ୟୁରିନ ଲିକ
ୟୁରିନ ଲିକ୍ର ସମସ୍ୟା
ଏହାର ପ୍ରଥମ କାରଣ ସ୍ଟେସ ୟୁରିନାରୀ ଇନକଣ୍ଡିନେସ (ଏସୟୁଆଇ) ହୋଇପାରେ। କାଶ ଏବଂ ଛିଙ୍କ ଦ୍ୱାରା ଯୁରିନ ଲିକ ହେବା ଗୋଟେ ସାଧାରଣ ସମସ୍ୟା ଅଟେ। କିନ୍ତୁ ମହିଳା ମାନେ ଲାଜ କାରଣରୁ ଏହାକୁ ଲୁଚାଇଥାନ୍ତି। ଏହାଦ୍ୱାରା ୟୁରିନାରୀ ଇନଫେକସନ ହେବାକୁ ଲାଗିଥାଏ।
ଏହି ସମସ୍ୟା ହରମୋନରେ ପରିବର୍ତ୍ତନ, ଓଜନ ଏବଂ ବୟସ ବଢ଼ିବା ସହିତ ଭର୍ଜାଇନାଲ ଓାଲ ଡ୍ୟାମେଜ ହୋଇଥାଏ। ଏହିଭଳି ଭାବେ ଭର୍ଜାଇନାରେ ସଂକ୍ରମଣ ଆସି ଯିବାରୁ ସମ୍ପଦ୍ଧରେ ସମସ୍ୟା ଆସିଥାଏ। ଏହା ସହିତ ପୋଷ୍ଟ ଡେଲିଭରୀରେ ସମସ୍ୟା ଆସିଥାଏ।
କଣ ଏହାର ଚିକିତ୍ସା
ଫେମିଲିଫୁ ସିଓଟୁ ଲେଜର ଟେକ଼ୋଲୋଜିରେ କାମ କରିଥାଏ, ଏହାଦ୍ୱାରା ଭର୍ଜାଇନାଲ ଟିସୁ ହିଟ କରାଯାଇଥାଏ | ଏହାଦ୍ୱାରା ନୂଆ କଲେଜନ ହେବାକୁ ଲାଗିଥାଏ। ଭର୍ଜାଇନର ଷ୍ଟେଗଥ ବଢ଼ିଯାଇଥାଏ ଏବଂ ଇମ୍ୟୁନିଟୀ ରେସିଷ୍ପେନ୍ସ ବଢ଼ିଯାଇଥାଏ। ଏହା ଦ୍ୱାରା ଏସୟୁଆଇ ଏବଂ ସମ୍ବନ୍ଧ ରଖିବାରେ ହେଉଥିବା ସମସ୍ୟାର ସର୍ଜରୀ ବିନା ଚିକିତ୍ସାରେ ହୋଇପାରିବ।
ବାରମ୍ବାର ପରିସ୍ରା ଯୌନ ଜୀବନକୁ କରେ ପ୍ରଭାବିତ
- ପୁରୁଷ ହୁଅନ୍ତୁ ଅଥବା ମହିଳା,ବାରମ୍ବାର ପରିସ୍ରା କଲେ ତାଙ୍କର ଯୌନ କ୍ଷମତା ହ୍ରାସ ପାଇବା ଆଶଙ୍କା ରହିଛି । ଯଦି କୌଣସି କାରଣରୁ ପରିସ୍ରାକୁ ଧରି ରଖୁନପାରନ୍ତି, ତେବେ ଏଭଳି ସମସ୍ୟାର ସମ୍ମୁଖୀନ ହେବେ |
- ଗବେଷକମାନେ ମଧ୍ୟ ପ୍ରକାଶ କରିଛନ୍ତି ଯେ ପରିସ୍ରାକୁ ଦୀର୍ଘସମୟ ଧରି ରଖିବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ମାନସିକ ଅବସାଦ, ମେଦବହୁଳତା, ମଧୁମେହ ରହିଲେ ବାରମ୍ବାର ପରିସ୍ରା ଲାଗିବା ଭଳି ସମସ୍ୟା ଦେଖାଯାଏ |
- ୟୁକେର ମାଞ୍ଚେଷ୍ଟର ମେଟ୍ରୋପଲିଟାନ ୟୁନିଭରସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ବାରମ୍ବାର ପରିସ୍ରା ଯାଉଥିବା ପୁରୁଷ ଓ ମହିଳାଙ୍କର ଯୌନ କ୍ଷମତା ହ୍ରାସ ପାଇଥାଏ। ବିଶେଷକରି ପୁରୁଷଙ୍କଠାରେ ଯୌନ ଅକ୍ଷମତା ଦେଖାଦେବା ସହି
- ସେମାନଙ୍କର ଶୁକ୍ରାଣୁ ନିର୍ଗମନରେ ମଧ୍ୟ କଷ୍ଟ ହୋଇଥାଏ |
- ୩୮୦୫ ଜଣ ଅବସର ନେଇଥିବା ଅଥବା ପରିଣତ ବୟସରେ ପହଞ୍ଚିଥିବା ପୁରୁଷ ଓ ମହିଳାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା | ମହିଳାଙ୍କ କ୍ଷେତ୍ରରେ ବାରମ୍ବାର ପରିସ୍ରା ହେବା ଅଧିକ ପରିଲକ୍ଷିତ ହୋଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ତୁଳନାତ୍ମକ ଭାବେ କମ୍ ରହିଥାଏ।
- ଏହି ସମସ୍ୟାର ଉପଯୁକ୍ତ ଚକିତ୍ସା କରାନଗଲେ ଯୌନ ସ୍ୱାସ୍ଥ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି |



0 Comments
Do you have any doubts or suggestions? Ask them here in the comments!