କାର୍ତ୍ତିକ ପୂର୍ଣ୍ଣମୀରେ ମହିଳାମାନଙ୍କ ପାଇଁ କିଛି କାମ
Image Source - Twitter
Image Source - Navodaya Times
କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥି ଯାହାକୁ ଡଙ୍ଗାଭସା ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ପ୍ରାତଃ ସ୍ନାନ କରି ଡଙ୍ଗା ଭସାଇ ଓ ଦେବୀଦେବତାଙ୍କ ଦର୍ଶନ କରିବା ଦ୍ୱାରା କୋଟି ପୂଣ୍ୟ ମିଳିଥାଏ | ଏମିତି କିଛି ଉପାୟ ଯାହାକୁ ଏହି ଦିନ କରିବା ଦ୍ୱାରା ବ୍ୟକ୍ତିର ଜୀବନ ସଦା ସର୍ବଦା ପାଇଁ ସୁଖମୟ ହୋଇଥାଏ |
ପୂର୍ଣ୍ଣମୀ ଦିନ ମହିଳାମାନେ ଏହି କାମ କଲେ ସ୍ଵାମୀଙ୍କ ଭାଗ୍ୟ ଚମକିଥାଏ, ମା' ଲକ୍ଷ୍ମୀଙ୍କର ଅଶେଷ କୃପା ମିଳିଥାଏ |
୧. ପ୍ରଥମେ ଆପଣ ଜାଣି ରଖନ୍ତୁ କି ପୂର୍ଣ୍ଣମୀ ମା' ଲକ୍ଷ୍ମୀଙ୍କର ଅତିପ୍ରିୟ ଦିନ ହୋଇଥାଏ । ଏହି ଦିନ ମା' ଲକ୍ଷ୍ମୀଙ୍କର ଆରାଧନା କଲେ ଜୀବନରେ ସୁଖର ଅଭାବ ରହି ନଥାଏ |ତେବେ ପୂର୍ଣ୍ଣିମା ଦିନ ଆପଣ ନିଶ୍ଚୟ ମା' ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ ।
Image source - Patrika
୨. ଏହି ଦିନ ପ୍ରାତଃ ୫.୦୦ ଠାରୁ ୧୦.୦୦ ପର୍ଯ୍ୟନ୍ତ ଓ଼ସ୍ଥ ଗଛରେ ମା' ଲକ୍ଷ୍ମୀଙ୍କର ବାସ ହୋଇଥାଏ । ତେଣୁ ଏହି ଦିନ ଯେଉଁ ବ୍ୟକ୍ତି ଜଳରେ କ୍ଷୀର ମିଶାଇ ଓ଼ସ୍ଥ ଗଛରେ ଚଢାଏ ତା' ଉପରେ ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
Image Source - Business-Standard
୩. ତୃତୀୟ କଥାଟି ହେଲା ପୂର୍ଣ୍ଣିମା ଦିନ ଗରିବଙ୍କୁ ଅନ୍ନ ଦାନ କଲେ ଚନ୍ଦ୍ର ଗ୍ରହ ଶୁଭଫଳ ଦେଇଥାନ୍ତି ।
Image source - Bhaskar
୪. ଏହି ଦିନ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀରରେ ମହୁ କିମ୍ବା ଗଙ୍ଗାଜଳ ମିଶାଇ ଶିବଲିଙ୍ଗରେ ଢାଳିଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ।
Image sources - Twitter








0 Comments
Do you have any doubts or suggestions? Ask them here in the comments!