ରୋଗ ସହିତ ଲଢ଼ିବାକୁ ଶକ୍ତି ସମର୍ଥ କରାଇଥାଏ।
ଯବାନ ରଖିଥାଏ-ଯଦି ଆପଣ ଅନେକ ଦିନ ପର୍ଯ୍ୟନ୍ତ ଯବାନ ରହିବାକୁ ଚାହୁଁଛନ୍ତି ଏହି ଗଛର ପତ୍ର ବା ଫୁଲକୁ ପ୍ରତ୍ୟେକ ଦିନ ଖାଇବା ଦ୍ବାରା ଲମ୍ବା ସମୟ ପର୍ଯ୍ୟନନ୍ତ ଆପଣ ଯବାନ ରହିବେ।
ମୋଟା ପଣ-ଯଦି ଆପଣ ଅଧିକ ମୋଟା ହେଉଛନ୍ତି ଏହାର ପତ୍ରକୁ ଚାହା ଭଳି କରି ପ୍ରତ୍ୟେକ ଦିନ ପିଇବା ଦ୍ବାରା ମୋଟାପଣ ଦୂର ହୋଇଥା।

ଏହି ଫୁଲ ଅନେକ ରଙ୍ଗର ହୋଇଥାଏ କିନ୍ତୁ ଆପଣ ଗୋଲାପୀ ଫୁଲର ହିଁ ବ୍ୟବହାର କରନ୍ତୁ।
ଆମ ଘର ମାନଙ୍କରେ ବହୁତ ସୁଖ ସୁବିଧା ଥାଏ ତଥାପି ଘରେ ଅଶାନ୍ତ ପରିବେଶ ରହିଥାଏ । ସବୁବେଳେ ଝଗଡା ଲାଗି ରହିଥାଏ ଓ କେବେ ବି ଶାନ୍ତି ମିଳିନଥାଏ | ତନ୍ତ୍ରଶାସ୍ତ୍ର ଅନୁସାରେ ବହୁତ ଚେରମୂଳି ଅଛି ଯାହାକୁ ଆପଣ ପାଖରେ ରଖିଲେ ଶାନ୍ତି ମିଳିଥାଏ | ତାହା ହେଉଛି ଅରଖ ଗଛ | ଏହାକୁ ଲଗାଇଲେ ଘରେ ଶାନ୍ତି ରହିଥାଏ ।
ଏହି ଗଛର କ୍ଷୀର ବିଷାକ୍ତ ହୋଇଥାଏ । ଏହି ଗଛକୁ ଘର ଭିତରେ ନ ଲଗାଇ ଘର ବାହାରେ ବା ସାମ୍ନାରେ ଲଗାନ୍ତୁ। ଏହି ଗଛରେ ଭଗବାନ ଗଣେଶ ବାସ କରନ୍ତି । ଏହି ଚେରକୁ ଘରେ ରଖି ପୂଜା କଲେ ବିଭିନ୍ନ ସମସ୍ୟା ଦୂର ହୁଏ | ଏବେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ୱାରା ଘରୁ ଅଶାନ୍ତି କଳହ ଦୂର ହେବ, ନେଗେଟିଭ ଏନର୍ଜି ଦୂର ହେବ ।
ଏହି ଗଛର ଚେରକୁ ନେଇ କୌଣସି ପୂର୍ଣ୍ଣିମା ଦିନ ଲାଲ କପଡାରେ ବାନ୍ଧି ଘରେ ରଖନ୍ତୁ । ଘରେ ତାହାକୁ ନିତ୍ୟ ପୂଜା କରନ୍ତୁ ।
ଆପଣଙ୍କ ଘରେ ଥିବା ଗଛ ସାମ୍ନାରେ "ଓଁ ନମୋ ବିଘ୍ନହରାୟ ଗଂ ଗଣପତି ନମଃ" ମନ୍ତ୍ର ଜପ କରି ମିଶ୍ରି ଜଳ ଏହି ଗଛକୁ ଅର୍ପଣ କରନ୍ତୁ । ଆପଣ ଦେଖିବେ ଆପଣଙ୍କ ଦୁଷ୍ଟ ଗ୍ରହ କିପରି ଭାବେ ଶାନ୍ତ ହୋଇଯିବ ।
ଏହି ଗଛର ଚେରକୁ ଭଗବାନଙ୍କ ପାଖରେ ରଖି ୧୦୮ ଥର "ଓଁ ନମୋ ଅଗ୍ନିରୂପାୟ ହିଂ" ଜପ କରି ନିଜ ଦେହରେ ଲଗାନ୍ତୁ ବା ନିଜ ପାଖରେ ରଖନ୍ତୁ, କୌଣସି ଭୟ ରହିବ ନାହିଁ |
