ମିଠା ଖାଇଲେ ଡାଇବେଟିସ୍ ହୁଏ ନାହିଁ
ମିଠା ଖାଇଲେ ଡାଇବେଟିସ୍ ହୁଏ ନାହିଁ,ଏହି ୪ଟି କାରଣରୁ ଡାଇବେଟିସ୍ ହୋଇଥାଏ |ଅନେକ ସମୟରେ ଲୋକମାନେ କହିଥାନ୍ତି, ଅଧିକ ମିଠା ଖାଅ ନାହିଁ ନଚେତ ଡାଇବେଟିସ୍ (ମଧୁମେହ ରୋଗ) ହେବାର ସମ୍ଭାବନା ଦେଖାଯିବା | କ'ଣ ସତରେ ଅଧିକ ମିଠା ଖାଇଲେ ମଧୁମେହ ରୋଗ ହୋଇଥାଏ ? ଏହି କଥା ସତ ଯେ, ମଧୁମେହ ରୋଗୀଙ୍କୁ ଡାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ କଣ ମିଠା ଖାଇ ପାରିବେ ନାହିଁ ? ପ୍ରକୃତରେ କେଉଁକାରଣରୁ ଲୋକମାନଙ୍କୁ ମଧୁମେହ ରୋଗ ହୋଇଥାଏ ଆସନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ....
୧) ପ୍ରତ୍ୟେକ ବ୍ୟକ୍ତି ଦିନକୁ ଅତିକମ୍ ରେ ୬ ରୁ ୮ ଘଣ୍ଟା ଶୋଇବା ଦରକାର | ଯେଉଁ ଲୋକମାନେ ଠିକ ଭାବରେ ଶୋଇ ପାରନ୍ତି ନାହିଁ, ଅନିଦ୍ର| ରହି କାମ କରନ୍ତି କିମ୍ବା ବିଳମ୍ବରେ ଶୋଇ ଶୀଘ୍ର ଉଠିଯାନ୍ତି, ସେମାନଙ୍କ ପାଖରେ ଏହି ରୋଗ ଦେଖା ଯାଇଥାଏ ।
୨) ମଧୁମେହ ରୋଗ ମିଠା ଖାଇବା ଯୋଗୁଁ ନୁହେଁ ବରଂ ମୋଟାପଣ ହେତୁ ହୋଇଥାଏ | ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ |
ଯାହ|ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ |
୩) ଆପଣ ଯଦି ଆବଶ୍ୟକତା ଠାରୁ ଅଧିକ ସମୟ ଅବସାଦଗ୍ରସ୍ତ ରହିବେ, ତେବେ ଶରୀରରେ ସର୍କରା ସ୍ତର ବଢ଼ି ଯାଇଥାଏ ଏବଂ ଅବସାଦ ରହିବା ଫଳରେ ଆପଣ କୌଣସି
ଗୋଟିଏ କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ନିଶ୍ଚିତ ଭାବରେ, ତେବେ ଆପଣ ଖୁବ୍ ଶୀଘ୍ର ଏହି ରୋଗରେ ପଡ଼ିବାକୁ ଯାଉଛନ୍ତି ବୋଲି ଜାଣି ନିଅନ୍ତୁ ।
୪) ଯେଉଁ ଲୋକମାନେ ଅତ୍ୟଧିକ ସମୟ ଗୋଟିଏ ନିର୍ଦ୍ଧିଷ୍ଟ ଜାଗାରେ ବସି କାମ କରନ୍ତି ବା ଅଫିସରେ ଚେୟାରରେ ବସି କାମ କରନ୍ତି କିନ୍ତୁ ବ୍ୟାୟାମ କରନ୍ତି ନାହିଁ |ସେମାନଙ୍କଠାରେ ଏହି ରୋଗ ଦେଖାଯିବାର ଆଶଙ୍କା ୮୦ ପ୍ରତିଶତ ରହିଥାଏ |
ଯାହ|ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ |
୩) ଆପଣ ଯଦି ଆବଶ୍ୟକତା ଠାରୁ ଅଧିକ ସମୟ ଅବସାଦଗ୍ରସ୍ତ ରହିବେ, ତେବେ ଶରୀରରେ ସର୍କରା ସ୍ତର ବଢ଼ି ଯାଇଥାଏ ଏବଂ ଅବସାଦ ରହିବା ଫଳରେ ଆପଣ କୌଣସି
ଗୋଟିଏ କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ନିଶ୍ଚିତ ଭାବରେ, ତେବେ ଆପଣ ଖୁବ୍ ଶୀଘ୍ର ଏହି ରୋଗରେ ପଡ଼ିବାକୁ ଯାଉଛନ୍ତି ବୋଲି ଜାଣି ନିଅନ୍ତୁ ।
ସ୍ୱାସ୍ଥ୍ୟ ସମ୍ପର୍କିତ ଏହି ଆନୁଛେଦଟି ଆପଣଙ୍କୁ କେମିତି ଲାଗିଲା Comment କରି ଜଣାନ୍ତୁ ଏବଂ ଭଲ ଲାଗିଲେ Share କରନ୍ତୁ !!! ଜୟ ଜଗନାଥ !!!

1 Comments
Keep it up and be knowledgeous.
ReplyDeleteDo you have any doubts or suggestions? Ask them here in the comments!