ପରିବା ସିଝାଇ ଖାଇଲେ ଲାଭ

ପରିବା ସିଝାଇ ଖାଇଲେ ଲାଭ


ପାଳଙ୍ଗ
ପାଳଙ୍ଗ ଶାଗକୁ ସିଝାଇଲେ ଏଥିରେ ଥିବା ଆଲକୋଲିକ୍  ଏସିଡ୍ ସ୍ତର ନଷ୍ଟ ହୋଇନଥାଏ । ଏହା ଦ୍ୱାରା  କିଡନୀ ସମସ୍ୟା ଦୂର ହୋଇଥାଏ ।
ଟମାଟୋ
ଟମାଟୋ କୁ ସିଝାଇ ଖାଇବା ଦ୍ୱାରା  ଏଥିରେ ଥିବା ଲାଇକୋପିନ୍ ନଷ୍ଟ ହୁଏ ନାହିଁ । ଏହା ଦ୍ୱାରା  କୋଲେଷ୍ଟେରଲ କମ୍ ହୁଏ ।
ଆଳୁ
ଆଳୁ କୁ  ବିନା ପ୍ରେସର କୁକର ରେ ସିଝାଇ ଖାଇବା ଦ୍ୱାରା  ଏଥିରେ ଥିବା କାର୍ବୋହାଇଡ୍ରେଟ ମାତ୍ରା କମିଯାଏ । ଏହାଦ୍ୱାରା  ଓଜନ ନିୟନ୍ତ୍ରଣ ରହିଥାଏ ।
ପତ୍ରକୋବି ଓ ଫୁଲକୋବି
ଏହା କୁ ସିଝାଇବା ଦ୍ୱାରା  ଏଥିରେ ଥିବା ବ୍ୟାକ୍ଟେରିଆ ମରିଯାଆନ୍ତି ।  ଏହାକୁ ଖାଇବା ଦ୍ୱାରା  ଓଜନ ହ୍ରାସ ପାଏ ।
ଶିମଲା ମିର୍ଚ୍ଚ
ଏହା କୁ ସିଝାଇ ଖାଇବା ଦ୍ୱାରା  ଭିଟାମିନ୍ ଏ' ନଷ୍ଟ ହୋଇନଥାଏ । ଫଳରେ ଏହା ଆଖି କୁ ସୁସ୍ଥ ରଖିଥାଏ ।
ବିନ୍ସ 
ଏହା କୁ ସିଝାଇ ଖାଇବା ଦ୍ୱାରା  ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ।
ଛତୁ
ଛତୁ ସିଝା ଖାଇବା ଦ୍ୱାରା  ଏଥିରେ ଥିବା ଭିଟାମିନ୍ ଡି' ଓ କ୍ୟାଲସିୟମ ନଷ୍ଟ ହୋଇନଥାଏ । ଏହା  ଦ୍ୱାରା  ଅସ୍ଥି ଶକ୍ତ ହୋଇଥାଏ ।

Post a Comment

0 Comments