ଅଧିକ ଝାଳ ବୋହିବା ଜଣେ ସୁସ୍ଥ ବ୍ୟକ୍ତିର ଲକ୍ଷଣ ନୁହେଁ
Image Source - GQ.com
ଶରୀରରୁ ଝାଳ ନିର୍ଗତ ହେବା ଏକ ସାଧାରଣ ପକ୍ରିୟା । ଝାଳ ବାହାରିବା ଦରକାର ମଧ୍ୟ ,ଏହା ଶରୀରର ସନ୍ତୁଳନତାକୁ ବଜାୟ ରଖେ । କିନ୍ତୁ କିଛି ଲୋକଙ୍କୁ ସାଧାରଣ ଠାରୁ ଅଧିକ ମାତ୍ରାରେ ଝାଳ ବୋହିଥାଏ । ଯାହାକୁ ଆପଣ ଖାମଖିଆଲ ଭାବେ ନେଇ ପାରିବେନି |
ଅଧିକ ମାତ୍ରାରେ ଝାଳ ବୋହିବା ଜଣେ ସୁସ୍ଥ ବ୍ୟକ୍ତିର ଲକ୍ଷଣ ନୁହେଁ। କାରଣ ଏହା ଫଳରେ ମନୁଷ୍ୟ ର ଉଭୟ ଶାରୀରିକ ଓ ମାନସିକ ଉଭୟ ସ୍ଥିତି ଅସହଜ ହୋଇଥାଏ | ଏହା କୌଣସି ଭୟାନକ ରୋଗର ଆଶଙ୍କା ସୃଷ୍ଟି କରିଥାଏ।
1- ବୈଜ୍ଞାନିକ ତଥ୍ୟ ଅନୁଯାୟୀ ବ୍ୟାକ୍ଟେରିଆର ସଂକ୍ରମଣ ହେତୁ ଅଧିକ ଝାଳ ବୋହିଥାଏ |
2- ଏଥିରେ ହାଡ଼ଜନିତ ସଂକ୍ରମଣ ହେବାର ଆଶଙ୍କା ଥାଏ |
3- ଖାଲି ସେତିକି ନୁହେଁ,ଏଚ ଆଇ ଭି ସଂକ୍ରମଣ ମଧ୍ୟ ହେବାର ଆଶଙ୍କା ଥାଏ।
4- ଯଦି କୌଣସି ଶାରୀରିକ ଶ୍ରମ ନ କରି ସାଧାରଣଠାରୁ ଅଧିକ ମାତ୍ରାରେ ଝାଳ ବାହାରେ,ତେବେ ତାହା ହୃଦ୍ରୋଗର ଆଶଙ୍କାକୁ ଘନୀଭୂତ କରୁଛି।
5- ଏହାଛଡ଼ା ଶରୀରରେ ତାପମାତ୍ରାକୁ ନର୍ମାଲ୍ କରିବା ପାଇଁ ମଧ୍ୟ ଅଧିକ ମାତ୍ରାରେ ଝାଳ ବାହାରିଥାଏ |
6- ଚିନ୍ତା, ଭୟ ଓ ମାନସିକ ଉତ୍ତେଜନା ହେତୁ ବି ତ୍ୱଚାରୁ ଝାଳ ବାହାରିଥାଏ ।
7- ଯୌବାନାବସ୍ଥାରେ ହରମୋନରେ ପରିବର୍ତ୍ତନ କାରଣରୁ ମଧ୍ୟ ଶରୀରରୁ ଅଧିକ ଝାଳ ବାହାରିଥାଏ |
ଅଧିକ ଝାଳ ବାହାରିବାର ଲକ୍ଷଣ ଦେଖାଯିବା ପରେ ତୁରନ୍ତ ଏହାର ଚିକିତ୍ସା ବ୍ୟବସ୍ଥା କରାଯିବା ଉଚିତ।
Image Source - IndiaMART
Image Source - Pinterest
Image Source - MYC!
ରୋଗର ନାଁ ହେଉଛି ହାଇପରହାଇଡ୍ରୋସିସ୍
ଏହି ରୋଗରେ ରୋଗୀକୁ ବିନା କାରଣରେ ତଥା ବିନା ଗରମରେ ହିଁ ଦେହରୁ ପ୍ରବଳ ଝାଳ ବୋହିଥାଏ | ହାତ, ପାଦ, ଗୁପ୍ତାଙ୍ଗ ତଥା କାଖରେ ମଧ୍ୟ ଏତେ ମାତ୍ରାରେ ଝାଳ ବୋହେ ଯେଉଁ କାରଣରୁ କପଡା ମଧ୍ୟ ଓଦା ହୋଇଯାଏ । । 200 ଜଣ ମଧ୍ୟରେ ଜଣକୁ ଏହି ରୋଗ ହୋଇଥାଏ |
ଏହି ସମସ୍ୟାରୁ ପ୍ରମୁଖ ହେଉଛି ମେନୋପଜ୍, ମଧୁମେହ, ହାଇପରଥାଇରାଇଡିଜମ୍ ତଥା ଲୋ-ଗ୍ୟୁକ୍ଳୋଜ୍ ଇତ୍ୟାଦି | ଏହି କାରଣରୁ ଆପଣଙ୍କୁ ଏଭଳି ଦିଗ ପ୍ରତି ଅଣଦେଖା କରିବା ଆଦୌ ଉଚିତ୍ ନୁହେଁ ।
ଏହା ଉଭୟ ଘରୋଇ ତଥା ମେଡିକାଲ୍ରେ ଚିକିତ୍ସା ସମ୍ଭବ ହୋଇପାରିବ ।
ଘରୋଇ ଚିକିତ୍ସାରେ...
Image Source - Pulse Live Kenya






0 Comments
Do you have any doubts or suggestions? Ask them here in the comments!