3- ଭଗବାନ ଶିବ ଜଣେ ଯୋଗୀ ଥିଲେ। ପ୍ରକୃତିର ସୁନ୍ଦରତା ଭିତରେ ଧ୍ୟାନରେ ବସିବାକୁ ସେ ଭଲ ପାଉଥିଲେ। ସବୁଜରଙ୍ଗ ଦେହରେ ପିନ୍ଧିବା ଦ୍ବାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି। ତେଣୁ ଶ୍ରାବଣ ମାସରେ ମହିଳାମାନେ କେବଳ ଗୋଟିଏ କାରଣ ନୁହେଁ, ବରଂ ବିଭିନ୍ନ କାରଣରୁ ପିନ୍ଧିଥାଆନ୍ତି ସବୁଜ ରଙ୍ଗର ଚୁଡ଼ି ଓ ଶାଢ଼ି ।
0 Comments
Do you have any doubts or suggestions? Ask them here in the comments!