ଯଦି ଆପଣଙ୍କ ଶିଶୁ ଶୋଇଥିବା ବେଳେ ଚମକୁଛି,ବାରମ୍ବାର ଉଠି ଯାଉଛି, ଡରୁଛି, ବାରମ୍ବାର କାନ୍ଦୁଛି ତେବେ ଏହି ଗଛର ଚେର, ରେଡ ଷ୍ଟୋନ, ରସୁଣ ୨-୪ ଟା ଓ ମୟୂରପଙ୍ଖ ନେଇ ଏକ କପଡାରେ ବାନ୍ଧି ଦିଅନ୍ତୁ । ଆପଣ ଏହାକୁ ସବୁବେଳେ ଛୁଆ ପାଖରେ ରଖନ୍ତୁ । ଆପଣ ଦେଖିବେ ଛୁଆ ଆଉ ଡରିବନି ବା ବିନା କାରଣରେ କାନ୍ଦିବନି ।
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ଫୁଲ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |ଧନ୍ୟବାଦ
ଏହି ଗଛର ଚେରକୁ ନେଇ କୌଣସି ପୂର୍ଣ୍ଣିମା ଦିନ ଲାଲ କପଡାରେ ବାନ୍ଧି ଘରେ ରଖନ୍ତୁ । ଘରେ ତାହାକୁ ନିତ୍ୟ ପୂଜା କରନ୍ତୁ ।
ଆପଣଙ୍କ ଘରେ ଥିବା ଗଛ ସାମ୍ନାରେ "ଓଁ ନମୋ ବିଘ୍ନହରାୟ ଗଂ ଗଣପତି ନମଃ" ମନ୍ତ୍ର ଜପ କରି ମିଶ୍ରି ଜଳ ଏହି ଗଛକୁ ଅର୍ପଣ କରନ୍ତୁ । ଆପଣ ଦେଖିବେ ଆପଣଙ୍କ ଦୁଷ୍ଟ ଗ୍ରହ କିପରି ଭାବେ ଶାନ୍ତ ହୋଇଯିବ ।
ଏହି ଗଛର ଚେରକୁ ଭଗବାନଙ୍କ ପାଖରେ ରଖି ୧୦୮ ଥର "ଓଁ ନମୋ ଅଗ୍ନିରୂପାୟ ହିଂ" ଜପ କରି ନିଜ ଦେହରେ ଲଗାନ୍ତୁ ବା ନିଜ ପାଖରେ ରଖନ୍ତୁ, କୌଣସି ଭୟ ରହିବ ନାହିଁ |
ଯଦି ଆପଣଙ୍କ ଶିଶୁ ଶୋଇଥିବା ବେଳେ ଚମକୁଛି,ବାରମ୍ବାର ଉଠି ଯାଉଛି, ଡରୁଛି, ବାରମ୍ବାର କାନ୍ଦୁଛି ତେବେ ଏହି ଗଛର ଚେର, ରେଡ ଷ୍ଟୋନ, ରସୁଣ ୨-୪ ଟା ଓ ମୟୂରପଙ୍ଖ ନେଇ ଏକ କପଡାରେ ବାନ୍ଧି ଦିଅନ୍ତୁ । ଆପଣ ଏହାକୁ ସବୁବେଳେ ଛୁଆ ପାଖରେ ରଖନ୍ତୁ । ଆପଣ ଦେଖିବେ ଛୁଆ ଆଉ ଡରିବନି ବା ବିନା କାରଣରେ କାନ୍ଦିବନି ।
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ଫୁଲ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

0 Comments
Do you have any doubts or suggestions? Ask them here in the comments!