ନେଲପଲିସରେ ହାତର ସୌନ୍ଦର୍ଯ୍ୟ

ନେଲପଲିସରେ ହାତର ସୌନ୍ଦର୍ଯ୍ୟ

ମହିଳାଙ୍କ ହାତ ଓ ଅଙ୍ଗୁଳିର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ନେଲପଲିସର ଏକ ପ୍ରମୁଖ ଭୂମିକା ରହିଛି | ଏବର ଫେସନ ଅନୁସାରେ ଯୁବତୀମାନେ ଗାଢା ରଙ୍ଗର ନେଲପଲିସ ପିନ୍ଧିବାକୁ ଅଧିକ ପସନ୍ଦ କରିଥାନ୍ତି | 

  
  • ଭଲ କଂପାନୀର ନେଲପଲିସ ବ୍ୟବହାର କରିବା ନଖ ପାଇଁ ଉତ୍ତମ |
  • ହାତ ନଖରେ ହାଲକା ରଙ୍ଗର ନେଲପଲିସ ଲଗାଇବା ବେଳେ ଗୋଡ଼ ନଖରେ ଖାଡା ରଙ୍ଗର ନେଲପଲିସ ଲଗାଇବା ଉଚିତ।
  •  ଗ୍ରୀଷ୍ମ ଋତୁରେ ଗୋଡ଼ ନଖରେ ହାଲକା ରଙ୍ଗର ନେଲପଲିସ ଲଗାଇବା ଉଚିତ।
  • କିନ୍ତୁ ଶୀତ ଋତୁ ଓ ବର୍ଷାଋତୁ ରେ ଖାଡା ରଙ୍ଗର ନେଲପଲିସ ଲଗାଇବା ଉଚିତ।
  • ସପ୍ତାହକୁ ଗୋଟିଏ ଦିନ ଅନ୍ତତଃ ହାତରୁ ନେଲପଲିସ ଛଡ଼ାଇ ନଖ କୁ ଆରାମ ଦେବା ଉଚିତ ।
  • ନେଲପଲିସ ଲଗାଇ ଥଣ୍ଡା ପାଣି ରେ ହାତ କୁ ରଖିଲେ ଶୀଘ୍ର ଶୁଖିଯାଏ ।
  • ନେଲପଲିସ କିଣିବା ପୂର୍ବରୁ ତାହାର ଏକ୍ସପାରୀ ସମୟ ଅଛିକି ନାହିଁ ଦେଖିବା ଦରକାର ।
  • ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ୨୦୧୪ ମସିହାରେ ସବୁଠାରୁ ଅଧିକ ଲାଲ, ହଳଦୀ ଓ ଈଷତ୍ ଗୋଲାପୀ ରଙ୍ଗର ନେଲପଲିସ ବିକ୍ରି ହୋଇଥିଲା ।


Post a Comment

0 Comments