ଏହି ରୋଗୀମାନେ ବାଇଗଣ ସେବନ ଠାରୁ ଦୂରେଇ ରହିବା ଉଚିତ

ଏହି ରୋଗୀମାନେ ବାଇଗଣ ସେବନ ଠାରୁ ଦୂରେଇ ରହିବା ଉଚିତ

ବାଇଗଣ ସେବନ ଅନ୍ୟ ପନିପରିବା ଠାରୁ ବହୁତ ଲାଭଦାୟକ ହୋଇଥାଏ | ସବୁଦିନେ ଲୋକେ ଏହାକୁ ଖାଇଥାନ୍ତି । କିନ୍ତୁ ଏହା ଯଦି ଆମେ ଆବଶ୍ୟକତା ଠାରୁ ଅଧିକ ସେବନ କରିବ ତ ତାହା ଆମ ଦେହ ପାଇଁ ବହୁତ କ୍ଷତି କାରକ ହୋଇଥାଏ । ଏହା ବିଷ ଠାରୁ କୌଣସି ଗୁଣରେ କମ୍‌ ହୋଇ ନ ଥାଏ |  ଅଧିକ ପରିମାଣର ବାଇଗଣ ଖାଇବା ଦ୍ୱାରା ଶରୀରରେ କେତେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ପାରେ l

ତାହେଲେ ଆସନ୍ତୁ ଜାଣିବା କେଉଁ ଲୋକମାନେ ଏହାର ସେବନ ଠାରୁ ଦୂରେଇ ରହିବା ଉଚିତ ଅଟେ ।

ଗର୍ଭାବସ୍ଥା

  1. ଗର୍ଭାବସ୍ଥାରେ ବାଇଗଣ ସେବନକୁ ଏଡାଇବା ଉଚିତ୍। ବାସ୍ତବରେ, ଗର୍ଭାବସ୍ଥାରେ ବାଇଗଣ ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶ ପାଇଁ କ୍ଷତିକାରକ ହୋଇପାରେ।
  2. ଗର୍ଭବତୀ ମହିଳାଙ୍କୁ ଅଧିକ ମାତ୍ରାରେ ବାଇଗଣର ସେବନ କରିବା କଥା ନୁହେଁ,କାରଣ ବାଇଗଣରେ ପ୍ରକୃତି ମୂତ୍ର ବର୍ଧକ ହୋଇଥାଏ ଆଉ ବାଇଗଣ ଗରମ ହୋଇଥାଏ ଯାହାକି ଭୁଣକୁ କ୍ଷତି ପହଞ୍ଚାଇଥାଏ । 
  3. ଗର୍ଭାବସ୍ତ୍ରାରେ ଏହାକୁ ଖାଇବା ଉଚିତ ହୋଇ ନ ଥାଏ। ଏହାକୁ ଖାଇବା ଫଳରେ ଅଧିକ ପରିସ୍ରା ଲାଗିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।
  4. ଯେଉଁମାନଙ୍କୁ ରକ୍ତର ଅଭାବ ଥାଏ ସେମାନେ ବାଇଗଣ ଅଧିକ ଖାଇବା ବିପଦର କାରଣ ହୋଇଥାଏ । ନେନୁସିନ କାରଣରୁ ନୂଆ ରକ୍ତ ଶିରା ବନିବାରେ ବାଧା ଉତ୍ପନ୍ନ ହେବା ପ୍ରକ୍ରିୟା ଗର୍ଭାବସ୍ଥାରେ ବଢ଼ିବାରୁ ଭୁଣ ପାଇଁ ହାନି କାରକ ହୋଇଥାଏ | 

ଅଧିକ ଔଷଧ ସେବନ କରୁଥିବା ଲୋକେ

ଅଧିକ ଔଷଧ ସେବନ କରୁଥିବା ଲୋକେ ବି ଅଧିକ ମାତ୍ରାରେ ବାଇଗଣ ଖାଇବା ଉଚିତ ନୁହେଁ । କାରଣ ବାଇଗଣ ଖାଇବା ଦ୍ବାରା ଔଷଧର କାର୍ଯ୍ୟ କ୍ଷମତା କମିଯାଇଥାଏ ।

