ନିରାମିଷ ଲୋକଙ୍କ ପାଇଁ ଏହି ଖାଦ୍ୟ ବରଦାନ ଅଟେ
ଅଧିକାଂଶ ଭାବନ୍ତି ଯେ ନିରାମିଷ ଅପେକ୍ଷା ଆମିଷ ଖାଦ୍ୟରେ ଅଧିକ ପ୍ରୋଟିନ ରହିଥାଏ। କିନ୍ତୁ ଏହା ହେଉଛି ଭୁଲ ଧାରଣା | ଏଭଳି କିଛି ନିରାମିଷ ଖାଦ୍ଯ ରହିଛି ଯାହା ଆମିଷ ଠାରୁ ଅଧିକ ପ୍ରୋଟିନ ଦେଇଥାଏ ।
ନିରାମିଷ ଖାଦ୍ଯର ଅନେକ ଉପକାରୀ ଗୁଣ ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଏହି ଖାଦ୍ୟ ତାଲିକାରେ ସାମିଲ କରନ୍ତି। ତାହା ତାଙ୍କ ପାଇଁ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ନିରାମିଷ ଖାଇଲେ କେଉଁ ସବୁ ଫାଇଦା ହୋଇଥାଏ। ଆସନ୍ତୁ ଜାଣିବା...
1. ହୃଦରୋଗର ସମସ୍ଯା ଦୂର କରେ- ଏଥିରେଆଣ୍ଟିଅକ୍ସିଡେଣ୍ଟ୍ ଅଧିକ ଥିବାରୁ ଏହା ହୃଦଜନିତ ସମସ୍ୟାରୁ ଆମକୁ ଦୂରରେ ରଖିଥାଏ। ଏକ ସର୍ଭେରୁ ମିଳିଥିବା ତଥ୍ଯ ମୁତାବକ ଯେଉଁମାନେ ନିୟମିତ ନିରାମିଷ ଖାଦ୍ଯ ଖାଉଥିଲେ ସେମାନଙ୍କ ଠାରେ ହାର୍ଟ ଆଟାକ ଲକ୍ଷଣ ପ୍ରାୟ କମ୍ ଦେଖିବାକୁ ମିଳିଛି।
2. ମୁଡ ଭଲ ରହେ- ନିରାମିଷ ଖାଉଥିବା ଲୋକଙ୍କର ମୁଡ ବହୁତ ଭଲ ରହେ କାରଣ ଏହିଥିରେ ଆରାସିଡୋନିକ୍ ଏସିତ୍ ରହିଥାଏ |
3. ଚର୍ମ ରୋଗ ହୁଏ ନାହିଁ- ସୋରିଅସ ନାମକ ଏକ ଚର୍ମ ରୋଗ ଅଧିକ ଆମିଷ ଖାଇବା ଦ୍ୱାରା ହୁଏ। ଏହା ହେଲେ ଦେହରେ ନାଲି ଦାଗ ପଡ଼ିଯାଏ। ନିରାମିଷ ଖାଇବା ଦ୍ୱାରା ଏଥିରୁ ଉପସମ ମିଳିପାରେ।
4. ଡାଇବେଟିସ ପ୍ରତିରୋଧୀ- ନିରାମିଷ ଖାଇବା ଦ୍ୱାରା ଡାଇବେଟିସ ରୋଗ ହୋଇନଥାଏ |
5. ମେଦବହୁଳତାରୁ ଦୁରେଇ ରଖେ- ଆମିଷ ଖାଉଥିବା ଲୋକଙ୍କ ପାଖରେ ଏହି ରୋଗ ଦେଖା
ଦିଏ । କିନ୍ତୁ ନିରାମିଷ ଖାଇଲେ ଏହା ହୁଏନାହିଁ |
6. ଷ୍ଟୋନ ହୁଏନାହିଁ - ଦେହରେ କୌଣସି ବି ଜାଗାରେ ହେବାକୁ ଥିବା ଷ୍ଟୋନର ଆଶଙ୍କାକୁ ଏହା
କମାଇଥାଏ। ଏଥିରେ ଥିବା ପ୍ରୋଟିନ ଷ୍ଟୋନ ହେବାକୁ ଦିଏ ନାହିଁ।
ଆସନ୍ତୁ ସେହି ସମସ୍ତ ନିରାମିଷ ଖାଦ୍ଯ ବିଷୟରେ ଜାଣିବା ...


0 Comments
Do you have any doubts or suggestions? Ask them here in the comments!