ହ୍ୱାଇଟ୍ ସୁଗର ବା ଚିନି ତିଆରି ସମୟରେ ଏହାକୁ ସଫା କରିବା ପାଇଁ ଯେଉଁ ପ୍ରକିୟା ଆପଣାଯାଏ, ସେଥିରେ ନାଚୁରାଲ କାର୍ବନର ବ୍ୟବହାର ହୋଇଥାଏ। ଆପଣ ଏହାଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ନାଚୁରାଲ କାର୍ବନ ହାଡ଼ ଗୁଣ୍ତରୁ ପ୍ରସ୍ତୁତ ହୁଏ, ଯାହାକି ବିଭିନ୍ନ ପ୍ରକାର ପ୍ରାଣୀଙ୍କ ହାଡ଼ରୁ ତିଆରି କରାଯାଏ।
ବିୟର:
କେତେଜଣ ଲୋକ ଏହା କହି ବିୟର ବା ୱାଇନ୍ ପିଅନ୍ତି ଯେ ଏହା ଫଳ ରସରୁ ପ୍ରସ୍ତୁତ ହୁଏ। ଏଠାରେ ଆମେ କହି ରଖୁଛୁ କି ମଦକୁ ସଫା କରିବା ପାଇଁ ଇଞ୍ଜିନ ଗ୍ୟାସ ବ୍ୟବହାର କରାଯାଏ, ଯାହା ମାଛ ମୂତ୍ରାଶୟରୁ ପ୍ରସ୍ତୁତ ହୋଇଥାଏ।
ଆପଣ ଘରେ ଯଦି ଦହି ବନାଉଛନ୍ତି ତ ଠିକ ଅଛି କିନ୍ତୁ ଯଦି ଆପଣ ବଜାରରୁ ଦହି କିଣୁଛନ୍ତି ତ ଏହାର ପ୍ୟାକେଟ୍ ଉପରୁ ଥରେ ନଜର ବୁଲାଇ ଆଣନ୍ତୁ। ପ୍ୟାକେଟରେ ଲେଖାଯାଇଥିବା ଉପାଦାନ ନିହାତି ପଢ଼ନ୍ତୁ। ଯଦି ସେଥିରେ ଜିଲେଟିନ୍ ଅଛି, ତା'ହେଲେ ଆପଣଙ୍କୁ ଏହି ଦହି କିଣିବାର ନାହିଁ |
ସାଗୁଦାନା:
ସାଗୁଦାନା ଯାହାକୁ ଆମେ ପାଣିରେ ବତୁରେଇକି ଖାଇଥାଉ!। ଏହି ସାଗୁଦାନା ଯେଉଁ ଗଛରୁ ଏହା ବାହାରି ଫ୍ୟାକ୍ଟ୍ରିକୁ ଯାଏ ଆଉ ଏହାକୁ ସେବେ ଯାଏଁ ରଖାଯାଏ ଯେବେ ଯାଏଁ ସେଥିରେ ପୋକ ନ ଲାଗେ। ପୋକ ଲାଗିବା ପରେ ଏହାର ଛୋଟ ଛୋଟ ଗୁଲି ପ୍ରସ୍ତୁତ କରାଯାଏ। ଏବେ ଆଗକୁ ଆପଣ ବୁଝି ଯାଇଥିବେ।
0 Comments
Do you have any doubts or suggestions? Ask them here in the comments!