ସମୟ ପୂର୍ବରୁ ପିରିୟଡ଼

ବାଇଗଣ ଭିତରେ ବହୁତ ମାତ୍ରାରେ ଫାଇଟ ହୋର୍ମାନ ମିଳିଥାଏ ,ଅଧିକ ମାତ୍ରାରେ ବାଇଗଣ ଖାଇବା ଦ୍ୱାରା ସମୟ ପୂର୍ବରୁ ପିରିୟଡ଼ ଆସି ଯାଇଥାଏ |

ଆଲର୍ଜି

  1. ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ଆଲର୍ଜି ସମସ୍ୟା ରହିଛି ତେବେ ବାଇଗଣ ଖାଇବା ଠାରୁ ଦୂରେଇ ରୁହନ୍ତି। କାରଣ ବାଇଗଣ ଖାଇବା ଦ୍ୱାରା ଆପଣଙ୍କ ଆଲର୍ଜି ସମସ୍ୟା ଆହୁରି ବଢ଼ିପାରେ।
  2. ବହୁତ ଲୋକ ବାଇଗଣ ଖାଇବା ଦ୍ୱାରା ଏଲର୍ଜି ହୋଇଥାଏ, ଆଉ ତାଙ୍କୁ ବି ବାଇଗଣ ଖାଇବା ଉଚିତ ନୁହେଁ ।
  3. ଆୟୁର୍ବେଦରେ ବର୍ଷାଦିନେ ବାଇଗଣ ଖାଇବା ଅନୁଚିତ ବୋଲି କୁହାଯାଇଥିବା ବେଳେ ଆଲର୍ଜି ହେଉଥିବା ଲୋକେ ଏହାଠାରୁ ଦୂରେଇ ରହିବା ଭଲ।

ଷ୍ଟୋନ୍‌ ସମସ୍ୟା

  1. ଷ୍ଟୋନ୍‌ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କୁ ନିଜ ଖାଦ୍ୟପେୟକୁ ନେଇ ବିଶେଷ ଧ୍ୟାନ ରଖିବା ଉଚିତ। ଡାକ୍ତରଙ୍କ କହିବାନୁସାରେ ବାଇଗଣ ଅକ୍ସଲେଟ୍‌ ବା ଓକଜେଲେଟ ଥାଏ, ଯାହା କିଡ୍‌ନୀ ପାଇଁ କ୍ଷତିକାରକ। ଓକଜେଲେଟ କାରଣରୁ କ୍ୟାଲସିୟମର ଅବଶୋଷଣ ବି କମ୍‌ ହୋଇଥାଏ | କ୍ୟାଲସିୟମ କମ୍‌ ଅଭାବରୁ ଦାନ୍ତ ଓ ହାଡ଼ ଦୁର୍ବଳ  ହୋଇଯାଇଥାଏ । ଏଥିପାଇଁ ଷ୍ଟୋନ୍‌ ସମସ୍ୟା ଥିବା ବ୍ୟକ୍ତି ବାଇଗଣ ଖାଇବା ଉଚିତ ନୁହେଁ। ଏହା ଖାଇଲେ ଏହି ସମସ୍ୟା ବଢିଯାଇଥାଏ । 
  2. କିଡ଼ନୀରେ ପଥରର ସମସ୍ୟା ଥିବା ଲୋକେ ଏହାକୁ କମ୍‌ ମାତ୍ରାରେ ଖାଇବା ଉଚିତ | 

ବାବାଶିର କିମ୍ଵା କବ୍ଜ

ଯଦି ଆପଣ ବାବାଶିର କିମ୍ଵା କବ୍ଜ ଯୋଗୁଁ ସମସ୍ୟା ଭୋଗୁଛନ୍ତି ତେବେ ଆପଣ ବାଇଗଣ ସେବନ କଲେ ତାହା ଆପଣଙ୍କ ପାଇଁ ବିଷ ସମାନ ହୋଇଥାଏ ।

