ବ୍ୟବସାୟରେ ଉନ୍ନତି ନିମନ୍ତେ ଆପଣାନ୍ତୁ ଏହି ଉପାୟ
Image Source - iBay
ବେଳେ ବେଳେ ଏପରି ସମୟ ଆସେ ବ୍ୟବସାୟରେ ବହୁତ ସମସ୍ୟା ବା କ୍ଷତି ସହିବାକୁ ପଡ଼ିଥାଏ । ବ୍ୟବସାୟରେ ଆଶାନୁରୂପ ଲାଭ ଓ ଉନ୍ନତି କରିବା ତ ସମସ୍ତଙ୍କର ଇଚ୍ଛା । ଯଦି ଆପଣଙ୍କ କ୍ଷେତ୍ରରେ ବି ଏହା ଘଟୁଛି ତାହା ହେଲେ ଆପଣାନ୍ତୁ ବ୍ୟବସାୟ ଅନୁଯାୟୀ ଏହି କିଛି ଛୋଟ ଛୋଟ ଉପାୟ...
ଗହଣା ବ୍ୟବସାୟୀ
Image Source - Amazon
ସୁନା- ଚାନ୍ଦୀ ଅବା ଗହଣା ବ୍ୟବସାୟୀ ହୋଇଥିଲେ, ଏଥିରେ ଭଲ ଲାଭ ପାଇଁ ବେଡ଼ରୁମ୍ ରେ ମୟୁର ପୁଚ୍ଛ ରଖନ୍ତୁ । ମୟୁର ପୁଚ୍ଛ ଚାନ୍ଦୀର ହୋଇଥିଲେ ବହୁତ ଭଲ ।
କପଡା ବ୍ୟବସାୟୀ
Image Source - IndiaMART
କପଡା ବ୍ୟବସାୟୀ ଧନ ଲାଭ ପାଇଁ ବେଡ଼ରୁମ୍ ରେ ଲାଲ୍ ରଙ୍ଗର ଚୁନି ରଖନ୍ତୁ । ଏହି ଚୁନିକୁ କପଡା ରଖୁଥିବା ଆଲମାରୀରେ ମଧ୍ୟ ରଖିପାରିବେ ।
ଫର୍ନିଚର ବ୍ୟବସାୟୀ
Image Source - Pinterest
ଫର୍ନିଚର ବ୍ୟବସାୟୀ ଅବା କାଠ ଜିନିଷ ବ୍ୟବସାୟୀ ଲାଭ ପାଇଁ ବେଡ଼ରୁମ୍ ରେ ବଇଁଶୀ ରଖନ୍ତୁ । ଏହାଦ୍ୱାରା ବ୍ୟବସାୟରେ ହେଉଥିବା କ୍ଷତି ଦୂରେଇ ଯାଏ ।
ଗାଡି ବ୍ୟବସାୟୀ
Image Source - Flipkart
ଗାଡି ବ୍ୟବସାୟୀ ବେଡ୍ରୁମ୍ ରେ ତମ୍ବା ବା କାଠର ପିରାମିଡ୍ ରଖନ୍ତୁ । ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହେବ ।
ଖାଦ୍ୟ ବ୍ୟବସାୟୀ
ଜଳଖିଆ, ଗ୍ରୋସରି ଓ ଅନ୍ୟାନ୍ୟ ଖାଦ୍ୟ ବ୍ୟବସାୟୀ ବେଡ୍ରୁମ୍ ରେ ଗାଈ ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ । ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।
ଇଲେକ୍ଟ୍ରୋନିକ ବ୍ୟବସାୟୀ
Image Source - Google sites
ଇଲେକ୍ଟ୍ରୋନିକ ଉପକରଣ ଅର୍ଥାତ୍ ମୋବାଇଲ, ଟିଭି ଆଦି ବ୍ୟବସାୟୀ ବେଡ୍ରୁମ୍ ରେ କ୍ରିଷ୍ଟଲ ଟଙ୍ଗାଇବା ଦରକାର । ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।
ଔଷଧ ବ୍ୟବସାୟୀ
Image Source - IndiaMART
ଔଷଧ ବ୍ୟବସାୟୀ ବେଡ୍ରୁମ୍ ରେ ଭଗବାନ ସୂର୍ଯ୍ୟଙ୍କର ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ । ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।
ଜୋତା ଚପଲ ବ୍ୟବସାୟୀ
Image Source - MountainBikers
ଜୋତା ଚପଲ ବ୍ୟବସାୟୀ ବେଡ୍ ରୁମ୍ ରେ କଳାରଙ୍ଗର ସାଇକେଲ ହେଉ ଅବା ଯେ କୌଣସି ଶୋ- ପିସ୍ ରଖିପାରିବେ । ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।
ଷ୍ଟେସନାରୀ ବ୍ୟବସାୟୀ
Image Source - Moleskine
ଷ୍ଟେସନାରୀ ବ୍ୟବସାୟୀ ବେଡ୍ରୁମ୍ ରେ ଲାଲ୍ ରଙ୍ଗର ପେନ୍ ରଖନ୍ତୁ । ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।
ବାସନ ବ୍ୟବସାୟୀ
Image Source - Amazon












0 Comments
Do you have any doubts or suggestions? Ask them here in the comments!