ରାଶିଫଳ ଅନୁସାରେ ଦାନ

ରାଶିଫଳ ଅନୁସାରେ ଦାନ

କେଉଁ ଜିନିଷ ଦେଲେ କେଉଁ ଲାଭ ମିଳିଥାଏ 

  ଅନ୍ନ ଦାନ

ଅନ୍ନ ଦାନ କଲେ ଜୀବନରେ ଅନ୍ନର ଅଭାବ ରହେ ନାହିଁ |
ତେବେ ଅନ୍ନ ଦାନ ରୋଷେଇ ନକରି ଦେଲେ ଅଧିକ  ଭଲ
ହୋଇଥାଏ |

ଧାତୁ ଦାନ

ବିଶେଷ ଦଶାରେ ଧାତୁର ଦାନ କରନ୍ତୁ | ଏହି ଦାନ ସେହି
ବ୍ୟକ୍ତିକୁ କରନ୍ତୁ ଯିଏ ଦାନ କରାଯାଉଥିବା ବସ୍ତୁର  ପ୍ରୟୋଗ
କରିବ | ଧାତୁ ଦାନ କଲେ ଆସିଥିବା ବିପତ୍ତି  ଟଳିଯିବ |

ବସ୍ତ୍ର ଦାନ

ବସ୍ତ୍ର ଦାନ  କଲେ ଆର୍ଥିକ  ସ୍ଥିତି  ସର୍ବଦା ଉତ୍ତମ ରହିଥାଏ ।
ସେହି ସ୍ତରର ବସ୍ତ୍ର  ଦାନ କରନ୍ତୁ |ଯେଉଁ ସ୍ତ୍ରରର ବସ୍ତ୍ର  ଆପଣ ପରିଧାନ କରୁଛନ୍ତି । ଚିରା, ଫଟା ଏବଂ ପୁରୁଣା ବସ୍ତ୍ର  କେବେ
ଦାନ କରନ୍ତୁ ନାହିଁ ।

କେଉଁ ରାଶିର ଲୋକ କେଉଁ ଜିନିଷ ଦାନ କରିବା ଉଚିତ୍‌ ନୁହେଁ 


ମେଷ :ସୂର୍ଯ୍ୟ ଏବଂ ମିଠା ଜିନିଷ ଦାନ କରନ୍ତୁ  ନାହିଁ |








ମିଥୁନ :ଶୁକ୍ର ଏବଂ ସବୁଜ ଜିନିଷ ଦାନ କରନ୍ତୁ ନାହିଁ |




କର୍କଟ :ଚନ୍ଦ୍ରମା ଏବଂ ସୁନା ଦାନ କରନ୍ତୁ  ନାହିଁ ।




ସିଂହ :ମଙ୍ଗଳ ଏବଂ ଭୂମି କିମ୍ବା ମାଟି ଦାନ କରନ୍ତୁ ନାହିଁ |




କନ୍ୟା :ବୁଧ ଏବଂ କ୍ଷୀର ଦାନ କରନ୍ତୁ  ନାହିଁ |




ତୁଳା :ଶନି ଏବଂ କଳା ଜିନିଷ ଦାନ କରନ୍ତୁ  ନାହିଁ |




ବିଛା :ମଙ୍ଗଳ ଏବଂ ହଳିଦିଆ ଜିନିଷ ଦାନ କରନ୍ତୁ  ନାହିଁ |




ଧନୁ :ସୂର୍ଯ୍ୟ ଏବଂ ମିଠା ଜିନିଷ ଦାନ କରନ୍ତୁ  ନାହିଁ ।




ମକର :ଶୁକ ଏବଂ ତେଲ ଜିନିଷ କେବେ ବି ଦାନ କରନ୍ତୁ ନାହିଁ ।


କୁମ୍ଭ :ଶନି ଏବଂ ସବୁଜ ଜିନିଷ ଦାନ କରନ୍ତୁ ନାହିଁ ।




ମୀନ :ମଙ୍ଗଳ ଏବଂ ଲାଲ୍‌ ରଙ୍ଗର ଜିନିଷ କାହାକୁ ବି ଦାନ
କରନ୍ତୁ ନାହିଁ ।

Post a Comment

0 Comments