ଝାଡୁ ଉପରେ କିଛି ନିୟମ
ଝାଡୁ ଉପରେ କିଛି ନିୟମ
ଝାଡୁ ଲଗାଇବାର ସଠିକ୍ ସମୟ ହୋଇଥାଏ ସକାଳ ୪-୫ ମଧ୍ୟରେ , ଏହି ସମୟରେ ଯେବେ ମା ଲକ୍ଷ୍ମୀ ଘର ମଧ୍ୟକୁ ଆଗମନ କରିଥାନ୍ତି , ଯେଉଁ ମହିଳା କିମ୍ବା ପୁରୁଷ ଝାଡୁ ଲଗାଇଥାଏ , ତାଙ୍କ ଘରେ ଖୁବ୍ ପଇସା ଆସିଯାଇଥାଏ , ଆପଣ ପୁରା ଦିନରେ ଯେ କୌଣସି ସମୟରେ ଝାଡୁ ଲଗାଇପାରିବ ,କିନ୍ତୁ ଧ୍ୟାନ ରଖିବେ କି ଆରମ୍ଭରୁ ଝାଡୁ ଏହି ସମୟରେ ଲଗାଇବେ , ଯାହା ଦ୍ୱାର ଘରେ ସମୃଦ୍ଧି ବଢିବ ।
- ନୂଆଁ ଝାଡୁ ରବିବାର କିମ୍ବା ମଙ୍ଗଳବାର ଦିନ କିଣିଲେ ଶୁଭ ହୋଇଥାଏ |
- ନୂଆଁ ଝାଡୁ ଶନିବାର ମିଶାଇଲେ ଶୁଭ ହୋଇଥାଏ |
- ଝାଡ଼ୁକୁ ଘରର ନୈଋତ ଦିଗରେ ରଖିବ ଉଚିତ |
- ଝାଡୁ ପାଦରେ ଲାଗିଲେ ସଂଗେ ସଂଗେ ଗୋଡ ଧୋଇବା ଉଚିତ |
- ସକାଳୁ ଘରୁ ଯଦି କିଏ ଦୂରକୁ ଯାତ୍ରା କରେ ତେବେ ସେ ଯିବାର 1/2 ଘଣ୍ଟା ପରେ ଝାଡୁ ମାରିବା ଉଚିତ |
- ଯଦି କିଏ ପାଖକୁ ଯାତ୍ରା କରେ ତେବେ ଅଧ ଘଣ୍ଟା ପରେ ଝାଡୁ ମାରିବା ଉଚିତ |
- ଝାଡ଼ୁକୁ ରୋଷେଇ ଗୃହ (Kitchen room) କିମ୍ବା ଭଣ୍ଡାର ଗୃହ (Store room) ରେ ରଖିବା ଉଚିତ ନୁହେଁ |
- ବ୍ରହ୍ମ ମୁହୂର୍ତ୍ତରେ କାହାକୁ କିଛି ନ କହି ନୂଆଁ ଝାଡୁକୁ ନେଇ ଯେ କୌଣସି ମନ୍ଦିରରେ ଗୁପ୍ତ ଦାନ କରିଲେ ପୂର୍ଣ୍ଣ୍ୟ ମିଳେ |
- ଝାଡ଼ୁକୁ ଘରର ଛାତ ଉପରେ /ଘରର ପ୍ରବେଶ ଦ୍ୱାରରେ /ଖଟ ତଳେ ଡ଼ାକିବ ଉଚିତ ନୁହେଁ |
- ଝାଡ଼ୁକୁ ରାତିରେ ପ୍ରବେଶ ଦ୍ୱାରରେ ରଖ ଯାଇ ପରେ |
- ନୂଆଁ ଘରକୁ ଯେବେ ପ୍ରବେଶ କରିବେ ପ୍ରଥମେ ପୁରୁଣା ଘରର ଝାଡୁ ନେଇ ପ୍ରବେଶ କଲେ ଶୁଭ ହୋଇଥାଏ |
- ସନ୍ଧ୍ୟା ସମୟରେ ବା ରାତ୍ର ସମୟରେ ଝାଡୁ ଲାଗାଇବା ଉଚିତ ନୁହେଁ | ଯଦି ରାତିରେ ନିହାତି ଦରକାର ପଡେ ଝାଡୁ ଲଗାଇ ଅଳିଆ କୁ ନ ଗୋଟାଇ ଗୋଟେ ସାଇଡ଼ରେ ରଖିଦେବା ଉଚିତ |
- ଝାଡ଼ୁକୁ ସଦାବେଳେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରଖିବା ଉଚିତ |
- ଗୁରୁବାର ଦିନ ଘରକୁ ପାଣି ଦ୍ୱାରା ପୋଛା ମାରିବା ଉଚିତ ନୁହେଁ | ଏବଂ ମଇଳା ବସ୍ତ୍ର ସଫା କରିବା ଉଚିତ ନୁହେଁ |
- ଝାଡ଼ୁକୁ ସଦାବେଳେ ଶୁଆଇ କିମ୍ବା ଓଲଟା ରଖିବା ଉଚିତ | ଏହି 2ଟି ଫଟୋ ରେ ଯେପରି ଦେଖା ଯାଇଛି |
-
0 Comments
Do you have any doubts or suggestions? Ask them here in the comments!