ଘରୁ ବାହାରକୁ ଗଲେ ...
ସମସ୍ତଙ୍କ ଜୀବନରେ ସଦାସର୍ବଦା କିଛି ନା କିଛି ସୁବିଧା ଓ ଅସୁବିଧା ଲାଗି ହି ରହିଥାଏ | ଏହାର ସଂଶୋଧନ ପାଇଁ ପୂର୍ବଜ ମାନେ କିଛି ଉପାୟ ବି କହି ଯାଇଛନ୍ତି | ଯାହାକୁ ଅନୁସରଣ କରି ଜୀବନକୁ ସରସ ସୁନ୍ଦର କରିପାରିବେ |
ଘରୁ ବାହାରକୁ ଗଲେ :-
1. ସୋମବାର - ଦର୍ପଣ ଦେଖି ବାହାରକୁ ଯିବେ |
2. ମଙ୍ଗଳବାର - ମିଠା ବା ଚିନି ଖାଇକି ବାହାରକୁ ଯିବେ |
3. ବୁଧୁବାର - ପାନ ମଧୁରୀ ଖାଇ ବାହାରକୁ ଯିବେ |
4. ଗୁରୁବାର - ତୁଳସୀ ପତ୍ର ଖାଇ ବାହାରକୁ ଯିବେ |
5. ଶୁକ୍ରବାର - ଖସା ବା ରାଶି ଖାଇକି ବାହାରକୁ ଯିବେ |
6. ଶନିବାର - ଅଦା ଖାଇକି ବାହାରକୁ ଯିବେ |
7. ରବିବାର - ପାନ ଦେଖି ବାହାରକୁ ଯିବେ |
ବାର ଅନୁଯାୟୀ ରଙ୍ଗ ପିନ୍ଧିବା ଉଚିତ :-
1. ସୋମବାର - କ୍ରିମ ରଙ୍ଗ ପିନ୍ଧିବା ଉଚିତ |
2. ମଙ୍ଗଳବାର - ଲାଲ ରଙ୍ଗ ପିନ୍ଧିବା ଉଚିତ
3. ବୁଧୁବାର - ସବୁଜ ରଙ୍ଗ ପିନ୍ଧିବା ଉଚିତ |
4. ଗୁରୁବାର - ହଳଦିଆ ରଙ୍ଗ ପିନ୍ଧିବା ଉଚିତ |
5. ଶୁକ୍ରବାର - ଗୋଲାପୀ ରଙ୍ଗ ପିନ୍ଧିବା ଉଚିତ |p
6. ଶନିବାର -Blue ରଙ୍ଗ ପିନ୍ଧିବା ଉଚିତ |
7. ରବିବାର - କେଶରୀଆ ବା ବାଇଗଣୀ ରଙ୍ଗ ପିନ୍ଧିବା ଉଚିତ |
ସାଧାରଣତଃ ସବୁ ଲୋକଙ୍କୁ ନୂଆ ନୂଆ ଜିନିଷ କିଣିବାକୁ ବହୁତ ଭଲ ଲାଗେ । ବିଶେଷ କରି ଝିଅମାନଙ୍କୁ ବେଶି ସପିଂ କରିବାକୁ ଭଲ ଲାଗିଥାଏ ସେମାନେ ନିଜ ମନପସନ୍ଦରପୋଷାକ, ଘର ସାଜସଜ୍ମା ଦ୍ରବ୍ୟ କିଣି ଥାଆନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନିର୍ଦ୍ଧିଷ୍ଟ ବାରରେ କିଣାକିଣି କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଜାଣିବା ବାର ଅନୁଯାୟୀ ଆପଣଙ୍କୁ କ'ଣ କିଣିବା ଉଚିତ ।
ବାର ଅନୁଯାୟୀ କ'ଣ କିଣିବା ଉଚିତ :-
1. ସୋମବାର :-
- ଘରର ସାଜସଜ୍ଜା ନିମନ୍ତେ ଦ୍ରବ୍ୟ କିଣିବା ଉଚିତ ।
- ଗାଈ ଗୋରୁ ବିକ୍ରି କରିବେ ନାହିଁ |
2. ମଙ୍ଗଳବାର :-
- ମଙ୍ଗଳବାରରେ ଚମଡାର କୌଣସି ଜୋତା କିଣିବା ଉଚିତ ନୁହେଁ |
- କିନ୍ତୁ ଯେକୌଣସି ପୋଷାକ କିଣି ପାରିବେ ।
- ଯାନବାହାନ ବିକ୍ରି କରିବେ ନାହିଁ |
- ପଇସା ନେଣ ଦେଣ କରିବେ ନାହିଁ |
3. ବୁଧୁବାର :-
- ଏହି ଦିନ ରୋଷେଇ ଘର ନିମନ୍ତେ କିଛି ସାମଗ୍ରୀ କିଣିପାରିବେ ।
4. ଗୁରୁବାର :-
- ଗୁରୁବାର ଦିନ ଯେକୌଣସି ବୈଦ୍ୟୁତିକ ଜିନିଷ ଘର ପାଇଁ କିଣିପାରିବେ |
5. ଶୁକ୍ରବାର :-
- ଶୁକ୍ରବାର ଦିନ ନିଜ ପାଇଁ ପ୍ରସାଧନ ସାମଗ୍ରୀ କିଣିବା ଉତ୍ତମ ଅଟେ ।
6. ଶନିବାର :-
- ଶନିବାର ଦିନ ଚମଡା ଜୋତା କିଣିବା ଅନୁଚିତ।
- ଏହି ଦିନ କଳା ରଙ୍ଗର ପୋଷାକ କିଣି ପାରିବେ |
- ଘର ପାଇଁ ନୂଆ ଝାଡୁ ଆଣିବା ଶୁଭ ହୋଇଥାଏ |
- ଲୁହା, ତେଲ, ଲୁଣ, ଝାଡୁ, କଳାରାଶି, ଚମଡା ଜିନିଷ କିଣିବେ ନାହିଁ |
7. ରବିବାର :-
- ଲାଲ ରଙ୍ଗ କିମ୍ବା ହଳଦିଆ ରଙ୍ଗର ପୋଷାକ କିଣିବା ଉଚିତ।
- ତମ୍ବା ଜିନିଷ କିଣା ବିକା କରିବେ ନାହିଁ |
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ବାର ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |
ଧନ୍ୟବାଦ
0 Comments
Do you have any doubts or suggestions? Ask them here in the comments!