ବ୍ଲଡ ଗ୍ରୁପ୍ ଅନୁସାରେ ଖାଦ୍ୟ

ବ୍ଲଡ଼୍ ଗ୍ରୁପ୍ ଅନୁସାରେ ଖାଦ୍ୟ



ନିଜ ବ୍ଲଡ୍ ଗ୍ରୁପ୍ ଅନୁଯାୟୀ ଠିକ୍ ଡାଏଟ୍ ଚୟନ କଲେ ଆପଣ ଫିଟ୍ ରହିବା ସହ ଅନେକ ରୋଗ ରୁ ମୁକ୍ତି ପାଇପାରିବେ। ତେବେ କେଉଁ ବ୍ଲଡ଼୍ ଗ୍ରୁପ୍ ର ଲୋକ କେଉଁ ଡାଏଟ୍ ଖାଇଲେ ସୁସ୍ଥ ରହିପାରିବେ ,ଆସନ୍ତୁ ଜାଣିବା.............


  • ଏ ବ୍ଲଡ଼୍ ଗ୍ରୁପ୍ : ଏହି ବ୍ଲଡ୍ ଗ୍ରୁପ୍ ର ଲୋକମାନେ ଫଳ ତଥା ତଟକା ପନିପରିବା ଅଧିକ ଖାଇବା ଉଚିତ । ମାଂସ ତୁଳନାରେ ମାଛ ଖାଇବା ଏମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ।
  • ବି ବ୍ଲଡ଼୍ ଗ୍ରୁପ୍ : ଏହି ଗ୍ରୁପ୍ ର ଲୋକମାନଙ୍କ ପାଇଁ କ୍ଷୀର, କ୍ଷୀରରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, ଫଳମୂଳ, ମାଂସ,ମାଛ ଆଦି ଖାଇବା ଲାଭଦାୟକ ।
  • ଏବି ବ୍ଲଡ଼୍ ଗ୍ରୁପ୍ : ଏମାନେ ଫଳମୂଳ, ଶସ୍ୟ ଜାତୀୟ ଖାଦ୍ୟ, ସି ଫୁଡ୍ ଖାଇବା ଦରକାର। ମାଂସ ଅପେକ୍ଷା ମାଛ ଖାଆନ୍ତୁ । ପେଟ ଜନିତ ରୋଗରୁ ମୁକ୍ତି ପାଇବା ପାଇଁ ସକାଳୁ ପ୍ରଥମେ ଗରମ ପାଣି ରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ ।
  • ଓ ବ୍ଲଡ଼୍ ଗ୍ରୁପ୍ : ଏହି ବ୍ଲଡ୍ ଗ୍ରୁପ୍ ର ଲୋକମାନେ ଫଳ ତଥା ପନିପରିବା ପ୍ରଚୁର ଖାଇବା ଆବଶ୍ୟକ । ତା'ଛଡା ଏମାନେ ସବୁ ପ୍ରକାର ନନ୍ ଭେଜ୍ ଖାଦ୍ୟ ଖାଇପାରିବେ ।

Post a Comment

0 Comments