କେଉଁ ରାଶି ର ବ୍ୟକ୍ତି ସହିତ ବିବାହ କରିବା ଉଚିତ ନୁହେଁ
ମେଷ : ମେଷ ରାଶି ବ୍ୟକ୍ତି ବିଛା ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଶୁଭ ବୋଲି ଧରାଯାଏ ନାହିଁ |
ବୃଷ : ଏହି ରାଶିର ଲୋକଙ୍କୁ ଧନୁ ରାଶିର ଲୋକଙ୍କ ସହିତ ବିବାହ କରିବାକୁ ମନା କରାଯାଇଛି |
ମିଥୁନ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ବ୍ୟକ୍ତିଙ୍କୁ ମକର ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ |
କର୍କଟ : ଏହି ରାଶିର ବ୍ୟକ୍ତି କୁମ୍ଭ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ବିଲକୁଲ ବି ଉଚିତ ନୁହେଁ |
ସିଂହ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିକୁ ବିଛା ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଶୁଭ ଧରାଯାଏ ନାହିଁ।
କନ୍ୟା : କନ୍ୟା ରାଶିର ବ୍ୟକ୍ତି ସିଂହ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ |
ତୁଳା : ଏହି ରାଶିର ଜାତକ କୁ କନ୍ୟା ରାଶିର ଜାତକ ସହିତ ବିବାହ କରିବା ଉଚିତ ନୁହେଁ |
ବିଛା : ବିଛା ରାଶିର ବ୍ୟକ୍ତି ମେଷ ରାଶିର ବ୍ୟକ୍ତି ସହିତ ବିବାହ କରିବା ଉତ୍ତମ ହୋଇନଥାଏ |
ବିଛା : ବିଛା ରାଶିର ବ୍ୟକ୍ତି ମେଷ ରାଶିର ବ୍ୟକ୍ତି ସହିତ ବିବାହ କରିବା ଉତ୍ତମ ହୋଇନଥାଏ |
ଧନୁ : ଜ୍ୟୋତିଷ ଶାସ୍ତ୍ର ରେ ଧନୁ ରାଶିର ବ୍ୟକ୍ତି ବୃଷ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଶୁଭ ହୋଇନଥାଏ |
ମକର : ମକର ରାଶିର ବ୍ୟକ୍ତିଙ୍କୁ ମିଥୁନ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ |
କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିଙ୍କୁ କର୍କଟ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ମନା କରାଯାଇଛି |
ମୀନ : ଏହି ରାଶିର ବ୍ୟକ୍ତିଙ୍କୁ କନ୍ୟା ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ |


0 Comments
Do you have any doubts or suggestions? Ask them here in the comments!