ତୁଳସୀ ପତ୍ରରୁ ସୌନ୍ଦର୍ଯ୍ୟ

ତୁଳସୀ ପତ୍ରରୁ ସୌନ୍ଦର୍ଯ୍ୟ


ତୁଳସୀ କେବଳ ପୂଜା ପାଇଁ ବ୍ୟବହାର କରାଯାଏନା | ଏହାକୁ ନିଜର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିପାରିବେ | 

  • 50 ଗ୍ରାମ ତୁଳସୀ ପାତ୍ରରେ 50 ଗ୍ରାମ ଲେମ୍ଭୁ ରସ ମିଶାଇ ପେଷି ଦିଅନ୍ତୁ | ଏଥିରୁ ପ୍ରସ୍ତୁତି କ୍ରିମ ମୁହଁରେ ଲଗାନ୍ତୁ | ସପ୍ତାହକୁ ଥରେ ମୁହଁରେ ଲଗାଇଲେ ଚମକ ଆସିଥାଏ |
  • ତୁଳସୀ ପତ୍ରକୁ ଖାଲି ପାଣିରେ ବାଟି ମୁହଁରେ ଲଗାଇଲେ ତ୍ୱଚା ଲୋଚାକୋଚା ହୋଇ ନ ଥାଏ |
  • ଶରୀରରେ ବଟା ତୁଳସୀ ପତ୍ର ଲଗାଇଲେ ବହୁ ରୋଗ ଆପଣଙ୍କୁ ସ୍ବର୍ଶ କରିପାରିବନି |
  • ପ୍ରତିଦିନ ତୁଳସୀ 3 ରୁ 4 ଟି ଖାଇଲେ ମଧ୍ୟ ମୁହଁରେ ଉଜ୍ଜ୍ୱଲତା ଆସିଥାଏ |
  • ନିୟମିତ ତୁଳସୀ ପତ୍ର ଖାଇବା ଓ ମୁହଁରେ ଲଗାଇବା ଦ୍ୱାରା ମୁଖ୍ୟବ୍ରଣ ଦୂର ହେବା ସହିତ ମୁହଁରୁ ଦାଗ ଲିଭିଥାଏ | 


So, that's it for this time guys. I hope that you must have found this article very helpful. Please share this article and stay connected with us for more such amazing articles. Thank You!!! 

Post a Comment

0 Comments