ଆସନ୍ତୁ ଜାଣିବା ଗରମ ପାଣି ପିଇବାର ଆଉ କେତେକ ଟିପ୍ସ
ବନ୍ଧୁମାନେ ଆମର ଶରୀର ଦିନସାରା ବହୁତ କାମ କରିଥାଏ। ଯାହା ମଧ୍ୟରେ ୯୦% କାମ ଆମ ଶରୀର ଭିତରେ ହୋଇଥାଏ ଯେମିତି ଖାଦ୍ୟକୁ ହଜମ କରାଇବା, ରକ୍ତ ତିଆରି କରିବା, ଶରୀରରୁ ଖରାପ ଦ୍ରବ୍ୟକୁ ବାହାର କରିବା ଏହା କିଛି ଏମିତି ପ୍ରକ୍ରିୟା ଅଟେ ଯାହା ସବୁ ସମୟରେ ଆମ ଶରୀର ମଧ୍ୟର ଚାଲିଥାଏ | ଯେତବେଳେ ଆମେ ଶୋଇଥାଉ ସେତେବେଳେ ଆମ ଶରୀର ଭିତରେ ଏହି ସବୁ ପ୍ରକିୟା ଚାଲିଥାଏ |
ରାତିରେ ଗରମ ପାଣି ପିଇବା ଦ୍ଵାରା କ'ଣ ଲାଭ ହୋଇଥାଏ |
ଚମକ ଚେହେରା : ଯଦି ଆପଣ ନିଜର ଚେହେରାକୁ ଚମକାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟେକଦିନ ରାତ୍ରିରେ ନିୟମିତ ଭାବେ ଉଷୁମ ପାଣି ପିଇବା ଉଚିତ |
ହୃଦୟକୁ ସ୍ଵସ୍ଥ ରଖେ: ହୃଦ୍ ରୋଗୀ ସବୁଦିନ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଭଲ। ଏହାଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିବା ସହ ହୃଦଘାତର ଆଶଙ୍କା ଅନେକ ପରିମାଣରେ କମିଯାଏ।
ଗୋଡ଼ର ଦରଜ: ଯଦି ଆପଣଙ୍କ ଗୋଡ଼ ଅଳ୍ପ ଚାଲିଲେ ମଧ୍ୟ ଦରଜ ହେଉଛି କି ଫୁଲି ଯାଉଛି ତେବେ ଉଷୁମ ପାଣି ଏହାର ଏକ ଭଲ ଉପଚାର ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଅନ୍ତୁ ଦେଖୁବେ ପରଦିନ ଆପଣଙ୍କ ଗୋଡ଼ ଦରଜ କମିଯିବ।
କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ସବୁ ପ୍ରକ୍ରିୟା ଗୁଡିକ କରିବା ପାଇଁ ପାଣି ସେତିକି ଦରକାର ଯେତିକି କାର ଚଳାଇବା ପାଇଁ ଇନ୍ଧନ ଦରକାର । କାରଣ ଆମ ଶରୀର ୬୫ ପ୍ରତିଶତ ପାଣିରେ ତିଆରି ହୋଇଛି । ମନୁଷ୍ୟର ଛୋଟ ବଡ କୋସିକା ସବୁ ପାଣିରେ ତିଆରି ହୋଇଥାଏ | ସେଥୁପାଇଁ ଶରୀରରେ ଉଚିତ ମାତ୍ରାରେ ପାଣି ଦରକାର କରିଥାଏ | କିନ୍ତୁ ଯଦି ଆପଣ ନିଜର ଦିନର ଆରମ୍ଭ ଗରମ ପାଣି ଦ୍ୱାରା କରିବେ ତେବେ ଏହା ଆପଣଙ୍କ ଶରୀରର ପାଇଁ ଏତେ ଲାଭଦାୟକ ହେବ ଯେ ତାହା ଆପଣ କେବେ ଭାବିନଥିବେ |
ସକାଳୁ ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା କ'ଣ ଲାଭ ହୋଇଥାଏ |
