1.ଯଦି ଆପଣ ପ୍ରତ୍ୟେକ ଦିନ ରୁଟି ରେ ଘିଅ ଲଗାଇ ସେବନ କରନ୍ତି ତେବେ ପେଟ ଦରଜ ସମସ୍ୟା ହେଇନଥାଏ |
2.ଯେଉଁ ଲୋକଙ୍କର ଓଜନ ବୃଦ୍ଧି ହେଉନାହିଁ ସେହି ଲୋକେ ରୁଟି ରେ ଘିଅ ମିଶାଇ ସେବନ କରିବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ହେଇଥାଏ |
3.ରୁଟି ରେ ପ୍ରତ୍ୟେକ ଦିନ ଘିଅ ଲଗାଇ ସେବନ କରିବା ଦ୍ୱାରା ଆମର ହାଡ଼ ମଜବୁତ ହେଇଥାଏ |
4.ରୁଟି ରେ ଘିଅ ଲଗାଇ ଖାଇବା ଦ୍ୱାରା ଆମ ଶରୀର ରେ ରକ୍ତ ରେ ଥିବା କ୍ୟାଲସିୟମ ଜମାଟ ବାନ୍ଧି ନ ଥାଏ | ଏହା ଦ୍ୱାରା ଶରୀର ରେ ଅଚାନକ କୌଣସି ରୋଗ ହେଇନଥାଏ |
5.ଆପଣ ଜାଣି ନ ଥିବେ କି ଦେଶୀ ଘିଅ ରେ ଥିବା ସିଏଲଏ ଆପଣଙ୍କର ମେଟାବୋଲିଯିମ କୁ ଏହା ନିୟନ୍ତ୍ରଣ ରେ ରଖିଥାଏ | ଏବଂ ଶରୀର କୁ ଡାଇବେଟିଜ ରୋଗ ବୃଦ୍ଧି ହେବାରୁ ମଧ୍ୟ ଏହା ରକ୍ଷ୍ୟା କରିଥାଏ |
6.ଘିଅ ସେବନ ଦ୍ୱାରା ଶରୀର ରେ ଥିବା ଚର୍ବି କୁ ଏହା ଭିଟାମିନ ରେ ପରିବର୍ତ୍ତନ କରିଥାଏ | ଘିଅ ରେ ଫ୍ୟାଟି ଏସିଡ କମ ରହିଥାଏ | ତେଣୁ ଏହା ର ସେବନ ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହେଇ ଯାଇଥାଏ |
0 Comments
Do you have any doubts or suggestions? Ask them here in the comments!