ରକ୍ତଦାନ କରୁଥିବା

  1. ପ୍ରାୟତଃ ରକ୍ତଦାନ କରୁଥିବା ବ୍ୟକ୍ତିଙ୍କୁ ବାଇଗଣ ଅଧିକ ସେବନ କରିବା ଠାରୁ ବଞ୍ଚିତ ରୁହନ୍ତୁ ।
  2. ବଢୁଥିବା ପିଲାଙ୍କର ନୂଆ ରକ୍ତଶିରା ବଢିଥାଏ ଏମାନେ ବି ଅଧିକ ମାତ୍ରାରେ ବାଇଗଣ ଖାଇବା ଦ୍ବାରା ଏଥିରେ ପ୍ରଭାବ ପଡିଥାଏ । ଯାହାକି ଶରୀର ପାଇଁ କ୍ଷତି କାରକ ସାବସ୍ତ୍ୟ ହୋଇ ଥାଏ ।

ଡିପ୍ରେସନ

  1. ଯଦି ଆପଣ ଡିପ୍ରେସନର ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ବାଇଗଣ ଖାଇବା ଠାରୁ ଦୂରେଇ ରୁହନ୍ତୁ
  2. ଅବସାଦରେ ପୀଡିତ ବା ବିଷାଦଗ୍ରସ୍ତ ଲୋକମାନେ ଅଧିକାଂଶ ସମୟରେ ଔଷଧ ନିଅନ୍ତି। ତେଣୁ, ଯଦି ଆପଣ ବାଇଗଣ ଖାଇବେ ତେବେ ଔଷଧର ପ୍ରଭାବ ହ୍ରାସ ହୋଇପାରେ ।

ପାଇଲ୍ସ

ଯେଉଁମାନଙ୍କ ପାଇଲ୍ସ ସମସ୍ୟା ଥାଏ ସେମାନେ ମଧ୍ୟ ବାଇଗଣ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ବାଇଗଣ ଖାଇବେ ତେବେ ଆପଣଙ୍କ ସମସ୍ୟା ଆହୁରି ବଢ଼ିପାରେ ।

  1. ବାଇଗଣ ନାଇଟଷୋଡ଼ ଫେମେଲିର ସଦସ୍ୟ ଅଟେ | ଏଥିରେ ସୋଲେନିନ ନାମକ ବିଶଲ୍ୟ ତତ୍ତ୍ୱ ରହିଥାଏ ଯାହାକି ଅଧିକ ମାତ୍ରାରେ ପେଟକୁ ଯିବା ଦ୍ୱାରା ପେଟ ବଥା, ବାନ୍ତି, ମୁଣ୍ତ ବିନ୍ଧା, କୁଣ୍ଡାଇ ହେବା କିମ୍ବା ଗଣ୍ଠିରେ ସମସ୍ୟା ଆଦି ଦେଖା ଦେଇଥାଏ | ଏହା ସହିତ ଏହି ତତ୍ତ୍ୱ ଥାଇରାଇଡ଼ ସମସ୍ୟାକୁ ବି ବଢ଼େଇ ଦେଇଥାଏ । ଏଥିପାଇଁ ବାଇଗଣ କମ୍‌ ଖାଇବା ଉଚିତ । 
  2. ପାଚନତନ୍ତ୍ର କମ୍‌ଜୋର ଥିବା ବ୍ୟକ୍ତି ଏହାକୁ ଖାଇବା ଉଚିତ ନୁହେଁ ।
  3. ଯଦି ଆପଣଙ୍କ ଆଖିରେ ମଧ୍ୟ କୌଣସି ସମସ୍ୟା ରହିଛି ତେବେ ବାଇଗଣ ଖାଆନ୍ତୁ ନାହିଁ ।

Post a Comment

0 Comments