ରକ୍ତ ତିଆରି କରିବା : ଖାଲି ପେଟରେ ପାଣି ପିଇଲେ ଆମର ପାଚନ ଶକ୍ତି ବଢିଥାଏ ଯାହା କାରଣରୁ ଆମ ଶରୀରରେ ରକ୍ତ ଅଧିକ ମାତ୍ରାରେ ତିଆରି ହେବାକୁ ଲାଗେ ଓ ଯଦି ଆପଣଙ୍କ ଶରୀରରେ ରକ୍ତ ର ଅଭାବ ଅଛି ତେବେ ଏଥିରୁ ରକୁର ଆବଶ୍ୟକତା ପୂରଣ ହୋଇଥାଏ |
ସକାଳୁ ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା କ'ଣ ଲାଭ ହୋଇଥାଏ |
ସବୁଠୁ ପ୍ରଥମ କଥା :ଏହା ଅଟେ କି ପାଣି କୁ ଗରମ କରିବା ଦ୍ଵାରା ପାଣିର ଥିବା ସବୁ ହାନିକାରକ ଦ୍ରବ୍ୟ ମରିଯାନ୍ତି । ଏହି ପାଣି ସବୁଠୁ ସୁଧ ହୋଇଥାଏ । ସେଥିପାଇଁ ଆପଣ ପାଣି କୁ ଗରମ କରି ରଖୁଦିଅନ୍ତୁ । ଏବଂ ଦିନସାରା ସେହି ପାଣିକୁ ଅଳ୍ପ ଅଳ୍ପ କରି ପିଅନ୍ତୁ ।ଗରମ ପାଣି ପିଇବା ଦ୍ଵାର ଆମ ଶରୀରର ତାପମାତ୍ରା ବଢିଥାଏ ଯାହାଦାରା ଶରୀରର ସବୁ ଅଶୁଦ୍ଧି ଗୁଡିକ ବାହାରକୁ ଆସିଥାଏ ।
କେଶ ବଢ଼ାଇଥାଏ : ଗରମ ପାଣି ପିଇବା ଆମ ଚୁଟି ପାଇଁ ଭଲ ହୋଇଥାଏ | ଏହା ଜଲଦି ବଢେ ଏବଂ ଏହା ଆପଣଙ୍କର କେଶ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ ଓ ଶୀଘ୍ର ଚୁଟି ବଢ଼ାଇଥାଏ।
ଭୋକ ବଢିବ: ଯେବେ ଆପଣ ଖାଲି ପେଟରେ ପାଣି ପିଇବେ ଆପଣଙ୍କ ପେଟ ଭଲ ଭାବେ ସଫା ହେବ ଯାହା ଦ୍ୱାରା ଭୋକ ବି ବଢିବ |
ସ୍କିନର ସମସ୍ୟାକୁ ଦୂର: ଯଦି ଆପଣଙ୍କୁ ନିଜର ସ୍କିନ ସମ୍ଭଦିତ କିଛି ସମସ୍ୟା ଅଛି ତେବେ ଆପଣ ଯଦି ଗରମ ପାଣି ସକାଳୁ ଉଠି ପିଇବେ ତେବେ ଏହା ସବୁ ପ୍ରକାରର ସ୍କିନର ସମସ୍ୟାକୁ ଦୂର କରିଥାଏ ।ଖାଲି ପେଟରେ ପାଣି ପିଇବା ଦାରା ଆମ ତ୍ୱଚା ଚମକିନଥାଏ ଓ ମୁହଁ ବ୍ରଣ ମଧ୍ୟ ଭଲ ହୋଇଯାଇଥାଏ | କାରଣ ପେଟ ଭଲ ଭାବେ ସଫା ନ ହେବା କାରଣରୁ ମୁହଁରେ ବ୍ରଣ ଆଦି ହୋଇଥାଏ ଓ ଆମେ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ଵାରା ପେଟ ଭଲ ଭାବେ ସଫା ହୋଇଥାଏ ଓ ମୁହଁରେ ବ୍ରଣ ହୋଇ ନଥାଏ |
ପେଟରେ ପଥର ସମସ୍ୟା: ଯଦି ଆପଣଙ୍କର ପେଟରେ ପଥର ସମସ୍ୟା ଅଛି ତେବେ ଆପଣ ପ୍ରତ୍ୟେକ ଦିନ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଗରମ ପାଣି ପିଇଲେ ଏଥିରୁ ଶୀଘ୍ର ଉପଶମ ପାଇ ପାରିବେ।











0 Comments
Do you have any doubts or suggestions? Ask them here in the comments!