ଚା ପିଉଥିଲେ ହୋଇଯାଆନ୍ତୁ ସାବଧାନ
ଓଡିଶାରେ ଅଧିକାଂଶ ଲୋକ ସକାଳ ସଂଜରେ ଚା ପିଇବାର ଅଭ୍ୟାସ ରଖନ୍ତି । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚା ପିଇବାକୁ ପସନ୍ଦ କରିଥାନ୍ତି । ଗୋଟିଏ ରିପୋଟ ଅନୁସାରେ ଓଡ଼ିଶାରେ ପ୍ରତି 10 ଜଣରୁ 6 ଜଣ ଚା ପିଇଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି ଚା ଆମ ଶରୀର ପାଇଁ ଉପକାର ନା ଅପକାର ଆଣି ଦେଇଥାଏ ।ତେବେ ଆସନ୍ତୁ ଜାଣିବ ଚା ଆମ ଶରୀରରେ କି କ୍ଷତି ଘଟାଇ ଥାଏ |
ଏବେ ଏବେ ବୈଜ୍ଞାନିକ ମାନେ ଚା ଉପରେ ରିସର୍ଚ କରି ଏମିତି ଏକ ତଥ୍ୟ ଦେଇଛନ୍ତି, ଯାହା ଜାଣିଲେ ଆପଣ ଆଜି ହି ଚା ପିଇବା ଛାଡି ଦେବେ | ଆମେରିକାର ନାମି ଦାମି 23 ଜଣ ବୈଜ୍ଞାନିକ ଦୀର୍ଘ 6 ମାସ ହେବ ଚା ଉପରେ ଏକ ରିସର୍ଚ ଜାରି ରଖିଥିଲେ, ଆଉ ଏବେ ଏବେ ସେ ଏହାର ରିପୋଟ ଜାରି କରିଛନ୍ତି । ତାଙ୍କ ରିପୋଟ ଅନୁସାରେ ଯଦି ଜଣେ ଦିନକୁ 1 କପ ଚା ପିଉଥାଏ, ତେବେ ତା ଉପରେ ସେମିତି ବେଶି କିଛି ପ୍ରଭାବ ପଡିବ ନାହିଁ, ହେଲେ ସେ ଯଦି 1 କପରୁ ଅଧିକ ଚା ପିଉଥାଏ, ତେବେ ବହୁତ ଶିଘ୍ର ସେ ଏହି ସବୁ ମାରାତ୍ମକ ରୋଗର ଶିକାର ହେବ । ତେବେ ଆସନ୍ତୁ ଜାଣିବା ସେ ରୋଗ ସବୁ କଣ ।
ପ୍ରଥମ ରୋଗ : ଚା ପିଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ବଢିଥାଏ, ବିତି ଯାଇଥିବା ପୁରୁଣା କଥା ଗୁଡିକ ମନେ ପଡେ, ଚାରି ଆଡୁ ସବୁ ଚିନ୍ତା ଆସି ମୁଣ୍ଡକୁ ଗୋଳ ମାଳିଆ କରି ଦେଇଥାଏ | ଭୟ ବ ମନରେ ବସା ବାନ୍ଧିଥାଏ ।
ଦ୍ଵିତୀୟ ରୋଗ : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ , ଯେପରି ମଦ , ସିଗେରେଟ ପିଇଲେ ସେଇ ଗୋଟିଏ ନିଷା ହୋଇଯାଏ ସବୁ ବେଳେ ପିଇବାକୁ ଇଚ୍ଛା ହୁଏ । ସେହି ପରି ଚା ମଧ୍ୟ ଏକ ନିଷା ଅଟେ , ନିଷା ଲାଗି ଗଲେ ଛାଡିବା କଷ୍ଟ । ଚା ରେ ନିକୋଟିନ ଥିବା କଥା ବି ରିସର୍ଚରୁ ଦର୍ଶାଯାଇଛି । ଚା ରେ କୋଲେଷ୍ଟୋ୍ରଲ ଅଧିକ ଥାଏ , ଯାହା ଫଳରେ ହାଡ ପାପରା ହୋଇ ଯାଏ | ଶରୀରରେ କୋଲେଷ୍ଟୋରଲର ପରିମାଣ ଦିନକୁ ଦିନ ବଢିବାକୁ ଲାଗେ, ଯାହା ଫଳରେ ମେରୁଦଣ୍ତ ଦୁର୍ବଳ ହୋଇଯାଏ, ଆଉ ମଣିଷ ସିଧା ହୋଇ ଚାଲିବା
କଷ୍ଟ ସାଧ୍ୟ ଆଣ୍ଠୁ ଗଣ୍ଠି ବ୍ୟଥା ଆଦି ଅସୁବିଧାର ସମୁଖୀନ ହୁଏ ।
ଚା ରେ ଫାଇଟୋ କେମିକାଲ ରହିଥାଏ, ତେଣୁ ଅଧିକ ଚା ପିଇଲେ ନିଦ ନ ଆସିବାର ସମସ୍ୟା ଦେଖା ଦିଏ | ଆପଣ ଏ କଥା ବି ଭଲ ଭାବେ ଅନୁଧ୍ୟାନ କରିଥିବେ ନିଦ ଆସୁଥିବା ସମୟରେ ଗୋଟେ କପ ଚା ପି ଦେଲେ ବୁ ନିଦ କୁଆଡେ ଚାଲି ଯାଏ । ହେଲେ ମନେ ରଖନ୍ତୁ ଏହି ଫାଇଟୋ କେମିକାଲ ଆମ ଶରୀରର ପାଇଁ ବହୁତ କ୍ଷତି କାରକ ।
ଚା ପିଇବାର ମାତ୍ରା ଅଧିକ ହେଲେ ଶରୀରରେ ଯୁରିକ ଏସିଡର ପରିମାଣ ମଧ୍ୟ ବଢି ଯାଇଥାଏ, ଗୋଟେ ରିସର୍ଟରୁ ମିଳିଥିବା ତଥ୍ୟ ଅନୁସାରେ , ଚା ପିଇବା ପରେ ଶରୀରରେ 400 ରୁ 500 ପ୍ରତିଶତ ୟୁରିକ ଏସିଡ ବଢି ଯାଇଥାଏ |
ଏହି ସବୁ କିଛି ଥିଲା ଚା ପିଇବା ପରେ ଆମ ଶରୀରରେ ଦେଖା ଦେଉଥୁବା ଅସୁବିଧା | କେବଳ ଆପଣ ସଚେତନ ହେଲେ ହେବନି, ଏହି ଫୋଷ୍ଟ କୁ ଏବେ ହିଁ ସେୟାର କରି ନିଜପାଖ ଆଖରେ ଥିବା ଲୋକଙ୍କୁ ସଚେତନ କରାନ୍ତୁ । ଏହି ଭଳି କିଛି ଜାଣିବା କଥା ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ମୋ ପେଜକୁ , ଜୟ ହିନ୍ଦ ଜୟ ଭାରତ|








0 Comments
Do you have any doubts or suggestions? Ask them here in the comments!