ମନ୍ଦିର ଯିବାରେ ଫାଇଦା
Image Source - indiatoday.in
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଲୋକମାନେ ମନ୍ଦିର ଯାଆନ୍ତି । ମନ୍ଦିର ଯିବା ଦ୍ୱାରା ଏହାର କିଛି ସ୍ୱାସ୍ଥ୍ୟ ପ୍ରତି ଫାଇଦା ମଧ୍ୟ ରହିଥାଏ ।ଯଦି ଆମେ ପ୍ରତିଦିନ ମନ୍ଦିର ଯିବା ତେବେ ଏହା ଦ୍ୱାରା ଆମର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ନିଜର ଆୟତ ରହିବ । ଆସନ୍ତୁ ଜାଣିବା ଆମର ପ୍ରତିଦିନ ମନ୍ଦିର ଯିବା ଦ୍ୱାରା ହୋଇଥାଏ କଣ କଣ ଫାଇଦା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନ୍ଦିର ଗଲେ ଆମକୁ ଏତେ ସବୁ ଲାଭ ହୁଏ ।
ଉଚ୍ଚ ରକ୍ତଚାପର ସମସ୍ୟା ନିୟନ୍ତ୍ରଣ
Image Source - cntraveler.com
ପ୍ରତିଦିନ ଖାଲି ପାଦରେ ମନ୍ଦିର ଯିବା ଦ୍ୱାରା ମନ୍ଦିରରେ ଥିବା ସକରାତ୍ମକ ଉର୍ଜା ଆମ ପାଦ ଜରିଆରେ ଆମ ଶରୀର ଭିତରକୁ ପ୍ରବେଶ କରିଥାଏ । ଖାଲି ପାଦରେ ଚାଲିବା ଦ୍ୱାରାପାଦରେ ଥିବା ପ୍ରେଶର ପୟେଣ୍ଟ ଉପରେ ଦବାବ ମଧ୍ୟ ପଡିଥାଏ ଯାହାଦ୍ୱାରା ହୋଇଥିବା ରକ୍ତଚାପ ସମସ୍ୟା କୁ ନିୟନ୍ତ୍ରଣ କରା ଯାଇପାରିବ ।
ଷ୍ଟ୍ରେସ ଦୂର କରିବା ପାଇଁ
Image Source - Khabardigital.com
ପ୍ରତି ଦିନ ମନ୍ଦିର ଯାଆନ୍ତୁ ସେଠିକାର ଶାନ୍ତ ପରିବେଶ ଏବଂ ଶଙ୍ଖର ଆବାଜ ମନକୁ ଶାନ୍ତ କରେ | ଏହା ଦ୍ୱାରା ଚିନ୍ତା ଦୂର ହୁଏ ।
ଏକାଗ୍ରତା ବଢେଇବା ପାଇଁ
Image Source - Oneindia Hindi
କେବଳ ମନ୍ଦିର ଯିବା ଦ୍ୱାରା ନୁହେଁ ମୁଣ୍ତରେ ଚନ୍ଦନ ଲଗାଇଲେ ମୁଣ୍ତ ଶାନ୍ତ ହୁଏ | ଦୁଇ ଆଖିପତାର ମଝିରେ ତିଳକ ଲଗାଇଲେ ଆମର ମୁଣ୍ଡର ଖାସ ଜାଗାରେ ଦବାବ ପଡେ |ଏକାଗ୍ରତା ବଢେ |
ଏନର୍ଜି ଲେଭଲ ବଢେଇବା ପାଇଁ
Image Source - Tentaran
ମନ୍ଦିରର ଘଣ୍ଟିର ଆବାଜ ମଧ୍ୟ ଶରୀର ସହ ଜଡିତ । ଗୋଟେ ରିସର୍ଚ ଅନୁସାରେ ଯେବେ ମନ୍ଦିରରେ ଘଣ୍ଟିର ଆବାଜ ବାଜେ ତାହା ଆମ କାନକୁ ୭ ସେକେଣ୍ତ ପର୍ଯ୍ୟନ୍ତ ଶୁଣାଯାଏ ଯାହା ଫଳରେ ଆମ ଶରୀରର ଆରାମ କରୁଥିବା ପାର୍ଟ ଗୁଡିକ ଆକ୍ଟିଭ ହୋଇଯାନ୍ତି। ଏହା ଏନର୍ଜି ଲେଭେଲ ବଢେଇବାର ସହାୟତା କରିଥାଏ |
ମନ୍ଦିରରେ ଦୁଇ ହାତ ଯୋଡି କରି ପୂଜା କରିଲେ ହାତ ଓ ଆଙ୍ଗୁଠି ର ପଏଣ୍ଟ ଉପରେ ଦବାବ ବଢେ | ଯାହା ଶରୀରର ବହୁତ ପାର୍ଟ ସହିତ ଜଡିତ | ଏହା ଦ୍ୱାରା ବଡିର ଅନେକକୋସିକା ଠିକ ଭାବେ କାମ କରେ ଆଉ ଇମ୍ୟୁନିଟି ବଢେ |
Image Source - Pioneeredge
ମନ୍ଦିରରେ ଥିବା କର୍ପୁର ଆଉ ହବନର ଧୂଆଁ ବ୍ୟାକେରିଆ ଦୂର କରେ | ଏହା ଦ୍ୱାରା ୱାୟରଲ ଇଂଫେକ୍ସନ ସମସ୍ୟା ଦୂର ହୁଏ ।
Image Source - Nestrend








0 Comments
Do you have any doubts or suggestions? Ask them here in the comments!